ବିଶ୍ବକପ୍ କ୍ରିକେଟ : ନ୍ୟୁଜିଳାଣ୍ଡ ବନାମ୍ ଶ୍ରୀଲଙ୍କା ଏବଂ ଆଫଗାନିସ୍ଥାନ ବନାମ୍ ଅଷ୍ଟ୍ରେଲିଆ

କାର୍ଡିଫ : ୨୦୧୯ କ୍ରିକେଟ ବିଶ୍ବକପ୍ ରେ ଶନିବାର ୨ଟି ମ୍ୟାଚ ଅନୁଷ୍ଠିତ ହେଉଛି । କାର୍ଡିଫ ଠାରେ ନ୍ୟୁଜିଳାଣ୍ଡ ଓ ଶ୍ରୀଲଙ୍କା ମଧ୍ୟରେ ମ୍ୟାଚ ଆରମ୍ଭ ହୋଇଛି । ନ୍ୟୁଜିଳାଣ୍ଡ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି । ଶ୍ରୀଲଙ୍କା ବ୍ୟାଟିଂ କରି ୨୭ ଓଭର ସୁଦ୍ଧା ୮ ୱିକେଟ ହରାଇ କରିଛି ୧୨୩ ରନ୍।

ସେହିପରି ବ୍ରିଷ୍ଟଲଠାରେ ସନ୍ଧ୍ୟା​ ୬ଟାରେ ଆଫଗାନିସ୍ଥାନ ଓ ଅଷ୍ଟ୍ରେଲିଆ ମଧ୍ୟରେ ମ୍ୟାାଚ ଆରମ୍ଭ ହେବ। ବର୍ତ୍ତମାନ ସୁଦ୍ଧା ଅନୁଷ୍ଠିତ ୨ଟି ମ୍ୟାଚ ମଧ୍ୟରୁ ଗୋଟିଏରେ ଇଂଲଣ୍ଡ ଓ ଅନ୍ୟଟିରେ ୱେଷ୍ଟ ଇଣ୍ଡିଜ ବିଜୟୀ ହୋଇଛି ।

Comments are closed.