Browsing Category

ସମ୍ବଲପୁର

ହସ୍ପିଟାଲରେ ଡିଜେ ବଜାଇବା ଘଟଣା : ଭୀମସାର ନିର୍ଦ୍ଦେଶକଙ୍କ ତଦନ୍ତ ନିର୍ଦ୍ଦେଶ

ବୁର୍ଲା : ବୁର୍ଲା ଭୀମସାର ହସ୍ପିଟାଲରେ ଡିଜେ ସାଉଣ୍ଡ ବଜାଇବା ଘଟଣାରେ ମଙ୍ଗଳବାର ଭୀମସାର ନିର୍ଦ୍ଦେଶକ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ଭୀମସାରରେ ସମ୍ବେଦନଶୀଳ ଆଶୁଚିକିତ୍ସା ବିଭାଗ ସମ୍ମୁଖରେ ରହିଥିବା ଏକ୍ସରେର ଉପର…
Read More...

ସମ୍ବଲପୁରରେ ଆରଏସଏସ ମୁଖ୍ୟ ମୋହନ ଭାଗବତ

ସମ୍ବଲପୁର:ପରିବର୍ତ୍ତିତ ସମୟରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସଏସ)ର ରାଷ୍ଟ୍ରୀୟ ଦାୟିତ୍ୱ ଓ କାର୍ଯ୍ୟଭାର ବହୁଗୁଣ ବୃଦ୍ଧି ପାଇଛି। ତେବେ ଏହାର ଛାମୁଆ ସଙ୍ଗଠନଗୁଡ଼ିକ ମଧ୍ୟରେ ସମନ୍ୱୟ ରକ୍ଷା ହିଁ ଏହାର ଏକ ମାତ୍ର…
Read More...

ସମ୍ବଲପୁରରେ ଅନଲାଇନ ଜନ ଅଭିଯୋଗ ପୋର୍ଟାଲର ଶୁଭାରମ୍ଭ

ସମ୍ବଲପୁର: ସମ୍ବଲପୁର ଜିଲାରେ ପ୍ରଥମ ଥର ପାଇଁ ଜନତାଙ୍କର ସୁବିଧା ପାଇଁ ଜନ ଅଭିଯୋଗ ପୋର୍ଟାଲର ଶୁଭାରମ୍ଭ କରାଯାଇଛି। ଏବେ ଜିଲାରେ ଜନତା କରୁଥିବା ସମସ୍ତ ଅଭିଯୋଗ ଗୁଡିକ ପ୍ରାପ୍ତ ହେବା ପରେ ଅନଲାଇନ ପୋର୍ଟାଲରେ…
Read More...

ମହାନଦୀର ଦ୍ୱିତୀୟ ସେତୁରେ ଫାଟ: ବ୍ୟାପକ ଦୁର୍ନୀତି ଅଭିଯୋଗ

ସମ୍ବଲପୁର: ସମ୍ବଲପୁର ସହରରୁ ମହାନଦୀର ଅପରପାର୍ଶ୍ବକୁ ଯୋଡିବା ପାଇଁ ଦ୍ୱିତୀୟ ସେତୁର ନିର୍ମାଣ କରାଯାଇଛି। ସ୍ଥାନୀୟ କଚେରୀ ଛକ ଠାରୁ ଆରମ୍ଭ ହୋଇଥିବା ଏହି ଦ୍ୱିତୀୟ ସେତୁ ଅପରପାର୍ଶ୍ବରେ ଥିବା ଚାଉଁରପୁରକୁ ଯୋଡିଥାଏ।…
Read More...

ଅଗଷ୍ଟ ମାସରେ ସାରା ଦେଶରେ ପ୍ରଥମ ସ୍ଥାନ ଅଧିକାର କଲା ସମ୍ବଲପୁର ରେଳ ମଣ୍ଡଳ

ସମ୍ବଲପୁର: ଭାରତୀୟ ରେଳବାଇ ପକ୍ଷରୁ ନିଜ ସେବାର ଗୁଣବତ୍ତାକୁ ବଜାୟ ରଖିବା ପାଇଁ ସାରା ଦେଶରେ ଥିବା ସମସ୍ତ ରେଳ ମଣ୍ଡଳର କାର୍ଯ୍ୟକୁ ତଦାରଖ କରିବା ନିମନ୍ତେ ଏକ କେନ୍ଦ୍ରୀୟ ଅନଲାଇନ ବ୍ୟବସ୍ଥା କରାଯାଇଛି। ସାରା ଦେଶରେ…
Read More...

ବୁର୍ଲା ସରକାରୀ ଉଚ୍ଚବିଦ୍ୟାଳୟରେ ସମାଜର ୧୦୦ ବର୍ଷ ପୁର୍ତ୍ତି ଉପଲକ୍ଷେ ଚିତ୍ରାଙ୍କନ ଏବଂ ପ୍ରବନ୍ଧ ପ୍ରତିଯୋଗିତା

ବୁର୍ଲା: ସମାଜର ୧୦୦ତମ ପ୍ରତିଷ୍ଠା ଦିବସ ପାଳନ ଅବସରରେ ଆଜି ବୁର୍ଲା ସରକାରୀ ବାଳକ ଉଚ୍ଚବିଦ୍ୟାଳୟ ପ୍ରାଙ୍ଗଣରେ ଚିତ୍ରାଙ୍କନ ପ୍ରବନ୍ଧ ଲିଖନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏହି ପ୍ରତିଯୋଗିତାରେ ସର୍ବମୋଟ ୧୪୪ ଜଣ…
Read More...

ବିଶ୍ୱର ଚତୁର୍ଥ ଉଚ୍ଚ ପର୍ବତ ଶିଖରରେ ସମ୍ବଲପୁରର ଝିଅ ତ୍ରିଶା

ସମ୍ବଲପୁର: ଆଫ୍ରିକା ମହାଦେଶର ତାଞ୍ଜାନିଆ ଦେଶରେ ସ୍ଥିତ ବିଶ୍ୱର ଚତୁର୍ଥ ଉଚ୍ଚ ପର୍ବତ ଶିଖର ‘ମାଉନ୍ଟ କିଲିମଞ୍ଜାରୀ’ ରେ ପାଦ ଥାପିଛନ୍ତି ସମ୍ବଲପୁରର ଝିଅ ତ୍ରିଶା ଅଗ୍ରୱାଲ। ଏହା ପୂର୍ବରୁ ଏହି ପର୍ବତ ଶିଖରରେ ୨୦୧୧…
Read More...

ଚମ୍ପଟ ବେଳେ ଅଭିଯୁକ୍ତକୁ କାବୁକଲା ପୁଲିସ

ସମ୍ବଲପୁର: ଡକାୟତି ଉଦ୍ୟମ ଅଭିଯୋଗରେ ଗିରଫହୋଇ ଜଣେ ଯୁବକ ଚମ୍ପଟ ମାରି ପଳାଉଥିବାବେଳେ ପୁଣି ଧରା ପଡ଼ିଛି। ଶୁକ୍ରବାର ସମ୍ୱଲପୁର ପୁଲିସ ଡକାୟତି ଉଦ୍ୟମ କରୁଥିବା ଜଣେ ଯୁବକକୁ ଗିରଫ କରିଥିଲା । ଶନିବାର କୋର୍ଟଚାଲଣ…
Read More...

ଟ୍ରକକୁ ୬ଲକ୍ଷ ୫୩ ହଜାର ଟଙ୍କା ଜରିମାନା

ସମ୍ବଲପୁର: ସମ୍ବଲପୁରରେ ଏକ ଟ୍ରକ ଉପରେ ବଡ଼ ଧରଣର ଫାଇନ ଲାଗୁ ହୋଇଛି। ବିଭିନ୍ନ ଟ୍ରାଫିକ ଉଲ୍ଲଂଘନ କରିଥିବାରୁ ନାଗାଲାଣ୍ଡର ଏହି ଟ୍ରକକୁ ୬ ଲକ୍ଷ ୫୩ ହଜାର ଟଙ୍କା ଜରିମାନା କରାଯାଇଛି। ଘଟଣାଟି ଗତ ଅଗଷ୍ଟ ୧୦ ତାରିଖର…
Read More...

କାନ୍ଥ ଭୁଶୁଡ଼ି ଜଣେ ମୃତ , ୨ ଗୁରୁତର

ସମ୍ବଲପୁର : ସମ୍ବଲପୁର ଅଇଁଣ୍ଠାପାଲି ଥାନା ଅନ୍ତର୍ଗତ ଭାଲୁପାଲି ଗ୍ରାମରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ଘଟିଥିବା ଜଣାପଡ଼ିଛି। ଘରର ମାଟି କାନ୍ଥ ଭୁଷୁଡ଼ିପଡ଼ିବାରୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ଆହତ…
Read More...