ବେଆଇନ ବାଲି ବୋଝେଇ ଟ୍ରାକ୍ଟର ଜବତ

ପାଟଣା: ପାଟଣା ବ୍ଲକ ଅନ୍ତର୍ଗତ ଚେମଣା ନାଳରୁ ବେଆଇନ ବାଲି ଉତ୍ତୋଳନ କରି ପରିବହନ କରୁଥିବା ଏକ ଟ୍ରାକ୍ଟରକୁ ବଳିଆପଶି ନିକଟରୁ ତୁରୁମୁଙ୍ଗା ପୁଲିସ ଜବତ କରିଛି । ଜବତ ଟ୍ରାକ୍ଟରଟିକୁ ପାଟଣା ରାଜସ୍ବ ବିଭାଗକୁ ହସ୍ତାନ୍ତର କରିବା ପରେ ପାଟଣା ତହସିଲଦାର ଜବତ ଟ୍ରାକ୍ଟର ଉପରେ ୧୦ ହଜାର ୧୨୦ ଟଙ୍କା ଜୋରିମାନା କରିଛନ୍ତି । ତେବେ ଜୋରିମାନା ପଇଠ ପରେ ଟ୍ରାକ୍ଟରଟିକୁ ଛାଡି ଦିଆଯାଇଛି ।

Comments are closed.