ସ୍ମାର୍ଟ ସିଟିରେ ମାତିଛନ୍ତି ସ୍ମାର୍ଟ ଚୋର, ଟାର୍ଗେଟରେ ଔଷଧ ଦୋକାନ

ଭୁବନେଶ୍ବର: ସ୍ମାର୍ଟ ସିଟିରେ ମାତିଛନ୍ତି ସ୍ମାର୍ଟ ଚୋର। ଚୋରଙ୍କ ଟାର୍ଗେଟରେ ଔଷଧ ଦୋକାନ। ୩୦ଟଙ୍କା ପାଇଁ ଚାଲିଗଲା ୩୬ହଜାର। ଗ୍ରାହକ ସାଜି ଆସି ଚୋରୀ କରି ନେଲେ ଟଙ୍କା। ବିନା ଟଙ୍କା ଦେଇ ଔଷଧ ନେଇଗଲା ଚୋର। ଔଷଧ ଦୋକାନୀ ଚୋର ଧରିବାକୁ ଯାଇ ଦୋକାନ ଖାଲି। ଅନ୍ୟ ଜଣେ ସହଯୋଗୀ ଭିତରେ ପଶି କଳାକନା ବୁଲାଇଲୋ। ରବି ଟକିଜ ଛକ ଏବଂ ଆଇଆରସି ଭିଲେଜରେ ସମାନ ଘଟଣା। ସ୍ମାର୍ଟ ସିଟିରେ ମାତିଛନ୍ତି ସ୍ମାର୍ଟ ଚୋର, ଟାର୍ଗେଟ​‌େ​‌ର ଔଷଧ ଦୋକାନ। ରବି ଟକିଜ ଛକ ଔଷଧ ଦୋକାନରୁ ୩୬ହଜାର ଟଙ୍କା ଲୁଟ ହୋଇଥିବାବେଳେ ଆଇଆରସି ଭିଲେଜ ଔଷଧ ଦୋକାନରୁ ୪୯ହଜାର ଟଙ୍କା ଚୋରୀ ହୋଇଛି ବୋଲି ସୂଚନା ମିଳିଛି।

Comments are closed.