ଔରଙ୍ଗାବାଦ ପ୍ରାଣୀ ଉଦ୍ୟାନରେ ବାଘ ମୃତ, ହୋଇପାରେ କରୋନା ପରୀକ୍ଷା

ଔରଙ୍ଗବାଦ : ମହାରାଷ୍ଟ୍ରର ଏକ ପ୍ରାଣୀ ଉଦ୍ୟାନରେ କିଡନୀ ରୋଗରେ ଏକ ବାଘର ମୃତ୍ୟୁ ହୋଇଛି। କିଡନୀ ରୋଗରେ ଚିକିତ୍ସିତ ହେଉଥିବା ବେଳେ ଜୁନ୍ ୨୧ରେ ମୃତ୍ୟୁ ଘଟିଛି। ଔରଙ୍ଗାବାଦ ମ୍ୟୁନିସିପାଲିଟି କର୍ପୋରେସନର ସ୍ୱାସ୍ଥ୍ୟ ଅଧିକାରୀ ଡକ୍ଟର ନୀତା ପାଦଲକରଙ୍କ ସୂଚନା ଅନୁଯାୟୀ, କରୋନା ପରୀକ୍ଷା ପାଇଁ ବାଘର ସ୍ବାବ ନମୁନା ସଂଗ୍ରହ କରାଯାଇଛି।

Comments are closed.