୧୦ ଜଣ ମୋଷ୍ଟ ଓ୍ୱାଣ୍ଟେଡ୍‌ ଆତଙ୍କବାଦୀଙ୍କ ନାମ ପ୍ରକାଶ କଲା କେନ୍ଦ୍ର ଗୃହ ମନ୍ତ୍ରାଳୟ

ନୂଆଦିଲ୍ଲୀ . – କେନ୍ଦ୍ର ଗୃହମନ୍ତ୍ରାଳୟ ପକ୍ଷରୁ କାଶ୍ମୀରରେ ସକ୍ରିୟ ୧୦ ଜଣ କୁଖ୍ୟାତ ଆତଙ୍କବାଦୀଙ୍କ ପ୍ରକାଶ କରାଯାଇଛି । ଏମାନଙ୍କୁ ମୋଷ୍ଟ ଓ୍ୱାଣ୍ଟେଡ୍‌ ତାଲିକାର ଏ++ ତାଲିକାରେ ରଖାଯାଇଛି । ଏମାନେ ୨୦୧୦ରୁ ଆତଙ୍କବାଦୀ କାର୍ଯ୍ୟକଳାପ କରିଆସୁଛନ୍ତି । ଆତଙ୍କବାଦୀ କାର୍ଯ୍ୟକଳାପରେ ସକ୍ରିୟଥିବା ଏହି ଆତଙ୍କବାଦୀଙ୍କ ନାମ-

ଓ୍ୱାସିମ ଅହମ୍ମଦ ଓରଫ୍‌ ଓସାମା (ଲକ୍ସର-ଏ -ତୋଇବା)
ମହମ୍ମଦ ଅସରଫ ଖାନ୍‌ , ଅନନ୍ତନାଗରେ ସକ୍ରିୟ ଥିବା ଆତଙ୍କବାଦୀ ହିଜାବୁଲ୍‌ ମୁଜାହିଦ୍ଦିନ୍‌ର ସଦସ୍ୟ
ମେହେରାଜୁଦ୍ଦିନ୍‌ – ବାରାମୁଲାର ହିଜାବୁଲ୍‌ ମୁଦାହିଦ୍ଦିନର ସଦସ୍ୟ
ସୈଫୁଲ୍ଲା ମୀର – ଶ୍ରୀନଗରରେ ହିଜାବୁଲ୍‌ର ସକ୍ରିୟ କ୍ୟାଡର
ଅସରଫ ଉଲ୍‌ ହକ୍‌ – ପୁଲୁଓ୍ୱାମାରେ ହିଜାବୁଲ୍‌ର ଜିଲ୍ଲା କମାଣ୍ଡର
ଏମାନଙ୍କୁ ଏ++ ଶ୍ରେଣୀରେ ରଖାଯାଇଛି ।
ହାଫିଜ୍‌ ଉମର – ପାକିସ୍ତାନୀ ଆତଙ୍କବାଦୀ ଜୈଶ-ଏ-ମହମ୍ମଦର ଅପରେସନ୍‌ କମାଣ୍ଡର

ଜେହିଦ୍‌ ଶେଖ ଓରଫ ଉମର ଆଫଗାନୀ – ଆଫଗାନୀସ୍ତାନରେ ଆଗରୁ ନାଟୋ ସେନା ବିରୁଦ୍ଧରେ ଲଢୁଥିଲା ଏବେ ଜୈଶ୍‌-ଏ -ମହମ୍ମଦର ସଦସ୍ୟ
ଜାବେଦ୍‌ ମଟ୍ଟୁ ଅଲବଦର ଆତଙ୍କବାଦୀ ସଙ୍ଗଠନର ସଦସ୍ୟ
ଏଜାଜ ଅହମ୍ମଦ ମଲ୍ଲିକ – ହିଜାବୁଲ ମୁଜାହିଦ୍ଦିନର କୁପଓ୍ୱାଡା ଜିଲ୍ଲା କମାଣ୍ଡର

Comments are closed.