ନଡ଼ିଆ ଗଛରୁ ଖସି ଯୁବକ ମୃତ Samaja Digital (AH) Oct 14, 2021 ପାତ୍ରପୁର : ପାତ୍ରପୁର ଗ୍ରାମର ଜଣେ ଯୁବକ ଗୁରୁବାର ନଡ଼ିଆ ଗଛରୁ ଖସି ମୃତବରଣ କରିଥିବା ଜଣା ପଡିଛି। ତାଙ୍କର ନାମ ଟିକିନା ମହାନ୍ତି (୩୦)। ଟିକିନାକୁ ଜଣେ ବ୍ୟକ୍ତି ନଡ଼ିଆ ତୋଳିବା ପାଇଁ ନିକଟ ଏକ ଗ୍ରାମକୁ ଡାକି ନେଇ… Read More...