Browsing Tag

USA

ଅଭିନେତ୍ରୀ ତାନ୍ୟା ରବର୍ଟ୍ସଙ୍କ ପରଲୋକ

ଆମେରିକାର ଜଣାଶୁଣା ଅଭିନେତ୍ରୀ ତାନ୍ୟା ରବର୍ଟ୍ସଙ୍କ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୫ ବର୍ଷ ହୋଇଥିଲା। ଗତ ଡିସେମ୍ବର ୨୫ ତାରିଖ ସନ୍ଧ୍ୟାରେ ତାଙ୍କ କୁକୁରକୁ ବୁଲାଇବାକୁ ବାହାରକୁ ନେଇଥିଲେ। ଘରକୁ…
Read More...

ଫେସ୍‌ବୁକରେ ଫ୍ରେଣ୍ଡ୍‌ ରିକ୍ୟୁଏଷ୍ଟ ଗ୍ରହଣ ନ କରିବାରୁ ପୂର୍ବତନ ବସ୍‌ଙ୍କୁ ହତ୍ୟା ଧମକ, ଯୁବକ ଗିରଫ

ଫେସବୁକରେ ଫ୍ରେଣ୍ଡ ରିକ୍ୟୁଏଷ୍ଟ ପଠାଇବା ଏବଂ ତାହାକୁ ଗ୍ରହଣ କରିବା ଏକ ସାଧାରଣ କଥା। ପ୍ରତିଦିନ ଏମିତି ଲକ୍ଷ ଲକ୍ଷ ରିକ୍ୟୁଏଷ୍ଟ ସୋସିଆଲ ମିଡିଆରେ ପଠାଯାଉଛି। କେହି ତାହାକୁ ଗ୍ରହଣ କରନ୍ତି, ଆଉ କେହି ଅଣଦେଖା…
Read More...

ଜୁଲିଆନ ଆସାଞ୍ଜଙ୍କୁ ଆମେରିକା ପ୍ରତ୍ୟର୍ପଣ କରିବନି ବ୍ରିଟେନ

ଲଣ୍ଡନ: ୱିକିଲିକ୍ସ ପ୍ରତିଷ୍ଠାତା ଜୁଲିଆନ ଆସାଞ୍ଜଙ୍କୁ ଆମେରିକାକୁ ପ୍ରତ୍ୟର୍ପଣ କରାଯିବ ନାହିଁ। ସେ ଆତ୍ମହତ୍ୟା କରିବାର ଯଥେଷ୍ଟ ସମ୍ଭାବନା ରହିଥିବାରୁ ତାଙ୍କୁ ପ୍ରତ୍ୟର୍ପଣ କରାଯାଇ ପାରିବ ନାହିଁ ବୋଲି ବ୍ରିଟେନର…
Read More...

ନିର୍ଦୋଷ ହୋଇ ବି ୨୮ ବର୍ଷ ଜେଲରେ ରହିଲେ, ସରକାର ଦେଲେ ୭୧ କୋଟି କ୍ଷତିପୂରଣ

କଥାରେ ଅଛି ୧୦୦ ଦୋଷୀ ଖସିଯାଆନ୍ତୁ, କିନ୍ତୁ ଜଣେ ନିର୍ଦୋଷୀ ଦଣ୍ଡ ନ ପାଉ। ମାତ୍ର ଅନେକ ସମୟରେ ଏଥିରେ ବିଚ୍ୟୁତି ଦେଖିବାକୁ ମିଳିଥାଏ। ନିର୍ଦୋଷ ହୋଇ ବି ଜେଲ୍‌ ଦଣ୍ଡ ଭୋଗିବାକୁ ପଡ଼େ। ଏପରି ଏକ ଘଟଣା ଦେଖିବାକୁ…
Read More...

ଡାନିଏଲ ପର୍ଲ ହତ୍ୟା ମାମଲା: ଆତଙ୍କବାଦୀ ଉମର ଶେଖକୁ ଜେଲରୁ ମୁକ୍ତ କରିବାକୁ ପାକ୍‌ କୋର୍ଟଙ୍କ ନିର୍ଦେଶ

ଇସଲାମାବାଦ: ଆମେରିକୀୟ ସାମ୍ବାଦିକ ଡାନିଏଲ ପର୍ଲଙ୍କ ହତ୍ୟାକାରୀ ତଥା ଆତଙ୍କବାଦୀ ଉମର ଶେଖ ଏବେ ଜେଲ୍‌ରୁ ମୁକୁଳିବ। ପାକିସ୍ତାନର ଏକ କୋର୍ଟ ଉମର ସମେତ ୪ ଅଭିଯୁକ୍ତଙ୍କୁ ଛାଡ଼ିବାକୁ ନିର୍ଦେଶ ଦେଇଛନ୍ତି। ପୂର୍ବରୁ…
Read More...

କୃଷକ ଆନ୍ଦୋଳନ: ଭାରତ ସହ ଆଲୋଚନା ପାଇଁ ପମ୍ପିଓଙ୍କ ନିକଟରେ ୭ ଆମେରିକୀୟ ସାଂସଦଙ୍କ ଦାବି

ୱାଶିଂଟନ: ଭାରତରେ ଚାଲିଥିବା କୃଷକ ଆନ୍ଦୋଳନ ସମ୍ପର୍କରେ ନିଜ ପ୍ରତିପକ୍ଷଙ୍କ ସହ ଆଲୋଚନା ପାଇଁ ଆମେରିକା ବୈଦେଶିକ ମନ୍ତ୍ରୀ ମାଇକ୍‌ ପମ୍ପିଓଙ୍କ ନିକଟରେ ଦାବି କରିଛନ୍ତି ୭ ଆମେରିକୀୟ ସାଂସଦ। ଏହି ସାଂସଦଙ୍କ ମଧ୍ୟରେ…
Read More...

ଆମେରିକାରେ ଓଡ଼ିଆ ହୋଟେଲ ମ୍ୟାନେଜରଙ୍କ ମୃତ୍ୟୁ

ଭୁବନେଶ୍ଵର: ଆମେରିକାର ଏକ ହୋଟେଲରେ ମ୍ୟାନେଜର ଭାବେ କାର୍ଯ୍ୟ କରୁଥିବା ଜଣେ ଓଡ଼ିଆ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ନାମ ହେଉଛି ଅଖିଲ ଭୁଆଁ ସୁମନ୍ତ କୁମାର ଦୀନବନ୍ଧୁ। ତାଙ୍କ ବୟସ ୫୪ ବର୍ଷ। ସେ ଟେକ୍ସାସ୍‌ର…
Read More...

ମୋଦୀଙ୍କୁ ମିଳିଲା ସର୍ବୋଚ୍ଚ ଆମେରିକୀୟ ସମ୍ମାନ ‘ଲେଜିଅନ ଅଫ ମେରିଟ୍‌’

ୱାଶିଂଟନ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଆମେରିକାର ସର୍ବୋଚ୍ଚ ସମ୍ମାନ ‘ଲେଜିଅନ ଅଫ ମେରିଟ୍‌’ରେ ସମ୍ମାନିତ କରାଯାଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମୋଦୀଙ୍କୁ ଏହି ସମ୍ମାନ ପ୍ରଦାନ କରିଛନ୍ତି।…
Read More...

ଚୀନକୁ ବଡ଼ ଝଟ୍‌କା; ୧୨ କମ୍ପାନୀକୁ କଳା ତାଲିକାଭୁକ୍ତ କଲା ଆମେରିକା

ୱାଶିଂଟନ: ଚୀନକୁ ବଡ଼ ଝଟ୍‌କା ଦେଇଛି ଆମେରିକା। ଚୀନର ପ୍ରାୟ ୧୨ଟି ବଡ଼ କମ୍ପାନୀକୁ ଆମେରିକା କଳା ତାଲିକାଭୁକ୍ତ କରିଛି। ଏହି କମ୍ପାନୀଗୁଡ଼ିକ ମଧ୍ୟରେ ଚୀନର ସବୁଠୁ ବଡ଼ ଚିପ୍‌ ନିର୍ମାତା କମ୍ପାନୀ ‘ସେମିକଣ୍ଡକ୍ଟର…
Read More...

ଆମେରିକାର ଭାରତ ବିରୋଧୀ ପଦକ୍ଷେପ; ଅର୍ଥ ହେରଫେର କରୁଥିବା ୧୦ ଦେଶର ‘ତଦାରଖ ତାଲିକା’ରେ ସ୍ଥାନିତ କଲା

ନୂଆଦିଲ୍ଲୀ: ଆମେରିକା ପୁଣି ଥରେ ଭାରତ ବିରୋଧୀ ପଦକ୍ଷେପ ନେଇଛି। ଭାରତ ପ୍ରତି ଟ୍ରମ୍ପ ପ୍ରଶାସନ କଡ଼ା ଆଭିମୁଖ୍ୟ ଗ୍ରହଣ କରି ଚୀନ, ତାଇୱାନ ଦେଶ ସହିତ ଭାରତକୁ କରେନ୍ସି ମ୍ୟାନିପୁଲେଟର୍ସ ଅର୍ଥାତ୍‌ ମୁଦ୍ରା ହେରଫେର…
Read More...