Browsing Tag

uttarakhand

ଫେବୃଆରୀ ୧୨ରେ ସଂକଳ୍ପ ନେଇଥିଲି, ଫେବୃଆରୀ ୭ରେ ବିଲ୍‌ ପାସ୍‌: ଧାମୀ

ଡେରାଡୁନ: ସ୍ବାଧୀନତା ପରେ ଦେଶର ପ୍ରଥମ ଏକକ ନାଗରିକ ସଂହିତା ବିଧେୟକ ଉତ୍ତରାଖଣ୍ଡ ୨୦୨୪ ବିଧାନସଭାରେ ପାରିତ ହୋଇଛି। ଦୁଇ ଦିନର ଲମ୍ବା ଚର୍ଚ୍ଚା, ତର୍କ ଓ ବିତର୍କ ପରେ ବୁଧବାର ସନ୍ଧ୍ୟାରେ ଗୃହରେ ବହୁମତରେ ଏହି ବିଲ୍…
Read More...

ଉତ୍ତରାଖଣ୍ଡ ସୁଡ଼ଙ୍ଗ ଭୁଶୁଡିବା ଘଟଣା – ଅଲଗା ମୋଡ଼ ନ ଦେବାକୁ ଟିଭି ଚ୍ୟାନେଲଗୁଡିକୁ ସରକାରଙ୍କ ପରାମର୍ଶ

ଡେସ୍କ: ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଟେଲିଭିଜନ ଚ୍ୟାନେଲଗୁଡ଼ିକୁ ଉତ୍ତରାଖଣ୍ଡର ସିଲ୍କ୍ୟାରାଠାରେ ସୁଡ଼ଙ୍ଗରେ ଫସି ରହିଥିବା ଶ୍ରମିକଙ୍କ ଉଦ୍ଧାର କାର୍ଯ୍ୟ ସହ ଜଡିତ ସମ୍ବାଦକୁ ସମ୍ବେଦନଶୀଳ ନ କରିବାକୁ କହିଛି। ଏହି…
Read More...

ଭାରତରେ ରହିଛି ପରୀଙ୍କ ପର୍ବତ: ପ୍ରତି ରାତିରେ ସ୍ୱର୍ଗରୁ ଆସୁଛନ୍ତି ପରୀ

ଡେରାଡୁନ: ପରୀ ରାଇଜକୁ ନେଇ ଅନେକ ଲୋକକଥା ରହିଛି । ପରୀମାନେ କିଭଳି ଅତି ସୁନ୍ଦର, ସେମାନେ କେମିତି ପୃଥିବୀ ପୃଷ୍ଠରେ ସନ୍ତୁଷ୍ଟ ହେଉଥିବା ଲୋକଙ୍କର ସବୁକିଛି ଭଲ କରିଥାନ୍ତି, ସେ କଥା ଆଈ ମା’ କାହାଣୀରେ ଭରି ରହିଛି ।…
Read More...

ଚାମୋଲିରେ ବାଦଲଫଟା ବର୍ଷା; ଉଦ୍ଧାର ଓ ରିଲିଫ କାର୍ଯ୍ୟ ଜାରି

ରିଷିକେଶ:  ଉତ୍ତରାଖଣ୍ଡର ଚାମୋଲି ଜିଲାରେ ସୋମବାର ପ୍ରତ୍ୟୁଷରେ ବାଦଲ ଫଟା ବର୍ଷା ହୋଇଛି। ଭୋର ପ୍ରାୟ ୫.୩୦ରେ ନାରାୟଣ ନଗର ବ୍ଲକର ପାଙ୍ଗତି ଗ୍ରାମରେ ବାଦଲ ଫଟା ବର୍ଷା ହୋଇଥିଲା। ଏଥିରେ ସେଠାରେ ଥିବା ସୀମାନ୍ତ ସଡକ…
Read More...

୧୩ ଜୁଲାଇ ପର୍ଯ୍ୟନ୍ତ କରୋନା କଟକଣା ବୃଦ୍ଧି କଲେ ଉତ୍ତରାଖଣ୍ଡ ସରକାର

ଡେରାଡୁନ: ଜୁଲାଇ ୧୩ ତାରିଖ ପର୍ଯ୍ୟନ୍ତ କରୋନା କଟକଣା ବୃଦ୍ଧି କରିଛନ୍ତି ଉତ୍ତରାଖଣ୍ଡ ସରକାର। ସୋମବାର ଏନେଇ ଘୋଷଣା କରାଯାଇଛି। ୧୩ ତାରିଖ ସକାଳ ୬ଟା ଯାଏ ଏହି କଟକଣା ବଳବତ୍ତର ରହିବ। ନୂତନ ନିର୍ଦ୍ଦେଶାବଳୀ…
Read More...

ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ପୁଷ୍କର ସିଂହ ଧାମି

ଡେରାଡୁନ: ଉତ୍ତରାଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି। ରବିବାର ଡେରାଡୁନ ସ୍ଥିତ ରାଜଭବନରେ ଆୟୋଜିତ ଶପଥ ଗ୍ରହଣ ସମାରୋହରେ ରାଜ୍ୟର ୧୧ତମ ମୁଖ୍ୟମନ୍ତ୍ରୀ ଭାବେ…
Read More...

ପୁଷ୍କର ସିଂହ ଧାମି ଉତ୍ତରାଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ, ରବିବାର ରାଜଭବନରେ ହେବ ଶପଥ ଗ୍ରହଣ ସମାରୋହ

ଡେରାଡୁନ: ଉତ୍ତରାଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ ଭାବେ ନିର୍ବାଚିତ ହୋଇଛନ୍ତି ପୁଷ୍କର ସିଂହ ଧାମି। ଖଟିମା ବିଧାନସଭା ଆସନରୁ ବିଜେପି ବିଧାୟକ ଥିବା ୪୫ ବର୍ଷିୟ ଧାମି ଉତ୍ତରାଖଣ୍ଡର ସବୁଠାରୁ କମ୍ ବୟସର ମୁଖ୍ୟମନ୍ତ୍ରୀ।…
Read More...

ଉତ୍ତରାଖଣ୍ଡର ଦେବପ୍ରୟାଗରେ ବାଦଲଫଟା ବର୍ଷା; ଧୋଇଗଲା ଦୋକାନ ବଜାର ଓ ବହୁ ଘର

ଡେରାଡୁନ: ମଙ୍ଗଳବାର ଦିନ ଉତ୍ତରାଖଣ୍ଡର ଦେବପ୍ରୟାଗରେ ପ୍ରକୃତିର ଧ୍ୱଂସଲୀଳା ପୁଣି ଦେଖିବାକୁ ମିଳିଛି। ତେହରି ଗଡୱାଲ ଜିଲାର ଉଚ୍ଚ ପାର୍ବତ୍ୟାଞ୍ଚଳରେ ଥିବା ଦେବପ୍ରୟାଗରେ ବାଦଲଫଟା ବର୍ଷା ହେବାରୁ ଦେବପ୍ରୟାଗ ବଜାରରେ…
Read More...

ଉତ୍ତରାଖଣ୍ଡରେ ଭୂକମ୍ପ ଅନୁଭୂତ

ନୂଆଦିଲ୍ଳୀ : ଉତ୍ତରାଖଣ୍ଡ ତେହେରୀରେ ମଙ୍ଗଳବାର ସନ୍ଧ୍ୟା ପ୍ରାୟ ୬ଟା ୧୮ ମିନିଟ୍ ରେ ଭୂକମ୍ପ ଅନୁଭୂତ ହୋଇଛି। ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୩.୪ ରେକର୍ଡ କରାଯାଇଛି। ଏଥିରେ କୌଣସି କ୍ଷୟକ୍ଷତି ହୋଇନଥିବା…
Read More...