ସତ୍ୟର ଜୟ: ଆଦିତ୍ୟନାଥ

ବାବ୍ରି ମସଜିଦ ଭଙ୍ଗା ମାମଲାର ରାୟକୁ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସ୍ୱାଗତ କରିଛନ୍ତି। ସେ କହିଛନ୍ତି ଯେ ଏହା ସତ୍ୟର ବିଜୟ। ଆଦିତ୍ୟନାଥ କହିଛନ୍ତି କଂଗ୍ରେସ ସରକାର ନିଜର ଭୋଟ ବ୍ୟାଙ୍କ ପାଇଁ ସାଧୁ, ସନ୍ଥ, ବିଜେପି ନେତା ଓ ବିଶ୍ୱ ହିନ୍ଦୁ ପରିଷଦର କର୍ମକର୍ତ୍ତାଙ୍କୁ ନିନ୍ଦିତ କରିବାକୁ ଏପରି ମିଥ୍ୟା ମାମଲାରେ ଜଡିତ କରାଇଥିଲା।

Comments are closed.