ମୋହନା ବ୍ଳକରେ ଗୋଟିଏ ଦିନରେ ଟିକା ନେଲେ ୫୫୦ ଜଣ

ମୋହନା : ଗଜପତି ଜିଲ୍ଲାରେ ଚାଲିଥିବା ମାଗଣା କୋଭିଡ ଟିକାକରଣ ଜୋର ସୋରରେ ଚାଲିଛି । ବ୍ଳକରେ ୧୮ ବର୍ଷରୁ ଉର୍ଦ୍ଧ୍ଵ ପ୍ରାୟ ୮୦ ଭାଗ ଲୋକ ପ୍ରଥମ ଓ ଦ୍ବିତୀୟ ପାନ ଟିକା ନେଇ ସାରିଲେଣି । ବର୍ତ୍ତମାନ ଆରମ୍ଭ ହୋଇଛି ଗର୍ବବତୀ ମା ଙ୍କୁ ଟିକାକରଣ। ମୋହନା ବ୍ଲକର ଅଡ଼ବା ପଞ୍ଚାୟତ ପରିସରରେ ଶନିବାର ଦିନ ୧୦୦ଜଣ ପ୍ରଥମ ଓ ଦ୍ବିତୀୟ ପାନ ଟିକା ନେଇଛନ୍ତି, ବିରିକୋଟରେ ୩୫୦ଜଣ, ମୋହନାରେ ୧୦୦ଜଣ ଟିକା ନେଇଛନ୍ତି । ଏଥିରେ କିଛି ଗର୍ବବତୀ ମା ମଧ୍ୟ ଟିକା ନେଇଥିବା ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡ. ନମିତା ପଣ୍ଡା ସୂଚନା ଦେଇଛନ୍ତି ।

Comments are closed.