ଉତ୍ତରପ୍ରଦେଶ ଉପ-ନିର୍ବାଚନ; ବିଜେପି ଆଗୁଆ

ଲକ୍ଷ୍ନୌ : ଉତ୍ତରପ୍ରଦେଶର ୭ଟି ବିଧାନସଭା ଆସନରେ ଉପ-ନିର୍ବାଚନର ଫଳାଫଳ ଆଜି ଘୋଷଣା କରାଯିବ। ଭୋଟ୍ ଗଣତି ସକାଳ ୮ଟାରୁ ଆରମ୍ଭ ହୋଇଛି। ପ୍ରାରମ୍ଭିକ ପର୍ଯ୍ୟାୟ ଭୋଟ ଗଣତିରେ ବିଜେପି ଆଗୁଆ ରହିଥିବା ଜଣାପଡ଼ିଛି। ଏକଜିଟ୍ ପୋଲ୍ ତଥ୍ୟ ଅନୁଯାୟୀ,  ୟୁପିରେ ଥିବା ୭ଟି ବିଧାନସଭା ଆସନ ମଧ୍ୟରୁ ବିଜେପି ୫-୬ ସିଟ୍ ଜିତିପାରେ। ଅନ୍ୟପକ୍ଷରେ ସମାଜବାଦୀ ପାର୍ଟି ୧-୨ ଟି ବିଧାନସଭା ଆସନ ଜିତିବାର ଅନୁମାନ କରାଯାଉଛି।

Comments are closed.