Browsing Tag

tractor rally

ଦିଲ୍ଲୀ ହିଂସାର ଛାତିଥରା ଦୃଶ୍ୟ; ସାମ୍ନାକୁ ଆସିଲା ଭିଡିଓ

ନୂଆଦିଲ୍ଲୀ: ଗତ ମଙ୍ଗଳବାର ସାଧାରଣତନ୍ତ୍ର ଦିବସ ଅବସରରେ ଦିଲ୍ଲୀରେ କୃଷକ ସଂଗଠନଗୁଡ଼ିକ ପକ୍ଷରୁ ଟ୍ରାକ୍ଟର ରାଲି ବେଳେ ହିଂସା ଘଟିଥିଲା। କୃଷକମାନେ ପୁଲିସ ଉପରକୁ ପଥର ଫିଙ୍ଗିବା ସହିତ ମରଣାନ୍ତକ ଆକ୍ରମଣ କରିଥିଲେ।…
Read More...

ଦିଲ୍ଲୀ ହିଂସାର ସୂତ୍ରଧର ଏହି ଅଭିନେତା ଓ ଗ୍ୟାଙ୍ଗଷ୍ଟର; ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀଙ୍କ ସହ ରହିଛି ଫଟୋ

ନୂଆଦିଲ୍ଲୀ: ଟ୍ରାକ୍ଟର ରାଲି ନାଁରେ ଦିଲ୍ଲୀରେ ଗଣତନ୍ତ୍ର ଦିବସରେ ସୃଷ୍ଟି ହୋଇଥିବା ହିଂସାକାଣ୍ଡର ମୁଖ୍ୟ ସୂତ୍ରଧର ହେଉଛନ୍ତି ଅଭିନେତା ଦୀପ ସିଦ୍ଧୁ ଏବଂ ଗ୍ୟାଙ୍ଗଷ୍ଟର ଲଖା ସିଦ୍ଧାନା। ଏହି ଦୁଇଜଣଙ୍କୁ ନେଇ ଏବେ…
Read More...

ଦିଲ୍ଲୀ ହିଂସା: ୨୨ ମାମଲା ରୁଜୁ, ୮୬ ପୁଲିସ କର୍ମଚାରୀ ଆହତ

ନୂଆଦିଲ୍ଲୀ: କୃଷି ଆଇନ ବିରୋଧରେ ରାଜଧାନୀ ନୂଆଦିଲ୍ଲୀରେ ଗଣତନ୍ତ୍ର ଦିବସରେ ଟ୍ରାକ୍ଟର ରାଲି ସମୟରେ ଚାଷୀଙ୍କ ଦ୍ବାରା ଘଟିଥିବା ହିଂସା ଘଟଣାରେ ପୁଲିସ ବୁଧବାର ସୁଦ୍ଧା ୨୨ଟି ମାମଲା ରୁଜୁ କରିଛି। ସେଥିରୁ ୫ଟି ମାମଲା…
Read More...

ଦିଲ୍ଲୀ-ଏନସିଆରରେ ଇଣ୍ଟରନେଟ୍‌ ସେବା ବନ୍ଦ, ୱାର୍କ ଫ୍ରମ୍‌ ହୋମ ଓ ଅନ୍‌ଲାଇନ କ୍ଲାସ ପ୍ରଭାବିତ

ନୂଆଦିଲ୍ଲୀ: ସାଧାରଣତନ୍ତ୍ର ଦିବସରେ ଟ୍ରାକ୍ଟର ରାଲି ସମୟରେ ଚାଷୀମାନେ ହିଂସାକାଣ୍ଡ ଘଟାଇବା ପରେ ଦିଲ୍ଲୀ-ଏନସିଆର ଅନ୍ତର୍ଗତ ବିଭିନ୍ନ ଅଞ୍ଚଳରେ ଇଣ୍ଟରନେଟ୍‌ ସେବା ବନ୍ଦ କରିଦିଆଯାଇଛି। ଏହା ଫଳରେ କରୋନା ଯୋଗୁ ଘରେ…
Read More...

ଚାଷୀଙ୍କ ଟ୍ରାକ୍ଟର ରାଲିକୁ ଦିଲ୍ଲୀ ପୁଲିସର ଅନୁମତି

ନୂଆଦିଲ୍ଲୀ: କୃଷି ଆଇନ ବିରୋଧରେ ଆନ୍ଦୋଳନରତ ଚାଷୀମାନେ ସାଧାରଣତନ୍ତ୍ର ଦିବସ ଅବସରରେ ଦିଲ୍ଲୀରେ ଟ୍ରାକ୍ଟର ରାଲି ଆୟୋଜନ କରିବାକୁ ପ୍ରସ୍ତୁତି ଜୋରଦାର କରିଛନ୍ତି। ଏଥିପାଇଁ କୃଷକ ସଂଗଠନଗୁଡ଼ିକ ପକ୍ଷରୁ ଦିଲ୍ଲୀ…
Read More...

ଟ୍ରାକ୍ଟର ରାଲି ଉପରେ ହସ୍ତକ୍ଷେପ କରିବାକୁ ମନା କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ସାଧାରଣତନ୍ତ୍ର ଦିବସ ଅବସରରେ ଚାଷୀମାନେ ଟ୍ରାକ୍ଟର ରାଲି ପାଇଁ କରିଥିବା ଘୋଷଣା ବିରୋଧରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ସୁପ୍ରିମକୋର୍ଟରେ ଆଗତ ପିଟିଶନର ଶୁଣାଣି ବୁଧବାର ହୋଇଥିଲା। ଏହି ସମୟରେ ସର୍ବୋଚ୍ଚ…
Read More...

୨୬ରେ କୃଷକଙ୍କ ଟ୍ରାକ୍ଟର ରାଲି; ଦିଲ୍ଲୀ ପୁଲିସ ଉପରେ ନିଷ୍ପତ୍ତି ଛାଡ଼ିଲେ ସୁପ୍ରିମକୋର୍ଟ, ୨୦ରେ ପରବର୍ତ୍ତୀ ଶୁଣାଣି

ଜାନୁୟାରୀ ୨୬ ଗଣତନ୍ତ୍ର ଦିବସ ଅବସରରେ କୃଷକଙ୍କ ଦ୍ବାରା ଆୟୋଜନ କରାଯିବାକୁ ଥିବା ଟ୍ରାକ୍ଟର ରାଲି ବିରୋଧରେ ସୁପ୍ରିମକୋର୍ଟରେ ରୁଜୁ ହୋଇଥିବା ଏକ ପିଟିଶନର ଶୁଣାଣି ସୋମବାର ହୋଇଛି। ଟ୍ରାକ୍ଟର ରାଲି ସମ୍ପର୍କରେ…
Read More...

ନବରଙ୍ଗପୁର ଟ୍ରାକ୍ଟର ମାଲିକ ଓ ଡ୍ରାଇଭର ସଂଘ ପକ୍ଷରୁ ଟ୍ରାକ୍ଟର ଶୋଭାଯାତ୍ରା ଓ ଜିଲାପାଳଙ୍କୁ ଦାବୀପତ୍ର ପ୍ରଦାନ

ନବରଙ୍ଗପୁର: ପ୍ରଥମଥର ପାଇଁ ନବରଙ୍ଗପୁର ଟ୍ରାକ୍ଟର ମାଲିକ ଓ ଡ୍ରାଇଭର ସଂଘ ପକ୍ଷରୁ ବିଭିନ୍ନ ଦାବୀ ନେଇ ଏକ ବିରାଟ ଟ୍ରାକ୍ଟର ଶୋଭାଯାତ୍ରା କରାଯାଇଛି। ଚାଉଁରିଆଗୁଡା ଠାରୁ ଜିଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଏହା…
Read More...