ବିଶାଖାପାଟଣାରେ ଗ୍ୟାସ୍‌ ଲିକ୍‌ ପରେ ଦେଖିବାକୁ ମିଳିଥିଲା ଏପରି ଦୃଶ୍ୟ, ଦେଖନ୍ତୁ ଭିଡିଓ

ବିଶାଖାପାଟଣା: ଆନ୍ଧ୍ରପ୍ରଦେଶର ବିଶାଖାପାଟଣା ସହର ଅନ୍ତର୍ଗତ ଆରଆର ଭେଙ୍କଟପୂରମ ଗାଁରେ ଥିବା ଏକ କେମିକାଲ ଫ୍ୟାକ୍ଟ୍ରି ଏଲଜି ପଲିମରରୁ ଗୁରୁବାର ଭୋର ସମୟରେ ବିଷାକ୍ତ ଗ୍ୟାସ୍‌ ଲିକ୍‌ ହୋଇଛି। ଏଥିରେ ୯ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୫ ହଜାରରୁ ଅଧିକ ଅସୁସ୍ଥ ହୋଇପଡ଼ିଛନ୍ତି।

ତେବେ ଗ୍ୟାସ୍‌ ଲିକ୍‌ ପରେ ସ୍ଥାନୀୟ ଅଞ୍ଚଳର ଦୃଶ୍ୟ ଯେପରି ରହିଥିଲା ତାହା ଅତ୍ୟନ୍ତ ହୃଦୟ ବିଦାରକ ନିଶ୍ଚୟ। ଅଞ୍ଚଳବାସୀ ଭୟଭୀତ ହୋଇପଡ଼ିଥିବାବେଳେ ପ୍ରଶାସନ ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ ଆଖପାଖ ଗାଁ ଖାଲି କରାଯାଇଥିଲା।

 

Comments are closed.