ଦିନ ୧୧ଟା – ମୁଖ୍ୟ ଖବର

ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୬୬ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ;  ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୧୮ ,  ରାଜ୍ୟରେ କରୋନା ମୃତ୍ୟୁ ୬୧୬୮ ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୩୧୫ ନୂଆ କୋଭିଡ ଆକ୍ରାନ୍ତ ଚିହ୍ନଟ ;…
Read More...

ବିଜେପି କର୍ମକର୍ତ୍ତାଙ୍କ ଆକ୍ରମଣକାରୀଙ୍କୁ ଗିରଫ ଦାବି

ଆଠଗଡ :  ଆଠଗଡ ବିଜେପି ପକ୍ଷରୁ ଦଳର ସାମାଜିକ ଗଣମାଧ୍ୟମ ସେଲ ସଂଯୋଜକ ତଥା ପରିବେଶବିତ୍ ନିର୍ମଳ ପତ୍ରୀଙ୍କୁ ଆକ୍ରମଣ କରିଥିବା ଧୁରୁକୁଡିଆ ଗ୍ରାମର ଚୋରାକାଠ ବେପାରୀ ଓ ତାଙ୍କ ଦୁଇପୁଅଙ୍କୁ ତୁରନ୍ତ ଗିରଫ କରିବା ପାଇଁ…
Read More...

ନାବାଳକଙ୍କ ଛୁରା ମାଡ଼ରେ ଯୁବକ ଗୁରୁତର ଆହତ

ବ୍ରଜରାଜନଗର : ନାବାଳକଙ୍କ ଛୁରା ମାଡ଼ରେ ଯୁବକ ଗୁରୁତର ଆହତ । ଏଭଳି ଘଟଣା ଗତକାଲି ରାତିରେ ବ୍ରଜରାଜନଗର ପୌରାଞ୍ଚଳ ଅନ୍ତର୍ଗତ ପୁରୁଣା ଚୁନାଭଟ୍ଟା ଅଂଚଳରେ  ଘଟିଛି। ନାବାଳକଙ୍କ ଛୁରା ମାଡ଼ରେ ଟିଙ୍କୁ ଗଣ୍ଡ ନାମକ ଜଣେ…
Read More...

ବନବୀର ଜଙ୍ଗଲରେ ୧୦ ଟିକିଆ ହାତୀପଲ ; ଲୋକେ ଆତଙ୍କିତ

ପାଟଣା : କେନ୍ଦୁଝର ଜିଲ୍ଲା ପାଟଣା ବନାଞ୍ଚଳ ସାହାରପଡା ଖଣ୍ଡ ଦମାହୁଦା ବିଟ ଅନ୍ତର୍ଗତ ବନବିର ଜଙ୍ଗଲରେ ଡେରା ପକାଇଛନ୍ତି ୧୦ ଟିକିଆ ହାତୀପଲ । ଏହି ହାତୀପଲ ଆଖପାଖ ଚାଷ ଜମିରେ ବ୍ୟାପକ ଧାନଫସଲ ନଷ୍ଟ କରିଛନ୍ତି । ଦିନ…
Read More...

ସଂଗଠନରେ ନମିଶିବାରୁ ଘରୁ ଡାକି ନେଇ ହତ୍ୟା ଅଭିଯୋଗ

ବେଗୁନିଆ : ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନା ଡିଙ୍ଗର ଅଭିମାନପୁର ଗ୍ରାମର ଜଣେ ଯୁବକ ସଙ୍ଗଠନରେ ନମିଶିବାରୁ ତାଙ୍କୁ ଘରୁ ଡାକି ନେଇ ହତ୍ୟା କରି ଅନ୍ୟ ଜାଗାରେ ପୋଡ଼ିଦେଇଥିବାର ବେଗୁନିଆ ଥାନାରେ ଅଭିଯୋଗ ହୋଇଛି ।…
Read More...

ମାଟି ପାତ୍ରରେ ଖାଦ୍ୟ ପ୍ରସ୍ତୁତି ଦ୍ୱାରା ମିଳେ ଶୁଭଫଳ

ବାସ୍ତୁ ଅନୁଯାୟୀ କୁହାଯାଏ ଗୃହର ଉତ୍ତର-ପୂର୍ବ ଦିଗରେ ମାଠିଆ କିମ୍ବା ସୁରେଇରେ ପାଣି ଭର୍ତ୍ତି କରି ରଖିବା ଉଚିତ। ଏହା ଦ୍ୱାରା ଘରେ ନକରାତ୍ମକ ଶକ୍ତି ପ୍ରବେଶ କରିନଥାଏ। ମାନସିକ ଦୁଶ୍ଚିନ୍ତା ଯେଉଁମାନଙ୍କର ଥାଏ,…
Read More...

ଗିରଫ ହେଲେ ରୋଜଭ୍ୟାଲିର ଓଡିଶା ମୁଖ୍ୟ ବିକ୍ରମଜିତ ଭୌମିକ

ବାଲେଶ୍ୱର :  ଗିରଫ ହେଲେ ରୋଜଭ୍ୟାଲିର ଓଡିଶା ମୁଖ୍ୟ ବିକ୍ରମଜିତ ଭୌମିକ । କୋଲକତାରୁ ଇଓଡବ୍ଲ୍ୟୁ ତାଙ୍କୁ ଗିରଫ କରିଛନ୍ତି । ଗିରଫ ପରେ ବାଲେଶ୍ବର ଓପିଆଇଡି କୋର୍ଟରେ ଇଓଡବ୍ଲ୍ୟୁ ହାଜର କରିଛି । ଜମାକାରୀଙ୍କୁ ଅଧିକ…
Read More...

ଏଆଇଟିୟୁସି ପକ୍ଷରୁ ଗଣଧାରଣା

ବୌଦ୍ଧ  : ବୌଦ୍ଧ ଜିଲ୍ଲାର ନିର୍ମାଣ ଶ୍ରମିକଙ୍କ ବହୁବିଦ୍ଧି ସମସ୍ୟା ଯଥା ଝିଅ ବିବାହ ସହାୟତା, ଶିକ୍ଷା ସହାୟତା,ମୃତ୍ୟୁକାଳିନ ସହାୟତା ଅ।ଦି ପ୍ରଦାନ କ୍ଷେତ୍ରରେ ଜିଲ୍ଲାଶ୍ରମଧିକାରୀଙ୍କ ଟାଳଟୁଳୁ ନୀତି ପ୍ରତିବାଦରେ…
Read More...

ମାଣ୍ଡୁକା ଅଞ୍ଚଳରେ ହେଟା ବାଘ ଆତଙ୍କ

ବାଲିଚନ୍ଦ୍ରପୁର : ବଡଚଣା ବ୍ଲକ୍ ମାଣ୍ଡୁକା ପଞ୍ଚାୟତ ଅଞ୍ଚଳରେ ଏକ ହେଟା ବାଘ ବୁଲୁଥିବା ନେଇ ଆତଙ୍କ ଖେଳିଯାଇଛି । କୃଷ୍ଣଦାସପୁର-ରତ୍ନଗିରି ରାସ୍ତାରେ ରବିବାର ବିଳମ୍ବିତ ରାତ୍ରିରେ ଏକ ହେଟା ବାଘ ବୁଲୁଥିବା ନେଇ ସେହି…
Read More...

ସାପ କାମୁଡାରେ ବୃଦ୍ଧ ମୃତ

ବାଲିଚନ୍ଦ୍ରପୁର : ବାଲିଚନ୍ଦ୍ରପୁର ଥାନା ଅନ୍ତର୍ଗତ କୃଷ୍ଣଦାସପୁର ଗ୍ରାମରେ ସାପ କାମୁଡାରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି । ମୃତକ ହେଲେ ଏହି ଗ୍ରାମର ଶଙ୍କର ଜେନା(୮୨) । ଘରେ ଶୋଇଥିବା ସମୟରେ ତାଙ୍କୁ ଏକ ବିଷଧର ସାପ…
Read More...

ବାଇକ୍ ଡିକି ଭାଙ୍ଗି ୪ ଲକ୍ଷ ଲୁଟି ନେଲେ ଦୁର୍ବୃତ୍ତ ; ପାଟଣା ପୁଲିସର ବିଭିନ୍ନ ସ୍ଥାନରେ ଛାନଭିନ୍ ଜାରି

ପାଟଣା : କେନ୍ଦୁଝର ଜିଲ୍ଲା ପାଟଣା ତହସିଲ ସମ୍ମୁଖ ରୁ ଆଜି ପାଖାପାଖି ୧୦ ଟା ୪୫ ମିନିଟ ସମୟରେ ଏକ କଳା ପଲସର ରେ ଦୁଇ ଜଣ ଦୁର୍ବୃତ୍ତ ଆସି ବାଇକ୍ ଡିକି ଭାଙ୍ଗି ୪ଲକ୍ଷ ଟଙ୍କା ଲୁଟି ନେଇ ଆଖି ପିଛୁଳାକେ ଚମ୍ପଟ…
Read More...

ଦିନ ୧ଟା – ମୁଖ୍ୟ ଖବର

ପ୍ରକାଶ ପାଇଲା ସିବିଏସଇ ଦଶମ ପରୀକ୍ଷା ଫଳ ; cbseresults.nic.in ଓ http://cbse.gov.inରେ ରେଜଲ୍ଟ ଉପଲବ୍ଧ ଭାରତୀୟ ସେନାର ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ସମସ୍ତଙ୍କ ସ୍ୱର ଯେତେ ଅଧିକ ସମ୍ମିଳିତ ହେବ,…
Read More...

ଭାରତୀୟ ସେନାର ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ

ଜମ୍ମୁ : ଜମ୍ମୁ ଡିଭିଜନ ଅନ୍ତର୍ଗତ କାଥୁଆ ଜିଲାର ବସୁହଲିିର ପୁରଥୁ ନିକଟରେ ଭାରତୀୟ ସେନାର ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡିଛି । ଖବର ପାଇ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚିସାରିଛନ୍ତି । ଏଠାରେ…
Read More...

ନାବାଳିକା ହତ୍ୟାକାଣ୍ଡ ଘଟଣା ; ତିନି ବର୍ଷ ପରେ ଜଣେ ଗିରଫ 

ପାଟଣା : କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ ଅନ୍ତର୍ଗତ ଢେଙ୍କିକୋଟ ପଞ୍ଚାୟତ ଟିକିରା ଗ୍ରାମ ଶିବ ମନ୍ଦିର ନିକଟରେ ଜଣେ ନାବାଳିକା ହତ୍ୟାକାଣ୍ଡ ଘଟଣାରେ ତିନି ବର୍ଷ ପରେ ମୁଖ୍ୟ ଅପରାଧୀକୁ ଗିରଫ କରାଯାଇଛି ବୋଲି ଘଟଗାଁ…
Read More...

ଢେଙ୍କିକୋଟ ହାଟ ବଜାରରେ ଆବର୍ଜନା: ଡେଙ୍ଗୁକୁ ଆମନ୍ତ୍ରଣ

ପାଟଣା : ଢେଙ୍କିକୋଟର ହାଟ ଓ ବଜାର ଅଞ୍ଚଳରେ ବିଭିନ୍ନ ସ୍ଥାନରେ କୁଢ଼ କୁଢ଼ ଆବର୍ଜନା ଜମା ହୋଇ ରହୁଛି। ବର୍ଷାରେ ଆବର୍ଜନା ପଚି ସଢ଼ି ଦୁର୍ଗନ୍ଧ ହେବା ସହ ଏଠାରେ ମଶା ମାଛି ଭଣ ଭଣ ହୋଇ ଡେ଼ଙ୍ଗୁକୁ ଆମନ୍ତ୍ରଣ…
Read More...

ଓଡିଶା ନଦୀ ସୁରକ୍ଷା ସମିତି ବୈଠକ

ଚୌଦ୍ୱାର : ଓଡିଶା ନଦୀ ସୁରକ୍ଷା ସମିତି କଟକ ଜିଲ୍ଲାର ଏକ ବୈଠକ ସୋମବାର କପାଳେଶ୍ୱର ସ୍ଥିତ ସମିତି କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ସଭାପତି ଜ୍ଞାନେନ୍ଦ୍ର କୁମାର ସ୍ୱାଇଁଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି…
Read More...

ବ୍ୟାଙ୍କ ଅଫ ଇଣ୍ଡିଆରେ ନୂତନ ଶାଖା ପରିଚାଳକ ଯୋଗଦେଲେ

ପାଟଣା : ବ୍ୟାଙ୍କ ଅଫ ଇଣ୍ଡିଆ ଢେଙ୍କିକୋଟ ଶାଖାର ନୂତନ ବରିଷ୍ଠ ଶାଖା ପରିଚାଳକ ଭାବେ ଘନଶ୍ୟାମ ଜେନା କାର୍ୟ୍ୟରେ ଯୋଗ ଦେଇଛନ୍ତି। ଏହା ପୂର୍ବରୁ ସେ ଭୁବନେଶ୍ୱର ମଣ୍ଡଳ କାର୍ୟ୍ୟାଳୟରେ କାର୍ୟ୍ୟ କରୁଥିଲେ। ଶ୍ରୀ ଜେନା…
Read More...

ଦିନ ୧୧ଟା – ମୁଖ୍ୟ ଖବର

ଆଜି ଦିନ ୧୨ଟାରେ ପ୍ରକାଶ ପାଇବ ସିବିଏସଇ ଦଶମ ପରୀକ୍ଷାଫଳ ଦେଶରେ ଦିନକ ମଧ୍ୟରେ ୩୦,୫୪୯ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ଗୋଟିଏ ଦିନରେ ୩୮,୮୮୭ ଜଣ କରୋନା ରୋଗୀ ସୁସ୍ଥ ଦେଶରେ ସକ୍ରିୟ କରୋନା ରୋଗୀଙ୍କ…
Read More...

ରାଇକିଆ ବ୍ଲକରେ ନୂତନ ବିଡ଼ିଓଙ୍କ ଦାୟିତ୍ବ ଗ୍ରହଣ

ଜି.ଉଦୟଗିରି : କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକରେ ସୁଶ୍ରୀ ସ୍ମରଣିକା ଟୁଲୋ ନୂତନ ଗୋଷ୍ଠୀ ଉନ୍ନୟନ ଅଧିକାରୀଣୀ ଭାବେ ଅବସ୍ଥାପିତ ଥିବା ବିଡିଓ ପ୍ରବୀଣ କୁମାର ବାଣୁଆଙ୍କ ଠାରୁ ଦାୟିତ୍ବ ଗ୍ରହଣ କରଥିବା ଜଣାପଡିଛିି।…
Read More...

ଗାଁରେ୨୨ ଦିନ ଜଳ ଯୋଗାଣ ବନ୍ଦ ; ପାନୀୟ ଜଳ ପ୍ରକଳ୍ପରେ ତାଲା ପକାଇଲେ ଗ୍ରାମବାସୀ

ରେଙ୍ଗାଲିକେମ୍ପ  : ସାମ୍ପ୍ରତିକ ପରିସ୍ଥିତିରେ ଲୋକଙ୍କୁ ପାନୀୟ ଜଳ ଯୋଗାଣ,ବିଦ୍ୟୁତ୍ ଓ ରାସ୍ତା ଆଦି ମୌଳିକ ସୁବିଧା ଯୋଗାଇଦେବା ପାଇଁ ସରକାର ଅନେକ ଯୋଜନା କରିଛନ୍ତି। ଏମିତିକି କୌଣସି କାରଣରୁ ଜଳ ଯୋଗାଣ ବନ୍ଦ ହେଲେ…
Read More...

ସାକ୍ଷୀଗୋପାଳରେ ଏମ ଭି ଆଇ ଧରପଗଡ଼

ସାକ୍ଷୀଗୋପାଳ : ସତ୍ୟବାଦୀ ଥାନା ଅନ୍ତର୍ଗତ ପୁରୀ ଭୁବନେଶ୍ୱର ଜାତୀୟ ରାଜପଥର କାଦୁଆ ଛକ ନିକଟରେ ଆଜି ପୂର୍ବାହ୍ନ ପ୍ରାୟ ୮ ଟା ସମୟରେ ଟ୍ରାଫିକ, ଓ ଏମ ଭି ଡ଼ି ଓ ସ୍ୱତନ୍ତ୍ର ପୁଲିସ ଅଧିକାରୀଙ୍କ ଦ୍ୱାରା ପ୍ରମୁଖ ମୋଟର…
Read More...

ପାଗଳ କୁକୁର କାମୁଡାରେ ଜଣେ ଗୁରୁତର

ପାଟଣା : ପାଗଳ କୁକୁର କାମୁଡାରେ ଜଣେ ଗୁରୁତର ହୋଇଛନ୍ତି । ପାଟଣା ବ୍ଲକ ଅନ୍ତର୍ଗତ ଦାଶରଥିପୁର ଗ୍ରାମର ହରିଶ୍ଚନ୍ଦ୍ର ମହାନ୍ତ ନାମକ ଜଣେ ବ୍ୟକ୍ତି ତୁରୁମୁଙ୍ଗା ରେ ଥିବା ' ପ୍ରଦାନ ' ସଂଗଠନକୁ କୌଣସି କାର୍ୟ୍ୟ ନେଇ…
Read More...

ହସ୍ତଶିଳ୍ପ ତାଲିମ ଶିବିର କାର୍ୟ୍ୟକ୍ରମ 

ବେଗୁନିଆ : କରୋନା କଟକଣା ଯୋଗୁଁ ୨୦୧୯/୨୦ ମସିହାରୁ ପଡିରହିଥିବା ଯୋଜନା ଗୁଡିକ ଏବେ କାର୍ୟ।ରମ୍ଭ କରିଛି । ବେଗୁନିଆ ବ୍ଲକ ବାଘମାରୀ ମିଲନ ପଥର ମୂର୍ତ୍ତି ଶିଳ୍ପ କେନ୍ଦ୍ରର ଶିଳ୍ପୀ କଳ୍ପତରୁ ପଣ୍ଡାଙ୍କ ତତ୍ୱ।ବଧାନରେ…
Read More...

ବିଶ୍ଵ ବନ୍ଧୁତ୍ୱ ଦିବସରେ ପରିବେଶ ସହ ବନ୍ଧୁ ବାନ୍ଧିଲା ନେହେରୁ ଯୁବ କେନ୍ଦ୍ର

ରେଙ୍ଗାଲିକେମ୍ପ : ଅତାବିରା ବ୍ଲକ ବାଟିମୁଣ୍ଡା ରେ ନେହେରୁ ଯୁବ କେନ୍ଦ୍ର ଓ କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରଣାଳୟ ଅଧୀନରେ ଥିବା ନେହେରୁ ଯୁବକେନ୍ଦ୍ର ବରଗଡ଼ର ମିଳିତ ଆନୁକୁଲ୍ୟରେ ସ୍ବଚ୍ଛତା ପକ୍ଷ ପାଳନ କରି ବିଶ୍ଵ…
Read More...

କେରଳରେ ୧୨ ବର୍ଷ ପରେ ପୁଣି ଥରେ ଫୁଟିଛି ଏହି ଫୁଲ : ମନକୁ ମୋହିଥାଏ ଏହାର ସୌନ୍ଦର୍ଯ୍ୟ

ନୂଆଦିଲ୍ଲୀ : ଭାରତରେ ଏପରି ଅନେକ ସ୍ଥାନ ରହିଛି, ଯାହାର ପ୍ରାକୃତିକ ସୌନ୍ଦର୍ଯ୍ୟ ଲୋକଙ୍କୁ ନିଜ ଆଡକୁ ଆକର୍ଷିତ କରିଥାଏ । ଉତ୍ତର ଠାରୁ ଦକ୍ଷିଣ ଯାଏଁ ଭାରତ ନିଜ ପ୍ରାକୃତିକ ସୁନ୍ଦରତା ପାଇଁ ସାରା ବିଶ୍ୱରେ ବେଶ…
Read More...

ଗୁଣି ଗାରେଡି ସନ୍ଦେହରେ ପାଲଲହଡା ଖମାର ଥାନା କୁଞ୍ଜାମରେ ଟ୍ରିପଲ ମର୍ଡର

ଅନୁଗୁଳ : ଗୁଣି ଗାରେଡି ସନ୍ଦେହରେ ପାଲଲହଡା ଖମାର ଥାନା କୁଞ୍ଜାମରେ ଟ୍ରିପଲ ମର୍ଡର । ଅନୁଗୁଳ ଜିଲ୍ଲା ପାଲଲହଡା ବ୍ଲକ ଖମାର ଥାନା ଅନ୍ତର୍ଗତ କୁଂଜାମ ଗାଁରେ ଏହି ଜଘନ୍ୟ ହତ୍ୟାକାଣ୍ଡ ଘଟିଛି । ଗୁଣି ଗାରେଡି…
Read More...

ପ୍ରତ୍ୟେକ ଘରେ ଗଛଟିଏ ଅଭିଯାନର ଶୁଭାରମ୍ଭ

କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲ୍ଲାର ତୁରେକେଲା ବ୍ଳକ ଓ କଣ୍ଟାବାଞ୍ଜି ବିଜ୍ଞାପିତ ଅଞ୍ଚଳରେ ଜୁଲାଇ ପହିଲାରୁ ବନ ମହୋତ୍ସବ ପାଳନ ଅବସରରେ ବିଭିନ୍ନ ଅନୁଷ୍ଠାନ, ସମାଜସେବୀ, ପ୍ରକୃତିପ୍ରେମୀ, ବନ ଵିଭାଗ ତରଫରୁ ବିଭିନ୍ନ…
Read More...

ବିଦ୍ୟାଳୟର ଉନ୍ନତିକରଣ କାର୍ଯ୍ୟ ବୁଲି ଦେଖିଲେ ପୁରାତନ ଛାତ୍ର

ରାମନାଗୁଡା : ରାଜ୍ୟ ସରକାରଙ୍କ ୫ଟି ଅନ୍ତର୍ଗତ ମୋ ସ୍କୁଲ ଅଭିଯାନ ଜରିଆରେ ରାମନାଗୁଡା ସରକାରୀ ଉଚ୍ଚ ବିଦ୍ୟାଳୟ ସାମିଲ ହୋଇଥିବାବେଳେ ଏହି ବିଦ୍ୟାଳୟର ନବୀକରଣ ହେବାକୁ ଯାଉଛି। ଆଜି ପୁରାତନ ଛାତ୍ରମାନେ ଏକାଠି…
Read More...

ଉତ୍ତର ପ୍ରଦେଶରେ୧୬ ଅଗଷ୍ଟରୁ ଖୋଲିବ ବିଦ୍ୟାଳୟ

ଲକ୍ଷ୍ନୌ : ଉତ୍ତର ପ୍ରଦେଶରେ ୫୦% ଉପସ୍ଥିତିରେ ବିଦ୍ୟାଳୟ ଖୋଲିବା ପାଇଁ ନିଷ୍ପତ୍ତି ହୋଇଛି । କୋଭିଡ -୧୯ ଗାଇଡଲାଇନ ସହ ୧୬ ଅଗଷ୍ଟରୁ ବିଦ୍ୟାଳୟ ଖୋଲାଯିବ । ଏନେଇ ମୁଖ୍ୟମନ୍ତ୍ରୀ ଯୋଗି ଆଦିତ୍ୟନାଥଙ୍କ ସହ ବୈଠକରେ…
Read More...

ଅତ୍ୟଧିକ ମିଠା ସେବନ କରୁଥିଲେ ସାବଧାନ

ସାରା ଦୁନିଆରେ ଏପରି ଅନେକ ଲୋକ ରହିଛନ୍ତି, ଯାହାଙ୍କୁ ମିଠା ଖାଇବା ଖୁବ ପସନ୍ଦ । ବିଶେଷ କରି ଭାରତୀୟମାନେ କିଛି କିଛି ପ୍ରକାରେ ମିଠା ନିଶ୍ଚୟ ଖାଇଥାଆନ୍ତି । ତାହା ଚା’ ହେଉ ଅଥବା ଚକୋଲେଟ । ଯେଉଁମାନଙ୍କୁ ମିଠା…
Read More...

ଦିନ ୧୨ଟା – ମୁଖ୍ୟ ଖବର

ଅଲିମ୍ପିକରେ ସେମି ପ୍ରବେଶ ପରେ ମହିଳା ହକି ଦଳଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ; ମହିଳା ହକି ଦଳ ବିଜୟ ଅଭିଯାନ ବଜାୟ ରଖୁ ଓ ଦେଶର ସମ୍ମାନ ବଜାୟ ରଖୁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି…
Read More...

ପର୍ଯ୍ୟଟକଙ୍କ ପାଇଁ ଆଜି ଠାରୁ ଖୋଲିଲା କୋଣାର୍କ

କୋଣାର୍କ : ରାଜ୍ୟରେ ଧିରେ ଧିରେ ଅନଲକ ପ୍ରକ୍ରିୟା ଆରମ୍ଭ ହୋଇଥିବା ସହ ସମସ୍ତ ସ୍ଥାନରେ କୋଭିଡ଼ ନିୟମକୁ କଡାକଡି ଭବେ ପାଳନ କରିବାକୁ ଗାଇଡଲାଇନ ଜାରି କରାଯାଇଛି । ପର୍ଯ୍ୟଟନସ୍ଥଳୀ ମଧ୍ୟ ଧିରେ ଧିରେ ଖୋଲାଯାଉଛି । ଏହା…
Read More...

ଦିନ ୧୧ଟା – ମୁଖ୍ୟ ଖବର

ଅଲିମ୍ପିକ୍ସ ମହିଳା ହକି ସେମିଫାଇନାଲରେ ଭାରତ ଅଷ୍ଟ୍ରେଲିଆକୁ ୧-୦ ରେ ପରାସ୍ତ କଲା ଭାରତ ଭାରତ ପକ୍ଷରୁ ଗୁରୁଜିତ୍ କୌର ଗୋଲ ସ୍କୋର କରିଛନ୍ତି ପୁଣି ନିରାଶ କଲେ ଦୂତୀ ଦେଶରେ ଗୋଟିଏ ଦିନରେ ୪୦,୧୩୪ ଜଣ…
Read More...

ଦୁର୍ଘଟଣାରେ ଯୁବକଙ୍କ ମୃତ୍ୟୁ

ଟିଟିଲାଗଡ଼ :  ସୋମବାର ସକାଳୁ ବେଲଗାଁ ଟିଟିଲାଗଡ଼ ଜାତୀୟ ରାଜପଥରେ ଝାରଦେବନ୍ଧ ଜଙ୍ଗଲ ନିକଟରେ ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ଶୋଚନୀୟ ମୃତ୍ୟୁ ଘଟିଛି । ଏକ ସ୍କୁଟିରେ ଆସୁଥିବା ଯୁବକ ଜଣକ ଭାରସାମ୍ୟ ହରାଇ ବୁଲାଣିରେ…
Read More...

ସୁବର୍ଣ୍ଣରେଖା ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି

ବାଲେଶ୍ୱର : ଝାଡଖଣ୍ଡ ଓ ପଶ୍ଚିମବଙ୍ଗ ଅଂଚଳରେ ପ୍ରବଳ ବର୍ଷା ହେବାରୁ ସୁବର୍ଣ୍ଣରେଖା ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି ।  ନଦୀର ଗାଲୁଡ଼ିହ ବ୍ୟାରେଜ ରୁ ମିନିଟ ପ୍ରତି ୩ ଲକ୍ଷ କ୍ୟୁସେକ୍ ରୁ ଅଧିକ ବର୍ଷା ପାଣି…
Read More...

ଅବସର ପ୍ରାପ୍ତ ଶିକ୍ଷକ ତଥା ଜିଲ୍ଲା ପରିଷଦ ସଦସ୍ୟ ଡଙ୍ଗ୍ରୀ ସାରଙ୍କ ବିୟୋଗ

ଲକ୍ଷ୍ମୀପୁର : ଅବସର ପ୍ରାପ୍ତ ଶିକ୍ଷକ ତଥା କୋରାପୁଟ ଜିଲା ଲକ୍ଷ୍ମୀପୁର ବ୍ଲକ  ଜୋନ (୨)ର ଜିଲ୍ଲା ପରିଷଦ ସଦସ୍ୟ ପ୍ରେମଚନ୍ଦ୍ର ଡଙ୍ଗ୍ରୀ ଯେ କି ଲକ୍ଷ୍ମୀପୁର ଅଞ୍ଚଳରେ ଡଙ୍ଗ୍ରୀ ସାର ଭାବେ ପରିଚିତ ତାଙ୍କର ୮୦ ବର୍ଷ…
Read More...

ସବୁଜ ବାହିନୀର ନୂଆ ପ୍ରୟାସ ; ଗଛ ସହ ମିତ୍ରତା

ବ୍ରହ୍ମପୁର: ଅଗଷ୍ଟ ମାସର ପ୍ରଥମ ରବିବାର ହେଉଛି ବିଶ୍ଵ ବନ୍ଧୁତା ଦିବସ । ଏହି ଦିବସ ଉପଲକ୍ଷେ ବ୍ରହ୍ମପୁର ସବୁଜ ବାହିନୀ ପକ୍ଷରୁ ସୁକୁଣ୍ଡା ଗ୍ରାମ ନିକଟସ୍ଥ ଶତାୟୁ ବର୍ଷର ବଟ ଓ ଅଶ୍ଵସ୍ତ ବୃକ୍ଷକୁ ବନ୍ଧୁରୁପେ ଗ୍ରହଣ…
Read More...

ତ୍ୱଚା ପାଇଁ ବିଶେଷ ଉପାୟ ; ଆପଣେଇଲେ ହେବେ ଲାଭବାନ

ଗୋଲାପର ପାଖୁଡ଼ାକୁ ଖରାରେ ଭଲ ଭାବେ ଶୁଖାଇ ଏହାକୁ ଗୁଣ୍ଡ କରି ମୁଲତାନି ମାଟି ସହ ମିଶାଇ ମୁହଁରେ ଲଗାଇଲେ ଏହା ମୁହଁର ସମସ୍ତ ଦାଗକୁ ଦୂର କରିବା ସହ ତ୍ୱଚାକୁ ଗୋରା ମଧ୍ୟ କରିଥାଏ। ଥକାପଣ ଦୂର କରେ – ବହୁ ସମୟରେ…
Read More...

ଦିଲ୍ଲୀ ଏନସିଆରରେ ବର୍ଷା ; ଅନେକ ସ୍ଥାନ ଜଳାର୍ଣ୍ଣବ

ନୂଆଦିଲ୍ଲୀ : ଦିଲ୍ଲୀ ଏନସିଆର ଅନେକ ସ୍ଥାନରେ ଗତକାଲି ବିଳମ୍ବିତ ରାତିରୁ ବର୍ଷା ହେବା କାରଣରୁ ବିଭିନ୍ନ ସ୍ଥାନ ଜଳମଗ୍ନ ହେବା ସମସ୍ୟା ସୃଷ୍ଟି ହୋଇଛି। ଏହାସହ ଯମୁନା ନଦୀରେ ପୂର୍ବରୁ ଜଳସ୍ତର ବିପଦ ସଙ୍କେତ ଥିବା…
Read More...

ବିଦ୍ୟୁତ ଆଘାତରେ ସାମାଜିକ କର୍ମୀଙ୍କ ବିୟୋଗ

କଣ୍ଟାମାଳ: ଆଜି ସକାଳୁ ନିଜ ବିଲକୁ କାମ କରି ଯାଇଥିବା ବେଳେ ବିଦ୍ୟୁତ ଆଘାତରେ ସାମାଜିକ କର୍ମୀ ଅମେଲ ରଣାଙ୍କ ଅକାଳ ମୃତ୍ୟୁ ହୋଇଥିବା ଜଣାଯାଇଛି। ବୌଦ୍ଧ ଜିଲ୍ଲା କଣ୍ଟାମାଳବ୍ଳକ ତେତେଲଖୁଣ୍ଟି ଗ୍ରାମର ଅମେଲ (୪୦ବର୍ଷ)…
Read More...

ଖଲ୍ଲିକୋଟ ଏକକ ବିଶ୍ୱବିଦ୍ୟାଳୟ ଉଦଘାଟିତ

ବ୍ରହ୍ମପୁର: ବ୍ରହ୍ମପୁରସ୍ଥିତ ଖଲ୍ଲିକୋଟ ସ୍ବୟଂ ଶାସିତ ମହାବିଦ୍ୟାଳୟ ହେଲା ଏକକ ବିଶ୍ୱବିଦ୍ୟାଳୟ । ଉଚ୍ଚଶିକ୍ଷା ବିଭାଗର ପ୍ରମୁଖ ସଚିବ ଶାଶ୍ୱତ ମିଶ୍ର ଆଜି ଆନୁଷ୍ଠାନିକ ଭାବେ ଏହା ଘୋଷଣା କରିଛନ୍ତି ।…
Read More...

ବିଶ୍ୱ ବନ୍ଧୁତ୍ୱ ଦିବସ

ଅଗଷ୍ଟମାସର ପ୍ରଥମ ରବିବାର ହେଉଛି ବିଶ୍ୱ ବନ୍ଧୁତ୍ୱ ଦିବସ (ଫ୍ରେଣ୍ଡସିଫ୍ ଡେ) ।  ପ୍ରକୃତରେ ବନ୍ଧୁର ଭୂମିକା ଅନ୍ୟ ମାନଙ୍କ ଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ। ମାତ୍ର ଆପଣ ହୁଏତ ଜାଣି ନଥିବେ ବନ୍ଧୁତ୍ୱ ଦିବସ ଅଗଷ୍ଟ ମାସର…
Read More...

ଦିନ ୧୨ଟା – ମୁଖ୍ୟ ଖବର

ଦେଶରେ ଦିନକରେ ଆଉ ୪୧,୮୩୧ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ମୋଟ ପଜିଟିଭ ସଂଖ୍ୟା ୩,୧୬,୫୫,୮୨୪କୁ ବୃଦ୍ଧି ଚିକିତ୍ସାଧୀନ ଅବସ୍ଥାରେ ଆଉ ୫୪୧ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା…
Read More...

ଦେଶରେ ନୂଆ ସଂକ୍ରମିତ ୪୧,୮୩୧ ; ମୃତ ୫୪୧

ନୂଆଦିଲ୍ଲୀ : ଦେଶରେ ଦିନକରେ ଆଉ ୪୧,୮୩୧ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାସହ ମୋଟ ପଜିଟିଭ ସଂଖ୍ୟା ୩,୧୬,୫୫,୮୨୪କୁ ବୃଦ୍ଧି ପାଇଛି। ଚିକିତ୍ସାଧୀନ ଅବସ୍ଥାରେ ଆଉ ୫୪୧ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା…
Read More...

ଦିନ ୧୦ଟା – ମୁଖ୍ୟ ଖବର

ରାଜ୍ୟରେ ଆଉ ନୂଆ ସଂକ୍ରମିତ ୧୪୩୭ ; ସଙ୍ଗରୋଧରୁ ୮୩୨, ସ୍ଥାନୀୟ ୬୦୫, ଖୋର୍ଦ୍ଧାରୁ ସର୍ବାଧିକ ୪୦୯ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯,୭୮,୭୦୫କୁ ବୃଦ୍ଧି ୯,୫୬,୮୨୮ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ୧୫,୮୫୮ ସକ୍ରିୟ…
Read More...

ରାଜ୍ୟରେ ଆଉ ୬୪ ଆକ୍ରାନ୍ତ ମୃତ ; ମୋଟ ମୃତ୍ୟୁ ସଂଖ୍ୟା ୫୯୬୬

ଭୁବନେଶ୍ୱର : ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ଦୈନିକ କିଛି ଦିନ ହେବ ୬୦ ଅତିକ୍ରମ କରୁଛି। ୨୪ ଘଣ୍ଟାରେ ଚିକିତ୍ସାଧୀନ ଅବସ୍ଥାରେ ଆଉ ୬୪ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ମୋଟ ମୃତ୍ୟୁ ସଂଖ୍ୟା ୫୯୬୬ରେ…
Read More...

ରାଜ୍ୟରେ ଆଉ ନୂଆ ସଂକ୍ରମିତ ୧୪୩୭

ଭୁବନେଶ୍ୱର : ରାଜ୍ୟରେ ଦୈନିକ ସଂକ୍ରମଣ ୧୫ ଶହ ତଳକୁ ଖସିଛି। ୨୪ ଘଣ୍ଟାରେ ଆଉ ୧୪୩୭ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ସଙ୍ଗରୋଧରୁ ୮୩୨, ସ୍ଥାନୀୟ ୬୦୫ । ମୋଟ ଆକ୍ରାନ୍ତଙ୍କ ସଂଖ୍ୟା…
Read More...

ସୁସ୍ଥ ରହିବା ପାଇଁ ନିୟମିତ ଆପଣାନ୍ତୁ ଏହି ଉପାୟ

ସକାଳେ ଉଠି ସର୍ବପ୍ରଥମେ ଏକ କପ ସତେଜ ପୁଦିନାପତ୍ରର ଚା’ ପିଅନ୍ତୁ। ଏହା ସ୍ୱାସ୍ଥ୍ୟ ପାଇଁ ବେଶ ଲାଭଦାୟକ। ଏହା ପାଚତନ୍ତ୍ର ଓ ରୋଗ ପ୍ରତିରୋଧକ କ୍ଷମତାକୁ ସଠିକ ରଖିଥାଏ। ଏହାକୁ ସେବନ କରିବା ଦ୍ୱାରା ଦିନଯାକ ସତେଜ…
Read More...

ଅଗଷ୍ଟ ମାସର ଗାଇଡଲାଇନ

ଭୁବନେଶ୍ୱର : ଆଜି ଅଗଷ୍ଟ ମାସର ଗାଇଡଲାଇନ ନେଇ ଏସଆରସି ଘୋଷଣା କରିଛନ୍ତି। ଅଗଷ୍ଟ ୧ ରୁ ସେପ୍ଟେମ୍ବର ପହିଲା ଯାଏଁ ଏହା ବଳବତ୍ତର ରହିବ। ୨୭ ଜିଲାରେ ସଂକ୍ରମଣ ହାର ନଗଣ୍ୟ ଅଛି । ଭୁବନେଶ୍ୱର,ପୁରୀ କଟକରେ ସପ୍ତାହନ୍ତ…
Read More...

ଦୁନିଆର ସବୁଠାରୁ ମହଙ୍ଗା ଆଇସକ୍ରୀମ : ମୂଲ୍ୟ ଏକ ଭରି ସୁନା ଠାରୁ ଅଧିକ

ବୟସ୍କ ହୁଅନ୍ତୁ ଅଥବା ଶିଶୁ ସଭିଁଙ୍କୁ ଆଇସକ୍ରିମ ଖାଇବା ବେଶ ପସନ୍ଦ। ଏହାସହ ଅନ୍ୟାନ୍ୟ ବହୁ ଦାମୀ ଜିନିଷ ଖାଇବାର ମଧ୍ୟ ଅନେକଙ୍କର ସଉକ। ଆପଣ ମଧ୍ୟ ଅନେକ ଦାମୀ ଜିନିଷ ଖାଇଥିବେ। ମାତ୍ର ଦୁନିଆର ସବୁଠାରୁ ମହଙ୍ଗା…
Read More...

କଳାହାଣ୍ଡି ଗସ୍ତରେ ୫ଟି ସଚିବ

କଳାହାଣ୍ଡି : ଆଜି କଳାହାଣ୍ଡି ଜିଲା ଗସ୍ତରେ ୫ଟି ସଚିବ ଭି.କେ ପାଣ୍ଡିଆନ। ତାଙ୍କ ସହିତ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର , ମିଶନ ଶକ୍ତି ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ ଓ ବିଭିନ୍ନ ବିଭାଗର ସଚିବ ମାନେ…
Read More...

କାଠ ପୋଲ ଚଢି ଉପାନ୍ତ ଗାଁକୁ ପହଞ୍ଚିଲେ ମନ୍ତ୍ରୀ

ଟିଟିଲାଗଡ଼ : କାଠ ପୋଲ ଚଢି ଉପାନ୍ତ ଗାଁକୁ ପହଞ୍ଚିଲେ ମନ୍ତ୍ରୀ । ବଲାଙ୍ଗୀର ଜିଲା ଟିଟିଲାଗଡ଼ ବ୍ଲକ ଅନ୍ତର୍ଗତ ଦୁର୍ଗମ ଅରଣ୍ୟ ମଧ୍ୟରେ ରହିଥିବା ଉପାନ୍ତ ଗାଁ କୁଟରାକେନ ଗ୍ରାମକୁ ଶନିବାର ରାଜ୍ୟ ମହିଳା ଓ ଶିଶୁ…
Read More...

ହିମାଚଳପ୍ରଦେଶ ; ଭୂସ୍ଖଳନ ପାଇଁ ଚଣ୍ଡିଗଡ –ମନାଲୀ ଜାତୀୟ ରାଜପଥ ବନ୍ଦ

ଶିମଲା : ହିମାଚଳପ୍ରଦେଶରେ ବର୍ଷା ଓ ଭୂସ୍ଖଳନର କାୟା ରହିଛି। ରାଜ୍ୟରେ ଭୂସ୍ଖଳନ କାରଣରୁ ଅନେକ ସ୍ଥାନରେ ରାସ୍ତାଘାଟ ବନ୍ଦ ରହିଛି। ମଣ୍ଡି ଜିଲାରେ ଚଣ୍ଡିଗଡ –ମନାଲୀ ଜାତୀୟ ରାଜପଥ (ରାଷ୍ଟ୍ରୀୟ ରାଜରାସ୍ତା-୩ ) ବନ୍ଦ…
Read More...

ଦିନ ୧୨ଟା – ମୁଖ୍ୟ ଖବର

ସୀମା ଆରପଟେ ୩୦୦ ଆତଙ୍କବାଦୀ; ୧୪ ଲଞ୍ଚ ପ୍ୟାଡ ଠାବ ‘ମାଇଁ ଲର୍ଡ’ ସମ୍ବୋଧନ ନକରିବାକୁ ଆଇନଜୀବୀଙ୍କୁ ହାଇକୋର୍ଟ ବିଚାରପତିଙ୍କ ପରାମର୍ଶ ପଞ୍ଜାବ ସୀମାନ୍ତରେ ଦୁଇ ପାକିସ୍ତାନ ଅନୁପ୍ରବେଶକାରୀଙ୍କୁ ଗୁଳିକଲେ…
Read More...

ଇନ୍ଦ୍ରାବତୀ ଲିଫ୍ଟ ମେଗା କେନାଲ ବନ୍ଧରେ ଘାଇ ; ଶହଶହ ହେକ୍ଟର ଚାଷ ଜମି ଜଳମଗ୍ନ

କୋକସରା : ବହୁ ପ୍ରତିକ୍ଷିତ ଇନ୍ଦ୍ରାବତୀ ଉଠାଜଳସେଚନ କେନାଲ ବନ୍ଧ ଭାଙ୍ଗିଯିବାରୁ ଘାଇ ସୃଷ୍ଟି ହେଇଛି। ବିଳମ୍ବିତ ରାତିରେ କୋକସରା ବ୍ଲକ ମାଝୀଗୁଡା ନିକଟରେ ୧୦ ଫୁଟରୁ ଉର୍ଦ୍ଧ ଘାଇ ସୃଷ୍ଟି ହେଇଛି । ଫଳରେ ଶହ ଶହ…
Read More...

ଶ୍ରାବଣ ଶନିବାର : ଉତ୍ତମ ସ୍ବାସ୍ଥ୍ୟ ନିମନ୍ତେ ପୋଷାକ ଏବଂ ଔଷଧ ଦାନ କରନ୍ତୁ

ଶ୍ରାବଣ ମାସର ପ୍ରତ୍ୟେକ ଶନିବାରର ଖୁବ ବିଶେଷତ୍ୱ ରହିଛି। ଶ୍ରାବଣ ମାସ ଶନିବାର ଦିନ ଦାନ କରିବା ଦ୍ବାରା ଶନିଦେବଙ୍କ ବିଶେଷ କୃପା ଲାଭ ହୋଇଥାଏ ବୋଲି ମାନ୍ୟତା ରହିଛି । ତେବେ ଆସନ୍ତୁ ଜାଣିବା କେଉଁ ଜିନିଷ ଦାନ କରିବା…
Read More...

ଦିନ ୧୦ଟା – ମୁଖ୍ୟ ଖବର

ପୁଲୱାମାରେ ୨ ଆତଙ୍କି ନିହତ; ତଲାସି ଅଭିଯାନ ଜାରି ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୪୧,୬୪୯ ଜଣ ନୂଆ କୋଭିଡ ସଂକ୍ରମିତ ଚିହ୍ନଟ ଦିନକରେ ୩୭.୨୯୧ ଜଣ କରୋନା ରୋଗୀ ସୁସ୍ଥ ଦେଶରେ ଶୁକ୍ରବାର ସଂଧ୍ୟା ସୁଦ୍ଧା ମୋଟ…
Read More...

ଏହି ଜିନିଷ ଘରେ ରଖିବା ଦ୍ବାରା ଶୋଭା ବୃଦ୍ଧି ପାଇବା ସହ ଜୀବନରେ ହୋଇଥାଏ ଉନ୍ନତି

ବାସ୍ତୁଶାସ୍ତ୍ର ଅନୁସାରେ କିଛି ଦ୍ରବ୍ୟ ଏପରି ରହିଛି ଯାହାକୁ ଘରେ ରଖିବା ଦ୍ବାରା ତାର ଶୋଭା ବୃଦ୍ଧି ପାଇବା ସହ ଜୀବନରେ ଉନ୍ନତି ହୋଇଥାଏ। ଏହାସହ ଘରେ ଶାନ୍ତି ଓ ସମୃଦ୍ଧି ରହିଥାଏ। କୁହାଯାଇଛି ଯେ, ବାସ୍ତୁଶାସ୍ତ୍ରରେ…
Read More...

ମହାରାଷ୍ଟ୍ର ; ମଲ୍‌ , ମଲ୍ଟିପ୍ଲେକ୍ସ ଓ ରେସ୍ତୋରାଁ ଖୋଲାଯିବା ନେଇ ପ୍ରସ୍ତୁତି

ମୁମ୍ବଇ : ମହାରାଷ୍ଟ୍ରରେ କରୋନା ସଂକ୍ରମଣ ଧିରେ ଧିରେ ହ୍ରାସ ପାଉଥିବା ଦେଖାଯାଉଛି । ଏହା ମଧ୍ୟରେ ରାଜ୍ୟରେ ମଲ୍‌ , ମଲ୍ଟିପ୍ଲେକ୍ସ ଓ ରେସ୍ତୋରାଁ ୫୦ ପ୍ରତିଶତ କ୍ଷମତାରେ ଖୋଲିବା ପାଇଁ ପ୍ରସ୍ତୁତି କରାଯାଉଛି ।…
Read More...

ପିପିଲି ବ୍ଲକର ୩୦ ପରୀକ୍ଷାର୍ଥୀ ଦଶମ ପରୀକ୍ଷା ଦେଲେ

ପିପିଲି : ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ୱାରା ପରିଚାଳିତ ଦଶମ ଶ୍ରେଣୀ ଶ୍ରେଣୀଗୃହ (ଅଫ୍‌ଲାଇନ) ପରୀକ୍ଷା ଶୁକ୍ରବାର ଠାରୁ ଆରମ୍ଭ ହୋଇଥିବା ବେଳେ ପିପିଲି ବ୍ଲକର ଫର୍ମପୂରଣ କରିଥିବା ୩୩ଜଣ ପରୀକ୍ଷାର୍ଥୀଙ୍କ…
Read More...

ଷ୍ଟାଫ ସିଲେକ୍ସନ କମିସନ ସଦସ୍ୟଙ୍କ ପିଏସ୍‌ ଙ୍କ ଘରେ ଭିଜିଲାନ୍ସ ଚଢାଉ

ଭୁବନେଶ୍ୱର : ଆଜି ଷ୍ଟାଫ ସିଲେକ୍ସନ କମିସନ ସଦସ୍ୟଙ୍କ ପିଏସ୍‌ ଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯାଇଛି । ପିଏସ୍‌ ବିରଞ୍ଚି ସାହୁଙ୍କ ଘରେ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ କରାଯାଇଛି । ମୋଟ ୬ଟି…
Read More...

୧ କୋଟି ଟଙ୍କାର ବ୍ରାଉନସୁଗାର ଜବତ

ଭୁବନେଶ୍ୱର : କ୍ରାଇମବ୍ରାଞ୍ଚ ଏସଟିଏଫ ଟିମକୁ ମିଳିଛି ବଡ ସଫଳତା । ଆଜି ପିପିଲି-ନିମାପଡା ଓଭର ବ୍ରିଜ ଉପରେ ଡିଲ ସମୟରେ ଏସଟିଏଫ ଟିମ ହାତରେ ଧରାପଡିଛି ବ୍ରାଉନସୁଗାର ଡିଲର । ଏହାସହ ୧ କେଜି ୪୮ ଗ୍ରାମର ବ୍ରାଉନସୁଗାର…
Read More...

୬୩,୩୦୩ ପ୍ରାଥମିକ ଶିକ୍ଷକ ପାଇବେ ପଦୋନ୍ନତି

ଭୁବନେଶ୍ୱର :  ୬୩,୩୦୩ ପ୍ରାଥମିକ ଶିକ୍ଷକ ପାଇବେ ପଦୋନ୍ନତି । ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି । ଗୁଣାତ୍ମକ ଶିକ୍ଷା କାର୍ଯ୍ୟକ୍ରମ ର ସଫଳତା ରେ ସହଯୋଗ ଲୋଡିଛନ୍ତି ମୁଖ୍ୟମନ୍ତ୍ରୀ ।…
Read More...

ଦିନ ୧୨ଟା – ମୁଖ୍ୟ ଖବର

ଆଜି ସିବିଏସଇ ଦ୍ୱାଦଶ ପରୀକ୍ଷା ଫଳ ; ଦିନ ୨ଟାରେ ପ୍ରକାଶ ପାଇବ ପରୀକ୍ଷାଫଳ ; ଅପେକ୍ଷାରେ ୧୬ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ;   cbseresult.nic.in ରେ ଉପଲବ୍ଧ ହେବ ପରୀକ୍ଷାଫଳ  ଆଜି ଠାରୁ ଆରମ୍ଭ ହୋଇସାରିଛି…
Read More...

ଅଲୋଡ଼ା ହୋଇଛନ୍ତି ଅପହଞ୍ଚର ‘ହରି’

କୋରାପୁଟ : ମହାତ୍ମାଙ୍କ ‘ଏକଲା ଚଲୋ’ ନୀତିରେ ନୟାଗଡ଼ ଜିଲା ଓଡ଼ଗାଁ ।   ବ୍ଲକ ବାଣ୍ଠପୁର ପଞ୍ଚାୟତର ଅପହଞ୍ଚ ତୁଲୁବିର ହରି ପ୍ରଧାନ ରାସ୍ତା କରିବାକୁ ବଜ୍ର ଶପଥ ନେଇଥିଲେ । ପାହାଡ଼ ମଥାନରେ ଜଙ୍ଗଲ ଘେରା ଅଞ୍ଚଳରେ…
Read More...

ଦେଶରେ ନୂଆ ସଂକ୍ରମିତ ୪୪,୨୩୦ ; ଆରୋଗ୍ୟ ହାର ୯୭.୩୮

ନୂଆଦିଲ୍ଲୀ : ଦେଶରେ ଦୈନିକ ସଂକ୍ରମଣ ପୁଣି ୪୪ ହଜାର ଅତିକ୍ରମ କରିଛି । ୨୪ ଘଣ୍ଟାରେ ଆଉ ୪୪ ହଜାର ୨୩୦ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାସହ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩,୧୫,୭୨,୩୪୪କୁ ବୃଦ୍ଧି ପାଇଛି…
Read More...

ଦିନ ୧୦ଟା – ମୁଖ୍ୟ ଖବର

ନୂଆଦିଲ୍ଲୀ : ଦେଶରେ ୨୪ ଘଣ୍ଟାରେ ଆଉ ୪୪ ହଜାର ୨୩୦ ନୂଆ କରୋନା ସଂକ୍ରମିତ ଚିହ୍ନଟ ; ୫୫୫ ମୃତ ମୋଟ କରୋନା ସଂକ୍ରମିତ ୩,୧୫,୭୨,୩୪୪ ମୋଟ ମୃତ୍ୟୁ  ସଂଖ୍ୟା ୪,୨୩,୨୧୭ ଦିନକରେ ୪୨,୩୬୦ ସୁସ୍ଥ …
Read More...

ଘନ କେଶର ରହସ୍ୟ ; ଘିକୁଆଁରୀ,ରସୁଣ

ସୁସ୍ଥ କେଶ ପାଇଁ ଘିକୁଆଁରୀ ଓ ମହୁର ବ୍ୟବହାର କରିପାରିବା। ଏହା ଆପଣଙ୍କ କେଶକୁ ସୁସ୍ଥ ରଖିବା ସହ ପୋଷଣ ଯୋଗାଇଥାଏ। ଘିକୁଆଁରୀ ଓ ମହୁରେ ଥିବା ପୋଷକ ତତ୍ତ୍ବ ରକ୍ତସ୍ତରକୁ ଠିକ ରଖିଥାଏ। ଏହାଦ୍ବାରା କେଶ ଠିକ ଭାବେ…
Read More...

ମାନବ ଅଧିକାର ସୁରକ୍ଷା ସଂଗଠନ ତରଫରୁ ବିଭିନ୍ନ କାର୍ଯ୍ୟାଳୟର କର୍ମଚାରୀମାନଙ୍କୁ ସମ୍ବର୍ଦ୍ଧିତ

ବେଗୁନିଆ : ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ ସଦର ମହକୁମାରେ କାର୍ଯ୍ୟ କରୁଥିବା ମାନବ ଅଧିକାର ସୁରକ୍ଷା ସଂଗଠନ ତରଫରୁ ଆଜି ବିଭିନ୍ନ କାର୍ଯ୍ୟାଳୟର କର୍ମଚାରୀମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିବାବେଳେ ବେଗୁନିଆ…
Read More...

ଯୁବ ବିଜୁଜନତା ଦଳ ଜିଲ୍ଲା ସମ୍ପାଦକ ଶାନ୍ତନୁ ବିଭାର ଙ୍କର ରକ୍ତଦାନ ସଂଖ୍ୟା ୪୦ ଛୁଇଁଲା

କଣ୍ଟାବାଞ୍ଜି : ବିଜେଡି ଦଳର ସକ୍ରିୟ ସଦସ୍ୟ ତଥା ଯୁବ ବିଜେଡି ଜିଲ୍ଲା ସମ୍ପାଦକ ଶାନ୍ତନୁ ବିଭାର ବିଜୁ ପଟ୍ଟନାୟକ ରକ୍ତ ଭଣ୍ଡାର ଠାରେ  ରକ୍ତଦାନ କରିଛନ୍ତି । କର୍ଲାବାହାଲି ଗ୍ରାମର ଜଣେ ଅସହାୟ ରୋଗୀ ସତ୍ୟ ନାଗ ଯାଦବ…
Read More...

ବିଚକ୍ଷଣ ଶିଶୁ ; ୨୩ ମିନିଟ ୪୮ ସେକେଣ୍ଡରେ ୨୭ଟି ପୁସ୍ତକ ପଢି ସୃଷ୍ଟି କଲେ ରେକର୍ଡ

ପଞ୍ଜାବ : ଗୋଟିଏ ପ୍ରସିଦ୍ଧ ଲୋକ କଥା ରହିଛି, ବୟସ କେବଳ ଗୋଟିଏ ସଂଖ୍ୟା । ଏହାକୁ ବାସ୍ତବରେ ପରିଣତ କରି ଦେଖାଇଛନ୍ତି, ଲୁଧିୟାନାର ବାସିନ୍ଦା ସାଢେ ୩ ବର୍ଷୀୟ କୁନୱର ପ୍ରତାପ ସିଂହ । କୁନୱରଙ୍କ ନାମ ଇଣ୍ଡିଆ ବୁକ୍‌…
Read More...

ଆଇଏଏସ ସ୍ତରରେ ଅଦଳବଦଳ ; ଅଶୋକ ମିନା ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ପ୍ରମୁଖ ସଚିବ

ଭୁବନେଶ୍ୱର : ଆଜି ରାଜ୍ୟ ସରକାର ଆଇଏଏସ ସ୍ତରରେ ଅଦଳବଦଳ କରିଛନ୍ତି । ଆଇଏଏସ ଅଶୋକ ମିନାଙ୍କୁ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ପ୍ରମୁଖ ସଚିବ ଭାବେ ନିଯୁକ୍ତି ଦିଆଯାଇଛି । ସେ ଅର୍ଥ ବିଭାଗର ପ୍ରମୁଖ ସଚିବ ଭାବେ…
Read More...

ଦିନ ୧ଟା – ମୁଖ୍ୟ ଖବର

ଝାଡଖଣ୍ଡରେ ଗାଡି ଧକ୍କା କରି ଅତିରିକ୍ତ ଜିଲା ଜଜ୍‍ଙ୍କୁ ହତ୍ୟା; ଅଟୋ ଡ୍ରାଇଭର ଓ ସହଯୋଗୀ ଗିରଫ କେରଳରେ ୩୧ ଜୁଲାଇ ଓ ଅଗଷ୍ଟ ୧ ସମ୍ପୂର୍ଣ୍ଣ ତାଲାବନ୍ଦ ; ୨୪ ଘଣ୍ଟାରେ ସଂକ୍ରମଣ ୨୨ ହଜାର ପାର ତାଲିବାନ…
Read More...

୬୫ କେଜି ଗଞ୍ଜେଇ ସହ ଅଟୋ ଜବତ ; ଅଭିଯୁକ୍ତ ଫେରାର

ମୋହନା : ଗଜପତି ଜିଲ୍ଲା ଅଡ଼ବା ଥାନା ପୁଲିସ ଏସଆଇ ରବିନ୍ଦ୍ର କୁମାର ପାତ୍ର ଓ କର୍ମଚାରୀ ମାନେ ରାଇପଙ୍କା ଅଞ୍ଚଳରେ ପାଟ୍ରୋଲିଂ କରୁଥିବା ବେଳେ ମାଣ୍ଡିମେରା ପଞ୍ଚାୟତ ଅଧିନ ଜାଙ୍ଗୁଡ଼ି ଠାରେ ପୁଲିସ ଗାଡିକୁ ଦେଖି ଏକ…
Read More...

କେରଳରେ ୩୧ ଜୁଲାଇ ଓ ଅଗଷ୍ଟ ୧ ସମ୍ପୂର୍ଣ୍ଣ ତାଲାବନ୍ଦ

ତିରୁବନନ୍ତପୁରମ : କରୋନା ମହାମାରୀର ବିପଦ ଜାରି ରହିଥିବା ବେଳେ କେରଳରେ ପୁଣି କରୋନା ସଂକ୍ରମଣ ବୃଦ୍ଧିକୁ ଲକ୍ଷ୍ୟ କରି ଏହାକୁ କାବୁ କରିବାକୁ ସରକାର ୩୧ ଜୁଲାଇ ଓ ଅଗଷ୍ଟ ୧କୁ ରାଜ୍ୟରେ ସମ୍ପୂର୍ଣ୍ଣ ତାଲାବନ୍ଦ ଘୋଷଣା…
Read More...

ମହାପ୍ରଭୁଙ୍କ ପାଇଁ ସ୍ୱର୍ଣ୍ଣ ଜିଭଛେଲା

ପୁରୀ : ମହାପ୍ରଭୁ ଜଗନ୍ନାଥଙ୍କୁ ଜଣେ ଶ୍ରଦ୍ଧାଳୁ ସୁନାର ଜିଭଛେଲା ଦାନ କରିଛନ୍ତି । ପ୍ରଭୁଙ୍କ ପାଇଁ ୩ଟି ସୁବର୍ଣ୍ଣ ଜିଭଛେଲା ଦାନ କରିଛନ୍ତି ।  ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଓ ବରିଷ୍ଠ ସେବାୟତଙ୍କ ଉପସ୍ଥିତିରେ ସେ…
Read More...

ଦିନ ୧୧ଟା – ମୁଖ୍ୟ ଖବର

ରାଜ୍ୟରେ ଗତ ୨୪ ଘଣ୍ଟାରେ ୬୫ ଜଣ କରୋନା ସଂକ୍ରମିତଙ୍କର ମୃତ୍ୟୁ ; ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୫୭୬୮ ; ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୯ ରାଜ୍ୟରେ ସାମାନ୍ୟ ଖସିଲା ସଂକ୍ରମଣ; ଦିନକରେ ୧୬୧୫ ନୂଆ ଆକ୍ରାନ୍ତ…
Read More...

ଜିଲ୍ଲା ଦୌରା ଜଜଙ୍କ ଚନ୍ଦାହାଣ୍ଡି କୋର୍ଟ ପରିଦର୍ଶନ ଓ ସମୀକ୍ଷା

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା ଦୌରା ଜଜ୍ ଅଶୋକ କୁମାର ପଣ୍ଡା ଆଜି ଚନ୍ଦାହାଣ୍ଡି ଜେଏମ ଏଫସି କୋର୍ଟ ପରିଦର୍ଶନ କରିବା ସହ କୋର୍ଟ ର ନଥିପତ୍ର ସମୀକ୍ଷା କରି ଫେରିଯାଇଛନ୍ତି । ଏହି ପରିପ୍ରେକ୍ଷୀରେ ଚନ୍ଦାହାଣ୍ଡି…
Read More...

ପ୍ରତିଷ୍ଠାତା ତଥା ଗାଁ ଶିକ୍ଷାର ଦରଦୀ ବନ୍ଧୁ ନିତ୍ୟାନନ୍ଦ ପ୍ରଧାନଙ୍କ ଉଦ୍ଦେଶ୍ୟରେ ଶୋକସଭା

ରେଙ୍ଗାଲିକ୍ୟାମ୍ପ : ଆଜି ଅତାବିରା ବ୍ଲକ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ଟାଙ୍ଗରପାଲି ଠାରେ ପ୍ରଧାନ ଶିକ୍ଷକ ଶ୍ରୀ ସୁବାସ ଚନ୍ଦ୍ର ଜେନାଙ୍କ ଅଧ୍ୟକ୍ଷତାରେ ପ୍ରତିଷ୍ଠାତା ସ୍ବର୍ଗତ ନିତ୍ୟାନନ୍ଦ ପ୍ରଧାନଙ୍କ ଆତ୍ମାର ସଦଗତି…
Read More...

ଘରର ମୁଖ୍ୟଦ୍ବାର ପାଇଁ କିଛି ବିଶେଷ ନିୟମ

ଘରର ମୁଖ୍ୟଦ୍ବାରକୁ ସୁଖ ପ୍ରବେଶର ଦ୍ବାର କୁହାଯାଇଥାଏ। ମୁଖ୍ୟଦ୍ବାରକୁ ସମୃଦ୍ଧିର ରାସ୍ତା କୁହାଯାଇଥାଏ। ଏହି ସ୍ଥାନରୁ ପରିବାର ସଦସ୍ୟଙ୍କର ଭାଗ୍ୟ ନିର୍ଦ୍ଧାରଣ ହୋଇଥାଏ। ମୁଖ୍ୟଦ୍ବାର ଠିକ ଭାବେ ତିଆରି ନ ହେବା…
Read More...

ମୁଖ୍ୟ ଶାସନ ସଚିବ, ୫ଟି ସଚିବଙ୍କ ଅମ୍ବାଗୁଡା ଉଚ୍ଚ ବିଦ୍ୟାଳୟ ପରିଦର୍ଶନ

କୋରାପୁଟ : ମୁଖ୍ୟ ଶାସନ ସଚିବ ସୁରେନ୍ଦ୍ର ଚନ୍ଦ୍ର ମହାପାତ୍ର ଏବଂ ୫ଟି ସଚିବ ଭି.କେ ପାଣ୍ଡିଆନ, ଏନଏଚଏମ ନିଦେ୍ର୍ଦଶିକା ଶାଳୀନ ପଣ୍ଡିତ ଆଜି କୋରାପୁଟ ଜିଲାର ଅମ୍ବାଗୁଡା ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରିଛନ୍ତି । ଏହି…
Read More...

ସତ୍ୟବାଦୀ ବିଧାୟକ, ପୁରୀ ଜିଲ୍ଲାପାଳଙ୍କ ଐତିହାସିକ ସ୍ଥାନ ପରିଦର୍ଶନ

ସାକ୍ଷୀଗୋପାଳ : ଉତ୍କଳମଣି ଗୋପବନ୍ଧୁ ଦାସ, ପଣ୍ଡିତ ନୀଳକଣ୍ଠ ଦାସ, ଆଚାର୍ୟ୍ୟ ହରିହର ଦାସ, ପଣ୍ଡିତ କୃପାସିନ୍ଧୁ ମିଶ୍ର ,ଓ ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କ ଦ୍ୱାରା ପ୍ରତିଷ୍ଠିତ ସତ୍ୟବାଦୀ ଯୁଗର ଐତିହାସିକ ବନ…
Read More...

ବିଦ୍ୟୁତ୍ ଖୁଣ୍ଟରେ ଚଢ଼ି ମରାମତି ବେଳେ ଠିକା କର୍ମଚାରୀଙ୍କ ମୃତ୍ୟୁ

ପୁରୀ : ପୁରୀରେ ଏକ ଅଭାବନୀୟ ଘଟଣା ଘଟିଥିବା ନେଇ ବୁଧବାର ଖବର ମିଳିଛି । ଘୋଡା ବଜାର ପ୍ରାଣୀ ଚିକିସôାଳୟ ନିକଟରେ ବିଦ୍ୟୁତ୍ ଖୁଣ୍ଟରେ ଚଢି ମରାମତି କାର୍ଯ୍ୟ କରୁଥିବା ବେଳେ ଜଣେ ଠିକା କର୍ମଚାରୀଙ୍କ ମୃତ୍ୟୁ ହୋଇଛି ।…
Read More...

କିସମିସ୍‌ କୁ ପାଣିରେ ବତୁରାଇ ଖାଆନ୍ତୁ ; ମିଳେ ଆଶ୍ଚର୍ଯ୍ୟଜନକ ଲାଭ

ପାଣିରେ କିସମିସ୍‌ କୁ ବତୁରାଇ ଖାଇବା ସ୍ୱାସ୍ଥ୍ୟ ପାଇଁ ବରଦାନରୁ କମ ନୁହେଁ । ଏହାର ଅନେକ ସ୍ୱାସ୍ଥ୍ୟ ଉପକାରୀ ଗୁଣ ରହିଛି । ଯାହା ସ୍ୱାସ୍ଥ୍ୟ ଜନିତ ଅନେକ ସମସ୍ୟା ଦୂର କରିଥାଏ । ଜାଣନ୍ତୁ କିସମିସ୍‌ ବତୁରାଇ ଖାଇଲେ…
Read More...

ମୁଖ୍ୟ ଶାସନ ସଚିବଙ୍କ ସମେତ ୪ ଜଣ ସଚିବଙ୍କ ନବରଙ୍ଗପୁର ଗସ୍ତ 

ନବରଙ୍ଗପୁର : ନବରଙ୍ଗପୁର ଗସ୍ତରେ ଆସି ବିଭିନ୍ନ ଉନ୍ନୟନ ମୂଳକ କାର୍ୟ୍ୟ ବୁଲି ଦେଖିବା ସହ ସମୀକ୍ଷା କରି ଫେରିଛନ୍ତି ୫ଟି ସଚିବ ଭି କେ ପାଣ୍ଡିଆନ ,ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ମୁଖ୍ୟ ସଚିବ ଜଳ…
Read More...

ପୁଣି ଆମେରିକାରେ କରୋନା କାୟା ; ଦୈନିକ ସଂକ୍ରମଣ ୬୦ ହଜାର ବୃଦ୍ଧି

ନୁ୍ୟୟର୍କ : ଆମେରିକାରେ ପୁଣି ଥରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ଗତ ୨୪ ଘଣ୍ଟାରେ ଆମେରିକାରେ ଆଉ ୬୦ ହଜାରରୁ ଅଧିକ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏନେଇ ୱାର୍ଲଡମିଟର ରିପୋର୍ଟରୁ…
Read More...

ଦିନ ୧୨ଟା – ମୁଖ୍ୟ ଖବର

ଜମ୍ମୁ-କାଶ୍ମୀରରେ ବାଦଲ ଫଟା ବର୍ଷା ; ୫ ମୃତ, ୪୦ ନିଖୋଜ ବୃହସ୍ପତି ଚନ୍ଦ୍ରରେ ଜଳୀୟ ବାଷ୍ପ ଠାବ କଲା ନାସାର ହବଲ ଟେଲିସ୍କୋପ ଉତ୍ତର ପ୍ରଦେଶରେ ରାସ୍ତା କଡରେ ଶୋଇଥିବା ଶ୍ରମିକଙ୍କ ଉପରେ ଦ୍ରୁତଗାମୀ ଟ୍ରକ…
Read More...

ଜମ୍ମୁ-କାଶ୍ମୀରରେ ବାଦଲ ଫଟା ବର୍ଷା ; ୫ ମୃତ, ୪୦ ନିଖୋଜ

ଶ୍ରୀନଗର : ଜମ୍ମୁ-କାଶ୍ମୀରରେ ବାଦଲ ଫଟା ବର୍ଷା କାରଣରୁ ଭୂସ୍ଖଳନ ହେବା ସହ ବିଭିନ୍ନ ସ୍ଥାନରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ବୁଧବାର କିଶତ୍ୱର ଜିଲାର ଗୁଲବର୍ଗ ଅଞ୍ଚଳର ଏକ ଗାଁରେ ବାଦଲ ଫଟା ବର୍ଷା ଯୋଗୁଁ  ୫…
Read More...

ଦିନ ୧୧ଟା – ମୁଖ୍ୟ ଖବର

ଉତ୍ତର ପ୍ରଦେଶରେ ରାସ୍ତା କଡରେ ଶୋଇଥିବା ଶ୍ରମିକଙ୍କ ଉପରେ ଦ୍ରୁତଗାମୀ ଟ୍ରକ ମାଡିଯିବାରୁ ୧୮ ଜଣ ଶ୍ରମିକଙ୍କର ମୃତ୍ୟୁ ;  ଦୁର୍ଘଟଣାରେ ୨୦ରୁ ଅଧିକ ଆହତ ଗତ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶାରେ ୧୭୦୩ ନୂଆ କରୋନା…
Read More...

୨ ଚାମଚ ବଟରରେ ୧ ଚାମଚ ବାଦାମ ତେଲକୁ ଭଲ ଭାବେ ମିଶାଇ ହାତରେ ଲଗାନ୍ତୁ

ମୁହଁର ସୁନ୍ଦରତା ସହ ହାତର ସୌନ୍ଦର୍ୟ୍ୟ ମଧ୍ୟ ଅତ୍ୟନ୍ତ ଆବଶ୍ୟକ। କାରଣ ଏହା ଆପଣଙ୍କ ବ୍ୟକ୍ତିତ୍ୱକୁ ଦୁଇ ଗୁଣିତ କରିଥାଏ। ହାତ ଶୁଷ୍କ ଓ ଖରାର ପ୍ରଭାବରେ ହାତର ରଙ୍ଗ କମ ହେଲେ ଏହା ଆପଣଙ୍କ ସୁନ୍ଦରତା ଉପରେ ବହୁ…
Read More...

ସଠିକ୍ ଉପାୟରେ ଖାଦ୍ୟ ଗ୍ରହଣ

ବହୁ ସମୟରେ ଦେଖାଯାଏ ଯେ, ଭୁଲ୍‍ ପ୍ରଣାଳୀରେ ରୋଷେଇ କରିବା ଦ୍ୱାରା ଖାଦ୍ୟରେ ଥିବା ଭିଟାମିନ ବା ପୋଷକ ତତ୍ତ୍ୱ ନଷ୍ଟ ହୋଇ ଯାଇଥାଏ। ଏହା ଦ୍ବାରା ଶରୀର ସୁସ୍ଥ ରହିବା ପରିବର୍ତ୍ତେ ରୋଗାକ୍ରାନ୍ତ ହୋଇଥାଏ । ତେବେ…
Read More...

ସ୍ଥାନାନ୍ତର ହେବନି ମାଷ୍ଟରକ୍ୟାଣ୍ଟିନ ସ୍ଥିତ ସ୍ଥାପତ୍ୟ ଘୋଡା

ଭୁବନେଶ୍ୱର : ରାଜଧାନୀ ସ୍ଥିତ ମାଷ୍ଟରକ୍ୟାଣ୍ଟିନ ଛକରୁ ସ୍ଥାନାନ୍ତର ହେବନି ସ୍ଥାପତ୍ୟ ଘୋଡା । ଏନେଇ ଆଜି ବିଏମସି କମିସନର ସୂଚନା ଦେବା ସହ ସରକାରୀ ସ୍ତରରେ ନିଷ୍ପତ୍ତି ହୋଇଛି ବୋଲି କହିଛନ୍ତି । ଘୋଡା ସ୍ଥାନାନ୍ତର…
Read More...

କାହାର ସ୍ବପ୍ନ ପୂରଣ କରିବାକୁ ଇଚ୍ଛା ଥିଲେ ନିଜେ ପ୍ରଥମେ ସ୍ବପ୍ନ ଦେଖିବା ଉଚିତ – ଡ. ଏପିଜେ ଅବଦୁଲ କାଲାମ

ଆଜି ଦେଶର ପୂର୍ବତନ ରାଷ୍ଟ୍ରପତି ଓ ମହାନ ବୈଜ୍ଞାନିକ ଡ. ଏପିଜେ ଅବଦୁଲ କାଲାମଙ୍କ ୬ଷ୍ଠ ପୁଣ୍ୟତିଥି । ।ଡକ୍ଟର ଏ.ପି.ଜେ ଅବଦୁଲ କାଲାମଙ୍କ ଜନ୍ମ ୧୯୩୧ ମସିହା ଅକ୍ଟୋବର ମାସ ୧୫ ତାରିଖରେ ହୋଇଥିଲା। ତାମିଲନାଡୁର…
Read More...

ଥେରୁବାଲି-ଗୁଣପୁର ରେଳ ଲାଇନ ସମ୍ପ୍ରସାରଣ ଦାବି

ଜେକେପୁର : ରାୟଗଡା ଜିଲ୍ଲାର ଥେରୁବାଲି-ଗୁଣୁପୁର ରେଳପଥକୁ କେନ୍ଦ୍ର ସରକାର ମଞ୍ଜୁରୀ ଦେଇ ସାରିଛନ୍ତି । ଲୋକଙ୍କ ଦୀର୍ଘ ବର୍ଷର ସ୍ବପ୍ନ ମଧ୍ୟ ସାକାର ହୋଇଛି ।ରେଳପଥ ନିର୍ମାଣ ନେଇ ଅର୍ଥ ଅଟକଳ ମଧ୍ୟ ହୋଇସାରିଛି ।…
Read More...

ସମ୍ବଲପୁର ଧନକଉଡା ବିଇଓ କାର୍ଯ୍ୟାଳୟର ମୁଖ୍ୟ କିରାଣିଙ୍କ ଘରେ ଭିଜିଲାନ୍ସ ଚଢାଉ

ସମ୍ବଲପୁର : ଆଜି ସମ୍ବଲପୁର ଧନକଉଡା ବିଇଓ କାର୍ଯ୍ୟାଳୟର ମୁଖ୍ୟ କିରାଣିଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯାଇଛି । ମୁଖ୍ୟ କିରାଣି ଦିଲିପ ଦେବଙ୍କ ଘରେ ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ…
Read More...

ଦିନ ୧୨ଟା – ମୁଖ୍ୟ ଖବର

ସମ୍ବଲପୁର ସହରରେ ଯୁବକଙ୍କୁ ବିଭତ୍ସ ହତ୍ୟା ଉତ୍ତର ବଙ୍ଗୋପସାଗର ଓ ଆଖପାଖ ଅଞ୍ଚଳରେ ସୃଷ୍ଟ ଘୂର୍ଣ୍ଣିବଳୟ ; ଜୁଲାଇ ୨୮ରୁ ୩୦ ମଧ୍ୟରେ ଓଡ଼ିଶାର ଅଧିକାଂଶ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଓ କିଛି ସ୍ଥାନରେ…
Read More...

ଆଖଣ୍ଡଳମଣିଙ୍କ ପୀଠର ସମ୍ପ୍ରସାରଣ କାର୍ଯ୍ୟ ସନ୍ତୋଷଜନକ ନୁହେଁ- ପୂର୍ବତନମନ୍ତ୍ରୀ ମନମୋହନ ସାମଲ

ଆରଡି : ବାବା ଆଖଣ୍ଡଳମଣିଙ୍କ ପୀଠରେ ଆରମ୍ଭ ହୋଇଥିବା ସମ୍ପ୍ରସାରଣ ଓ ବିକାଶମୂଳକ କାର୍ଯ୍ୟ ସନ୍ତୋଷଜନକ ନୁହେଁ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ବିଜେପି ଦଳର ବରିଷ୍ଠନେତା ତଥା ପୂର୍ବତନମନ୍ତ୍ରୀ ମନମୋହନ…
Read More...

ଆର.ଆଇ ଅଫିସ ସ୍ଥାନାନ୍ତରିତକୁ ନେଇ ଲମ୍ବସରୀ ପଞ୍ଚାୟତବାସୀଙ୍କ କଣ୍ଟାମାଳ ତହସିଲ ଘେରାଉ ଓ ବିକ୍ଷୋଭ

କଣ୍ଟାମାଳ : ପ୍ରସ୍ତାବିତ ଦପଲା ରାଜସ୍ୱ କାର୍ଯ୍ୟାଳୟକୁ ବିରୋଧ କରି ଶତାଧିକ ଲୋକ କଣ୍ଟାମାଳ ତହସିଲ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ରାଜ୍ୟ ସରକାର ତାଙ୍କ ପୂର୍ବ ନିଷ୍ପତ୍ତି ପ୍ରକାରେ ଲମ୍ବସରୀ ପଞ୍ଚାୟତରେ…
Read More...

ସମ୍ବଲପୁର ସହରରେ ଯୁବକଙ୍କୁ ବିଭତ୍ସ ହତ୍ୟା

ସମ୍ବଲପୁର : ସମ୍ବଲପୁର ସହରରେ ଧନୁପାଲି ଥାନା ଅନ୍ତର୍ଗତ ଗୋବିନ୍ଦତୋଳାର ହରିଓମ ନଗରରେ ଯୁବକଙ୍କୁ ବିଭତ୍ସ ହତ୍ୟା। ।ଗତ ବିଳମ୍ବିତ ରାତ୍ରୀରେ ଦୀପକ ଯାଦବ ନାମକ ଜଣେ ଯୁବକଙ୍କୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା…
Read More...

ଦିନ ୧୧ଟା – ମୁଖ୍ୟ ଖବର

ଓଡ଼ିଶାରେ ଦିନକ ମଧ୍ୟରେ ୧୬୨୯ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ସଂଗରୋଧରୁ ୯୩୯ ଏବଂ ସ୍ଥାନୀୟ ସଂକ୍ରମିତ ୬୯୦ ରାଜ୍ୟରେ ଆଉ ୬୦ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ; ସୁନ୍ଦରଗଡରୁ ସର୍ବାଧିକ…
Read More...