Browsing Tag

World

ପ୍ରଧାନମନ୍ତ୍ରୀ ଉଦଘାଟନ କରିବେ ‘ୱାର୍ଲଡ ଫୁଡ ଇଣ୍ଡିଆ ୨୦୨୩’ ପ୍ରଦର୍ଶନୀ

ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ନୂଆଦିଲ୍ଲୀର ପ୍ରଗତି ମଇଦାନରେ 'ୱାର୍ଲଡ ଫୁଡ ଇଣ୍ଡିଆ ୨୦୨୩' ପ୍ରଦର୍ଶନୀକୁ ଉଦଘାଟନ କରିବେ। ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ମନ୍ତ୍ରଣାଳୟ ଦ୍ୱାରା ଏହି ତିନି ଦିନିଆ…
Read More...

୧୧ ବର୍ଷରେ ସ୍ନାତକ ଶିକ୍ଷା ଶେଷ; ମଣିଷକୁ ଅମର କରିବା ଲକ୍ଷ୍ୟ

ନ୍ୟୁୟର୍କ: ଆମେରିକାରେ ଜଣେ ୧୧ ବର୍ଷ ବୟସ୍କ ଛାତ୍ର ସ୍ନାତକ ଶିକ୍ଷା ଶେଷ କରିଛନ୍ତି । ଏତେ କମ୍‍ ବୟସରେ ସ୍ନାତକ ହେବାରେ ସେ ଦ୍ୱିତୀୟ ଛାତ୍ର ହୋଇଛନ୍ତି । ତାଙ୍କ ପୂର୍ବରୁ ୧୯୯୪ରେ ସାଉଥ ଆଲବାମାର ୧୦ ବର୍ଷ ବୟସ୍କ…
Read More...

ଆଗାମୀ ୫-୧୦ ବର୍ଷ ମଧ୍ୟରେ କୋଭିଡ ଠାରୁ ମଧ୍ୟ ବୃହତ୍ତର ସମସ୍ୟା ଆସିବ: ଡେଭିଡ ଆଟେନବର୍ଗ

ନୂଆଦିଲ୍ଲୀ: ବିଶ୍ୱର ସୁପ୍ରସିଦ୍ଧ ବନ୍ୟପ୍ରାଣୀ ଗବେଷକ ଏବଂ ପ୍ରକୃତିପ୍ରେମୀ ସାର୍‍ ଡେଭିଡ ଆଟେନବର୍ଗ ପୃଥିବୀ ପାଇଁ ଆହୁରି ଜଟିଳ ସମସ୍ୟା ଆସୁଥିବା ଚେତାଇ ଦେଇଛନ୍ତି। ସେ କହିଛନ୍ତି, ଆଗାମୀ ପାଞ୍ଚରୁ ଦଶବର୍ଷ ମଧ୍ୟରେ…
Read More...

ବିଶ୍ୱରେ କରୋନା ମୃତ୍ୟୁ ୨୯,୮୫,୪୨୫କୁ ବୃଦ୍ଧି

ନୂଆଦିଲ୍ଲୀ: କରୋନାର ଦ୍ୱିତୀୟ ପର୍ଯ୍ୟାୟ ସଂକ୍ରମଣ ବିଶ୍ୱର ବିଭିନ୍ନ ରାଷ୍ଟ୍ରକୁ ଗୁରୁତର ଭାବରେ ପ୍ରଭାବିତ କରିବାରେ ଲାଗିଛି। ବିଶ୍ୱର ୨୧୯ଟି ରାଷ୍ଟ୍ରରେ କରୋନା ସଂକ୍ରମଣ ହୋଇଛି। ଏଥିରେ ଉଭୟ ସଂକ୍ରମିତ ଓ ମୃତକଙ୍କ…
Read More...

କରୋନା ମହାମାରୀ ସାମାଜିକ ଅସମାନତା ବୃଦ୍ଧି କରିଛି – ପୋପ୍ ଫ୍ରାନ୍ସିସ୍

କରୋନା ମହାମାରୀ ସାମାଜିକ ଅସମାନତା ବୃଦ୍ଧି କରିଛି ବୋଲି କହିଛନ୍ତି ଖ୍ରୀଷ୍ଟ ଧର୍ମର ସର୍ବୋଚ୍ଚ ଧର୍ମଗୁରୁ ପୋପ୍ ଫ୍ରାନ୍ସିସ।   ସାପ୍ତାହିକ ବାର୍ତ୍ତାରେ ପୋପ୍ କହିଛନ୍ତି ଯେ ସମସ୍ତେ ଘରୁ କାମ ନ କରିପାରିବା, କିଛି…
Read More...

କ୍ରମାଗତ ତୃତୀୟ ଥର ପାଇଁ ବେଜୋସ୍ ବିଶ୍ବର ସବୁଠାରୁ ଧନୀ ବ୍ୟକ୍ତି, ଜାଣନ୍ତୁ ମୁକେଶ ଅମ୍ବାନୀଙ୍କ ସ୍ଥାନ କେତେ

ନୂଆଦିଲ୍ଲୀ : ଇ-କମର୍ସ କମ୍ପାନୀ ଆମାଜନର ପ୍ରତିଷ୍ଠାତା ତଥା ସିଇଓ ଜେଫ୍ ବେଜୋସ୍ କ୍ରମାଗତ ତୃତୀୟ ଥର ପାଇଁ ବିଶ୍ବର ସବୁଠାରୁ ଧନୀ ବ୍ୟକ୍ତି ଭାବରେ ଶୀର୍ଷରେ ରହିଛନ୍ତି। ଫୋର୍ବସ୍ ବିଶ୍ୱର ଧନୀ ଲୋକଙ୍କ ୩୪ ତମ ବାର୍ଷିକ…
Read More...

ଆମେରିକାରେ ପୁଣି ଦିନକରେ ୨ ହଜାର ମୃତ, ବିଶ୍ବବ୍ୟାପି ମୃତ୍ୟୁ ସଂଖ୍ୟା ୮୮ ହଜାର ଟପିଲା

ୱାଶିଂଟନ: ଆମେରିକାରେ କରୋନା ଭୂତାଣୁ ଜନିତ ମୃତ୍ୟୁ ସଂଖ୍ୟା ଉଦବେଗଜନକ ଭାବେ ବଢ଼ିବାରେ ଲାଗିଛି। ସପ୍ତାହ ତଳେ ଦିକୁ ୮୦୦ରୁ ୧ ହଜାର ଲୋକଙ୍କ ମୃତ୍ୟୁ ଘଟୁଥିବାବେଳେ ଏବେ ଦୈନିକ ୨ ହଜାର ଲୋକ ଏହି ମହାମାରୀ ଭୂତାଣୁରେ…
Read More...

ବିଶ୍ବ କିଡନୀ ଦିବସ : ସୁସ୍ଥ କିଡନୀ ପାଇଁ ୫ଟି ଟିପ୍ସ

ମାନବ ଶରୀରର ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ମଧ୍ୟରୁ କିଡନୀ ବା ବୃକକ୍ ହେଉଛି ଅନ୍ୟତମ। ଶରୀରର ତରଳ ପଦାର୍ଥର ରକ୍ଷଣାବେକ୍ଷଣରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ ଏବଂ ଆମ ରକ୍ତରେ ଥିବା ବର୍ଜ୍ୟବସ୍ତୁକୁ ପରିଷ୍କାର କରିବାରେ…
Read More...