ଶୀତରେ ଚାଲିଗଲା ବୃଦ୍ଧଙ୍କ ଜୀବନ

ହରଭଙ୍ଗା : ଗତ ତିନିରୁ ଚାରିଦିନ ହେଲା ସାରା ରାଜ୍ୟରେ ଶୀତର ଲହରୀ ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ଆଜି ବୌଦ୍ଧଜିଲା ହରଭଙ୍ଗା ଗ୍ରାମର ବଜାରସାହିର କୃଷ୍ଣଚନ୍ଦ୍ର ସାହୁ(୮୮) ନାମକ ଜଣେ ବୃଦ୍ଧଙ୍କ ସୋମବାର ଶୀତରେ ମୃତ୍ୟୁ ଘଟିଥିବା ପରିବାର ପକ୍ଷରୁ ଅଭିଯୋଗ ହୋଇଛି।