୧୪ରେ ଅବସରପ୍ରାପ୍ତ ସୈନିକ ଦିବସ ଏବଂ ସମ୍ମିଳନୀ

ଭୁବନେଶ୍ୱର : ଆସନ୍ତା ୧୪ ଜାନୁଆରୀରେ ୧୨୦ ପଦାତିକ ବାହିନୀ ବିହାର (ପ୍ରାଦେଶିକ ସେନା), ଭୁବନେଶ୍ୱର
ପରିସରରେ ଦିନ ୯ ଘଟିକା ସମୟରେ ଅବସରପ୍ରାପ୍ତ ସୈନିକ ଦିବସ ଏବଂ ସମ୍ମଳନୀ ଆୟୋଜନ କରାଯାଇଛି।  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ । ଏହି କାର୍ଯ୍ୟକ୍ରମରେ ଅବସରପ୍ରାପ୍ତ ସୈନିକଙ୍କ ବେତନ ଏବଂ ଅନ୍ୟ ସମସ୍ୟାର ସମାଧାନ କରାଯିବ।
ଓଡ଼ିଶାର ସମସ୍ତ ଅବସରପ୍ରାପ୍ତ ସୈନିକ ଓ ସହିଦଙ୍କ ପତ୍ନୀ ଏହି କାର୍ଯ୍ୟକ୍ରମରେ ଯୋଗଦେବେ।

Comments are closed.