ଭିଜିଲାନ୍ସ ଜାଲରେ ଟିକସ ସଂଗ୍ରହ କର୍ମଚାରୀ

ଭୁବନେଶ୍ବର: ଭିଜିଲାନ୍ସ ଜାଲରେ ଟିକସ ସଂଗ୍ରହ କର୍ମଚାରୀ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଖୋର୍ଦ୍ଧା ପୌରପରିଷଦ ଟିକସ ସଂଗ୍ରହ କର୍ମଚାରୀ ସଦାଶିବ ସ୍ବାଇଁ ଘରେ ସୋମବାର ଭିଜିଲାନ୍ସ ଚଢ଼ାଉ କରିଛି। ଭିଜିଲାନ୍ସ ପକ୍ଷରୁ ସଦାଶିବଙ୍କ ଗୁରୁଜଙ୍ଗରେ ଥିବା ବାସଭବନ ସମେତ ଏକାକାଳୀନ ୩ଟି ଜାଗାରେ ଚଢାଉ ଜାରି ରହିଛି।

Comments are closed.