ମହିଳା ଟି-ଟ୍ବେଣ୍ଟି ଚ୍ୟାଲେଞ୍ଜ କ୍ରିକେଟ କପରେ ୨ ଓଡ଼ିଆ ଖେଳାଳି

ଭୁବନେଶ୍ବର: ମହିଳା ଟି-ଟ୍ବୋଣ୍ଟି ଚ୍ୟାଲେଞ୍ଜ କ୍ରିକେଟ ପାଇଁ ଖେଳାଳି ତାଲିକା ଘୋଷଣା କରାଯାଇଛି। ଘୋଷିତ ତାଲିକାରେ ସ୍ଥାନ ପାଇଲେ ୨ଜଣ ଓଡ଼ିଆ ଖେଳାଳି ସ୍ଥାନପାଇଛନ୍ତି। ମହିଳା ଟି-ଟ୍ବୋଣ୍ଟି ଚ୍ୟାଲେଞ୍ଜ କ୍ରିକେଟ ପାଇଁ ଓଡ଼ିଶାର ୨ ଖେଳାଳି ପ୍ରିୟଙ୍କା ପ୍ରିୟଦର୍ଶିନୀ ଓ ସୁଜାତା ମଲ୍ଲିକ ସ୍ଥାନ ପାଇଥିବା ସୂଚନା ମିଳିଛି। ଆସନ୍ତା ୨୩ରୁ ପୁନେରେ ଖେଳାଯିବ ମହିଳା ଟି-ଟ୍ବେଣ୍ଟି ଚ୍ୟାଲେଞ୍ଜ କପ।

Comments are closed.