ଓଜନକୁ କମ୍ କରିବାର ଉପାୟ

  • ଭୋଜନର ନିର୍ଦିଷ୍ଟ ସମୟ ରଖନ୍ତୁ। ପ୍ରତ୍ୟେକ ଦିନ ସେଇ ସମୟରେ ହିଁ ଭୋଜନ କରିବା ଜରୁରୀ। ଏହା ସହ ଭୋଜନ ପୂର୍ବରୁ ପାଣି ପିଅନ୍ତୁ। ପ୍ରଥମେ ସାଲାଡ୍ ଖାଇବା ପରେ ହିଁ ଅନ୍ୟ ବ୍ୟଞ୍ଜନ ଖାଇବେ।
  • ଦ୍ବିପହର ଓ ରାତ୍ରିଭୋଜନରେ ଦୈନିକ ସାଲାଡ୍ ଖାଇବା ଭଲ। ଭୋଜନରେ ବନ୍ଧାକୋବି, ଫୁଲକୋବି, ବିନ୍ସ, ବ୍ରୋକୋଲି ଇତ୍ୟାଦି ପରିବା ସାମିଲ କରିବା ଉଚିତ।
  • ଓଜନକୁ ନିୟନ୍ତ୍ରଣରେ ରଖିବାକୁ ଚାହୁଁଥିଲେ, ପ୍ରତିଦିନ ଉଷୁମ ପାଣି ପିଅନ୍ତୁ।
  • ଦିନର ଆରମ୍ଭ ଲେମ୍ବୁରସ ମିଶା ପାଣିରେ କରିବା ଉଚିତ। ଏହି ପ୍ରକ୍ରିୟାରେ ବ୍ୟକ୍ତିର ପାଚନ କ୍ରିୟା ଭଲ ହେବା ସହ ଶରୀରର ଶକ୍ତି ବଢ଼ିଥାଏ।

Comments are closed.