ଗାଁ ରାସ୍ତା ସଫା କଲେ ଅଠରନଳାବାସୀ

ହରଭଙ୍ଗା : ହରଭଙ୍ଗା  ବ୍ଲକ ପୁରୁଣାକଟକ ପଂଚାୟତ ଅଠରନଳା ଗାଁ ଲୋକେ ଅପରିଷ୍କାର ହୋଇ ଅନାବନା ଗଛରେ ପୋତି ହୋଇପଡ଼ିଥିବା ରାସ୍ତାକୁ ମିଳିମିଶି ପରିଷ୍କାର କରିଛନ୍ତି। ଏଭଳି ମହତ କାର୍ଯ୍ୟରେ  ଶ୍ରୀନିବାସ କହଁର, ସନ୍ତୋଷ କୁମାର ମଲ୍ଲିକ, ରଞ୍ଜିତ କହଁର, ଦେବରାଜ ମହାରଣା, କୁବେର ମହାଳିକ, ସୁବ୍ରତ ମହାରଣା, ଆକାଶ ମଲ୍ଲିକ, ବିନୋଦ ମଲ୍ଲିକ, ଘାସିରାମ ମଲ୍ଲିକ, ଶିବ ଚନ୍ଦ୍ର ମଲ୍ଲିକ ପ୍ରମୁଖ ସାମିଲ ଥିଲେ।

Comments are closed.