ସତର୍କ ସଙ୍କେତ ଟପିଲା ବୈତରଣୀ ଜଳସ୍ତର

ଭଦ୍ରକ : ବୈତରଣୀ ନଦୀର ଜଳସ୍ତର ବଢିବାରେ ଲାଗିଛି। ଭଦ୍ରକ ଜିଲାର ଆଖୁଆପଦାରେ ଏହାର ଜଳସ୍ତର ସତର୍କ ସଙ୍କେତ ଟପିଥିବା ଜଣାପଡ଼ିଛି। ସତର୍କ ସଙ୍କେତ ୧୭.୩୩ ମିଟର ରହିଥିବାବେଳେ ଏବେ ଏହା ଅତିକ୍ରମ କରି ୧୭.୭୪ମିଟରରେ ପହଞ୍ଚିଛି।

 

Comments are closed.