ପ୍ରବଳ ଜାଡରେ ଥରୁଛି ସାରା ରାଜ୍ୟ ; ୧୦ ଡିଗ୍ରୀ ତଳେ ୧୨ ସହର

ଭୁବନେଶ୍ୱର : ପ୍ରବଳ ଜାଡରେ ଥରୁଛି ସାରା ଓଡିଶା। କନ୍ଧମାଳ ଦାରିଙ୍ଗବାଡି ସହ ଫୁଲବାଣୀରେ ତୁଷାରପାତ ହୋଇଥିବା ବେଳେ ୧୦ ଡିଗ୍ରୀ ତଳେ ୧୨ ସହରର ତାପମାତ୍ରା ରେକର୍ଡ଼ କରାଯାଇଛି। ୪ଡିଗ୍ରୀ ସହ ଫୁଲବାଣୀ ସବୁଠୁ ଥଣ୍ଡା ସହର। ଦାରିଙ୍ଗବାଡ଼ି ୫, ଅନୁଗୁଳ ୫.୬, କୋରାପୁଟ ୭, ସୁନ୍ଦରଗଡ ୭, ଝାରସୁଗୁଡ଼ା ୭.୯, ଭବାନୀପାଟଣା ୮, କେନ୍ଦୁଝର ୮.୮, ବୌଦ୍ଧ ୯, ବାରିପଦା ୯, ବଲାଙ୍ଗୀର ୯.୨, ସୋନପୁର ୯.୪, ଭୁବନେଶ୍ୱର ୧୨.୪, କଟକ ୧୧ ଡ଼ିଗ୍ରୀ ରେକର୍ଡ଼ କରାଯାଇଛି।

 

Comments are closed.