ଭଟଲି ଛକରୁ ବାଘ ଛାଲ, ଦାନ୍ତ ଓ ନଖ ଜବତ

ବରଗଡ : ବରଗଡ ଭଟଲି ଛକରୁ ବୁଧବାର ଏକ ଚିତା ବାଘର ଛାଲ, ନଖ, ଦାନ୍ତ ଜବତ କରାଯାଇଛି। ବରଗଡ ବନ ବିଭାଗ ପକ୍ଷରୁ ଏସବୁ ଜବତ କରାଯାଇ ୩ ଜଣଙ୍କୁ ଗିରଫ କରାଯାଇଛି। ବରଗଡ ଟାଉନ ଥାନାରେ ସମସ୍ତଙ୍କ ପଚାରା ଉଚୁରା କରାଯାଉଥିବା ବେଳେ ଏସବୁ ଜିନିଷ କିଏ ଆଣିଥିଲା ଓ କାହା ପାଖକୁ ଯାଉଥିଲା ତାହା ପୁଲିସ କିମ୍ବା ବନ ବିଭାଗ କିଛି ସ୍ୱଷ୍ଟ କରି ନାହିଁ।

Comments are closed.