ମୁମ୍ବଇରୁ ଚୋରି କରି ପଳାଇ ଆସିଥିବା ଅଭିଯୁକ୍ତ ବାଲେଶ୍ଵରରୁ ଗିରଫ

ବାଲେଶ୍ବର : ମୁମ୍ବଇରୁ ଚୋରି କରି ପଳାଇ ଆସିଥିବା ଜଣେ ଯୁବକକୁ ବାଲେଶ୍ବରରେ ଗିରଫ କରାଯାଇଛି। ବାଲେଶ୍ବର ଖଇରା ଥାନା ଗଣ୍ଡୁଆ ଗ୍ରାମର ଜଣେ ଯୁବକ ଗତ କିଛି ଦିନ ଧରି ମୁମ୍ବଇରେ ଜଣଙ୍କ ଘରେ ରହି କାମ କରୁଥିଲା। ସେ ମାଲିକଙ୍କ ସହ ବିଶ୍ବାସଘାତକତା କରି ତାଙ୍କ ଘରୁ ୧କିଲୋର ରୂପା ଓ ସୁନା ସହ ୫୦ହଜାର ଟଙ୍କା ଚୋରି କରି ପଳାଇ ଆସିଥିଲା। ତେବେ ମୁମ୍ବଇ ପୁଲିସ ଓ ସୋର ପୁଲିସ ସହାୟତାକୁ ଅଭିଯୁକ୍ତକୁ ଗିରଫ କରାଯାଇଛି।

 

Comments are closed.