ଟୋକିଓ ଅଲିମ୍ପିକ୍ସର ଉଦଘାଟନୀ ଉତ୍ସବ : ଧ୍ବଜା ବହନ କଲେ ମେରୀକମ୍ ଓ ମନପ୍ରୀତ

ଟୋକିଓ : ଜାପାନର ଜାତୀୟ ଷ୍ଟାଡିୟମରେ ଟୋକିଓ ଅଲିମ୍ପିକ୍ସର ଉଦଘାଟନୀ ଉତ୍ସବ। ଉଦଘାଟନୀ ଉତ୍ସବରେ ଧ୍ବଜା ବହନ କଲେ ମୁଷ୍ଟି ଯୋଦ୍ଧା ମେରୀକମ୍ ଓ ପୁରୁଷ ହକି ଦଳର ଅଧିନାୟକ ମନପ୍ରୀତ ସିଂହ। କରୋନା କଟକଣା ଯୋଗୁଁ ନିରାଡମ୍ବର ଭାବେ ଉଦଘାଟନ ଉତ୍ସବ ଅନୁଷ୍ଠିତ ହୋଇଥିଲା।

Comments are closed.