ପୁଣ୍ୟ ପ୍ରଣାମ ତୁମକୁ ‘ଦାସେ ଆପଣେ’

ଭୁବନେଶ୍ୱର : ଆଜି ପୁଣ୍ୟାତ୍ମା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁଙ୍କ ଦାସଙ୍କ ଜୟନ୍ତୀ ଅବସରରେ ରାଜ୍ୟବାସୀଙ୍କ ସହ ତାଙ୍କ ସ୍ମୃତିପ୍ରତି ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଉଛି। ରାଜ୍ୟର ବିଭିନ୍ନ ସ୍ଥାନରେ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ଅର୍ପଣ କରାଯିବା ସହ ଭିନ୍ନ ଭିନ୍ନ କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ କରାଯାଇଛି। ପୁରୀରେ ଗୋପବନ୍ଧୁଙ୍କ ଜୟନ୍ତୀ ଅବସରରେ ଜିଲ୍ଲାପାଳ ବଳବନ୍ତ ସିଂହ, ସିଂହଦ୍ୱାର ସମ୍ମୁଖରେ ଥିବା ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଛନ୍ତି।

ଏହାସହ ରାଜଧାନୀର ଶିଶୁଭବନ ଠାରୁ ଧଉଳିଗିରି ପର୍ଯ୍ୟନ୍ତ ବିଏମସି ଓ ବିଏସସିଏଲ ପକ୍ଷରୁ ସାଇକେଲଗିରିର ମଧ୍ୟ ଆୟୋଜନ କରାଯାଇଛି।

Comments are closed.