ବିଦ୍ୟାଳୟ ପରିଚାଳନା କମିଟି ଗଠିତ

ତାଳପଦର: ବିଜେପୁର ପଂଚାୟତ ସମିତି ଅର୍ନ୍ତଗତ ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିଚାଳନା କମିଟି ଗଠିତ ହୋଇଥିବା ବେଳେ ଦାମୋଦର ବିଶ୍ୱାଲ ସଭାପତି, ବନୀତା ଲୁହା ଉପସଭାପତି, ଗିତା ବିଶ୍ୱାଲ ସଭ୍ୟା, ଅଞଲି ଭରାସାଗର ଅଙ୍ଗନବାଡ଼ୀ କର୍ମୀ, ପ୍ରତୀମା ଦୀପ ଆଶା କର୍ମୀ, ପ୍ରେମଜନୀ ପଧାନ ନାଏବ ସରପଚଂ, କୁସନ୍ତି ରଣା ଶିକ୍ଷକ, ଜୟନ୍ତି ପଧାନ ପ୍ରଧାନଶିକ୍ଷକ, ବନିତା ବାଗ, ଶିକ୍ଷକ ପ୍ରତିନିଧି ଅନିରୁଦ୍ଧ ସାହୁ, କ୍ଷୀରୋଦ୍ର ସାହୁ ଓ ସୁନାଧର କୁମ୍ଭାର ମନୋନିତ ହୋଇଥିଲେ।

Comments are closed.