ବାଇକ୍ ଦୁର୍ଘଟଣାରେ ଯୁବକ ମୃତ

ଧର୍ମଗଡ଼: ଏକ ବାଇକ୍ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତ ଯୁବକଙ୍କ ନାମ ମଳୟ ମାଝୀ। ତାଙ୍କ ଘର ଧର୍ମଗଡ଼ ଥାନା ଅନ୍ତର୍ଗତ ସନ୍ଧିକୁଲିଆରୀ ଗ୍ରାମରେ ବୋଲି ଜଣାପଡିଛି। ସେ ଗୋଲାମୁଣ୍ଡାରୁ ଗାଁକୁ ଫେରୁଥିବା ବେଳେ ଖଲିଆକାନି ନିକଟରେ ଏହି ଦୁର୍ଘଟଣା ଘଟିଛି।

Comments are closed.