ଏଣିକି ଅଙ୍ଗନବାଡି କେନ୍ଦ୍ରରେ ହେବ ଆଧାର ପଞ୍ଜିକରଣ

ଭୁବନେଶ୍ୱର : ଏଣିକି ଅଙ୍ଗନବାଡି କେନ୍ଦ୍ରରେ ଆଧାର ପଞ୍ଜିକରଣ ହେବ। ଏପରିକି ଡ଼ାକ୍ତରଖାନା ଓ ଜନ୍ମମୃତ୍ୟୁ ପଞ୍ଜିକରଣ କେନ୍ଦ୍ରରେ ମଧ୍ୟ ଏହାକୁ ଖୋଲାଯିବ ବୋଲି ସରକାର ନିଷ୍ପତି ନେଇଥିବା ସୂଚନା ମିଳିଛି। ରାଜ୍ୟରେ ଆଧାର ପଞ୍ଜିକରଣ ବୃଦ୍ଧି କରିବା ପାଇଁ ସରକାରଙ୍କ ପକ୍ଷରୁ ଏହି ପଦକ୍ଷପ ନିଆଯାଇଛି।

 

Comments are closed.