ବାଣ କାରଖାନାରେ ଅଗ୍ନିକାଣ୍ଡ; ୭ ମୃତ

ତାମିଲନାଡୁ: ତାମିଲନାଡୁ କୁଡାଲୋରରେ ଥିବା ଏକ ବାଣ କାରଖାନାରେ ଅଗ୍ନିକାଣ୍ଡ ହୋଇଥିବା ଜଣାପଡ଼ିଛି। ଏଥିରେ ୭ ଜଣ ଶ୍ରମିକଙ୍କର ମୃତ୍ୟୁ ହୋଇଛି। ମୃତ ଲୋକଙ୍କ ସଂଖ୍ୟା ବଢିବାର ଅନୁମାନ କରାଯାଉଛି। ବାଣ କାରଖାନାଟି ରାଜ୍ୟ ରାଜଧାନୀ ଚେନ୍ନଇରୁ ୧୯୦ କିଲୋମିଟର ଦୂରରେ ରହିଥିବା ସୂଚନା ମିଳିଛି।

Comments are closed.