Browsing Tag

uae

୫୫ଫୁଟ ସମୁଦ୍ର ତଳେ ସ୍କୁବା ଡାଇଭିଂ: କମାଲ କଲେ ଓଡ଼ିଆ ବାପା-ଝିଅ

ସମାଜ ଡିଜିଟାଲ ଡେସ୍କ: ଦୁବାଇ ନିବାସୀ ଓଡ଼ିଆ ବାପା-ଝିଅ ଗଭୀର ସମୁଦ୍ର ତଳେ ସ୍କୁବା ଡାଇଭିଂ କରି କମାଲ କରିଛନ୍ତି। ୫୫ଫୁଟ ଗଭୀର ସମୁଦ୍ର ତଳେ ଥିବା ଉଡାଜାହାଜ ଭିତରକୁ ସ୍କୁବା ଡାଇଭିଂ କରିଛନ୍ତି ପ୍ରିୟଦର୍ଶୀ…
Read More...

ୟୁଏଇ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ: ଦୁଇ ଦିନିଆ ୟୁଏଇ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୟୁଏଇର ରାଷ୍ଟ୍ରପତି ଶେଖ୍‍ ମହମ୍ମଦ ବିନ୍‍ ଜାଏଦ ଅଲ ନାହୟାନଙ୍କ ସହ ବିଭିନ୍ନ ପ୍ରସଙ୍ଗରେ…
Read More...

ରିଲିଜ ପୂର୍ବରୁ ‘ଫାଇଟର’ ନିର୍ମାତାଙ୍କୁ ଝଟକା, ଏହି ଦେଶରେ ନିଷେଧ

ନୂଆଦିଲ୍ଲୀ : ହ୍ରିତିକ ରୋଶନ ଏବଂ ଦୀପିକା ପାଦୁକୋନଙ୍କ ଆକ୍ସନ୍ ଫିଲ୍ମ ‘ଫାଇଟର୍' ବିଷୟରେ ଏକ ବଡ଼ ଖବର ଏବେ ସାମ୍ନାକୁ ଆସିଛି । ଖୁବ୍ ଶୀଘ୍ର ଏହି ଚଳଚ୍ଚିତ୍ର ପ୍ରେକ୍ଷାଳୟକୁ ଆସିବାକୁ ଯାଉଛି । ଏହି ଚଳଚ୍ଚିତ୍ରଟି…
Read More...

ସଞ୍ଜୟ ଦତ୍ତଙ୍କୁ ୟୁଏଇର ଗୋଲ୍ଡେନ ଭିସା

ମୁମ୍ବଇ: ସଂଯୁକ୍ତ ଆରବ ଏମିରେଟ୍ସ କର୍ତ୍ତୃପକ୍ଷ ଅଭିନେତା ସଞ୍ଜୟ ଦତ୍ତଙ୍କୁ ଗୋଲ୍ଡେନ ଭିସା ପ୍ରଦାନ କରିଛନ୍ତି। ୟୁଏଇର ଜିଡିଆରଏଫଏ, ଦୁବାଇ ମହାନିର୍ଦ୍ଦେଶକ ମେଜର ଜେନେରାଲ ମହମ୍ମଦ ଅଲ୍‍ ମାରି ସଞ୍ଜଙ୍କୁ ଏହି ଭିସା…
Read More...

ବରୁଣ ନୋୖ ସମରାଭ୍ୟାସ ଏପ୍ରିଲ ୨୫ରୁ : ଭାରତ, ଫ୍ରାନ୍ସ, ୟୁଏଇ ଅଂଶଗ୍ରହଣ କରିବେ

ନୂଆଦିଲ୍ଲୀ: ଚଳିତ ମାସ ୧୫ ତାରିଖରୁ ପାରସ୍ୟ ଉପସାଗରରେ ଆରମ୍ଭ ହେବାକୁ ଯାଉଛି ବରୁଣ ନୋୖ ସମରାଭ୍ୟାସ। ଏଥିରେ ଭାରତ ସମେତ ଫ୍ରାନ୍ସ ଓ ୟୁଏଇ ଅଂଶଗ୍ରହଣ କରିବେ। ୟୁଏଇ ପ୍ରଥମ ଥର ପାଇଁ ଭାରତ ଓ ଫ୍ରାନ୍ସର ନୋୖସେନା ସହିତ…
Read More...

ଦ୍ୱିପାକ୍ଷିକ ବାଣିଜ୍ୟ ସହଯୋଗ ଆଲୋଚନା ପାଇଁ ଆବୁଧାବିରେ ଜୟଶଙ୍କର

ଆବୁଧାବି: ସଂଯୁକ୍ତ ଆରମ ଏମିରେଟ୍ସ ସହିତ ଦ୍ୱିପାକ୍ଷିକ ଅର୍ଥନୈତିକ ସହଯୋଗ ତଥା ପାରସ୍ପରିକ ଏବଂ ଆଞ୍ଚଳିକ ସ୍ୱାର୍ଥ ସମ୍ବଳିତ ପ୍ରସଙ୍ଗ ଉପରେ ଆଲୋଚନା କରିବାକୁ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ଏଠାରେ…
Read More...

୨୦୨୨ ସୁଦ୍ଧା ଚନ୍ଦ୍ରକୁ ରୋଭର ପଠାଇବେ ଜାପାନ ଓ ୟୁଏଇ

ଦୁବାଇ: ମହାକାଶ ଅଭିଯାନରେ ଏବେ ସାମିଲ ହୋଇଛି ସଂଯୁକ୍ତ ଆରବ ଏମିରେଟ୍‍ସ (ୟୁଏଇ)। ମଙ୍ଗଳକୁ ମହାକାଶ ଯାନ ପଠାଇବା ପରେ ୨୦୨୨ ସୁଦ୍ଧା ଚନ୍ଦ୍ରକୁ ରୋଭର ପଠାଇବା ପାଇଁ ଜାପାନ ସହିତ ଏକ ରାଜିନାମା କରିଛି ୟୁଏଇ। ଜାପାନର…
Read More...

ଦୁବାଇରେ ଭାରତୀୟ ଦମ୍ପତିଙ୍କ ଅନନ୍ୟ ବିବାହ – “ଡ୍ରାଇଭ ବାୟ ବିବାହ ଉତ୍ସବ”

ଦୁବାଇ : ସଂଯୁକ୍ତ ଆରବ ଏମିରେଟ୍ସରେ ଜଣେ ଭାରତୀୟ ଦମ୍ପତି କରୋନା ଜୀବାଣୁ ସଂକ୍ରମଣକୁ ଏଡାଇବା ପାଇଁ ଏବଂ ସାମାଜିକ ଦୂରତା ଅନୁସରଣ କରି ଏକ ନିଆରା ଢଙ୍ଗରେ ବିବାହ ଉତ୍ସବ ଆୟୋଜନ କରିଛନ୍ତି। ଏହାକୁ “ଡ୍ରାଇଭ ବାୟ ବିବାହ…
Read More...

ୟୁଏଇ ଏବଂ ସିଙ୍ଗାପୁର ଭଳି ଭାରତରେ ନିର୍ମାଣ ହେବ ୭୦ ମହଲା ବିଶିଷ୍ଟ ଅଟ୍ଟାଳିକା, ଏହି ରାଜ୍ୟକୁ ମିଳିଛି ଅନୁମତି

ନୂଆଦିଲ୍ଲୀ : ୟୁଏଇ ଏବଂ ସିଙ୍ଗାପୁର ସହରର ବଡ ବଡ ଅଟ୍ଟାଳିକା ଉପରେ ସମସ୍ତଙ୍କ ଆଖି କିଛି ସମୟ ପାଇଁ ଅଟକିଯାଏ। ଲୋକମାନେ ଏହିପରି ଅଟ୍ଟାଳିକା ଦେଖିବାକୁ ବିଦେଶ ଯିବାକୁ ଇଚ୍ଛା କରନ୍ତି। କିନ୍ତୁ ଏବେ ସେଭଳି ଅଟ୍ଟାଳିକା…
Read More...

ୟୁଏଇରେ ଆଇପିଏଲ୍ ଆୟୋଜନକୁ ସରକାରଙ୍କ ସବୁଜ ସଙ୍କେତ; ଅନୁମତି ଦେଲା ଗୃହ ମନ୍ତ୍ରଣାଳୟ

ନଆଦିଲ୍ଲୀ: ବିସିସିଆଇ ପକ୍ଷରୁ ୟୁଏଇରେ ଆଇପିଏଲ୍ ଆୟୋଜନ ପ୍ରସ୍ତାବକୁ କେନ୍ଦ୍ର ସରକାର ଦେଇଛନ୍ତି ସବୁଜ ସଙ୍କେତ । କେନ୍ଦ୍ର ଗୃହ ମନ୍ତ୍ରଣାଳୟ ବିସିସିଆଇକୁ କ୍ରୀଡ଼ା ଆୟୋଜନ ନିମନ୍ତେ ସ୍ବୀକୃତି ଦେବା ପରେ ଆୟୋଜନ…
Read More...