ୟୁପିଏସସି ପରୀକ୍ଷାଫଳ ପ୍ରକାଶ: ପ୍ରଦୀପ ସିଂହ ଦେଶରେ ଟପ୍ପର, ଶ୍ରେଷ୍ଠ ୧୦ମଧ୍ୟରେ ୨ ଓଡ଼ିଆ

ପ୍ରକାଶ ପାଇଛି ୨୦୧୯ ୟୁପିଏସସି ପରୀକ୍ଷା ଫଳ । ଏଥିରେ ସାରା ଦେଶରେ ପ୍ରଦୀପ ସିଂହ ଶୀର୍ଷସ୍ଥାନ ଅଧିକାର କରିଥିବା ବେଳେ ଶ୍ରେଷ୍ଠ ୧୦ଜଣଙ୍କ ମଧ୍ୟରେ ରହିଛନ୍ତି ୨ ଓଡ଼ିଆ । ଓଡ଼ିଶାର ଅଭିଷେକ ସରାଫ ୮ମ ଓ ସଞ୍ଚିତା ମହାପାତ୍ର ୧୦ମ ସ୍ଥାନରେ ରହିଛନ୍ତି ।

ଏହି ପରୀକ୍ଷାରେ ମୋଟ ୮୨୫ ଜଣ କୃତକାର୍ଯ୍ୟ ହୋଇଛନ୍ତି । ଯତୀନ କିଶୋର ଦ୍ବିତୀୟ ଓ ପ୍ରତିଭା ବର୍ମା ତୃତୀୟ ସ୍ଥାନ ଦଖଲ କରିଛନ୍ତି ।

Comments are closed.