Browsing Tag

todays horoscope

ମଙ୍ଗଳବାର ରାଶିଫଳ: ଏହି ରାଶିରେ ଉଚ୍ଚାସନ ଲାଭ କରିବେ

ମେଷ-  ପିତାମାତାଙ୍କ ଆତ୍ମାର ମୁକ୍ତି ଲାଭ ପାଇଁ ସ୍ବେଚ୍ଛାକୃତ ଭାବେ ଆଗ୍ରହର ସହିତ ଧନ ବ୍ୟୟ କରିପାରନ୍ତି। ଗୁଣର ପ୍ରସାର ଘଟାଇବା ସମ୍ଭବ ହେବ ନାହିଁ। ମଧୁର କଥାରେ ପରକୁ ଆପଣାର କରି​‌େ​‌ବ। ବୃଷ-  ଜ୍ଞାନ ପିପାସୁ…
Read More...

ଆଜିର ରାଶିଫଳ: ପରମ ଭାଗ୍ୟଶାଳୀ ହୋଇପାରନ୍ତି ଏହି ରାଶିର ବ୍ୟକ୍ତି

ମେଷ- ମନ ପ୍ରସନ୍ନ ରହିବ। କୁଳ ପ୍ରଦୀପ ହେବେ। ସୁସ୍ଥ ଓ ନିରାମୟ ରହିବେ। ଦୟାଳୁ ସ୍ବଭାବର ହୋଇପାରନ୍ତି। ବ୍ୟବସାୟ ଲାଭପ୍ରଦ ହେବ। ଯଶସ୍ବୀ ହେବେ। ପାରିବାରିକ ସ୍ନେହ, ଶ୍ରଦ୍ଧା ଅତୁଟ ରହିବ। ସୁସ୍ଥ ରହିବେ। ବୃଷ-…
Read More...

ଆଜିର ରାଶିଫଳ ୨୪.୦୨.୨୦୧୮ (ଶନିବାର)

ମେଷ: ପୈତୃକ ସମ୍ପତ୍ତି ବିବାଦର ସମାଧାନ ହେବା ପରମ ସୌଭାଗ୍ୟଶାଳୀ ହେବେ। ଶୋଭନ ବ୍ୟକ୍ତିତ୍ୱର ପରିଚୟ ସୃଷ୍ଟି କରିବେ। ମଧୁରଭାଷୀ, ସହନଶୀଳ, ଶାନ୍ତିପ୍ରିୟ ଓ ଉଦାର ବିଦ୍ୟାପ୍ରେମୀ ହେବେ। ଧନପ୍ରାପ୍ତ ହେବେ। ବୃଷ:…
Read More...

ଆଜିର ରାଶିଫଳ ୨୩.୦୨.୨୦୧୮ (ଶୁକ୍ରବାର)

ମେଷ: ମାନସିକ ସ୍ତରରେ ଚିନ୍ତା ବୃଦ୍ଧି ହେବ। ସ୍ୱାଧୀନ ଚିନ୍ତାଧାରା ନେଇ କିଛି କରିବା ସମ୍ଭବ ନୁହେଁ। ନୈତିକତା ବୃଦ୍ଧି ହେବ। ମନସ୍କାମନା ପୂରଣ ହେବ। ପାରିବାରିକ ସୁଖ ମିଳିବ। ଭାଗ୍ୟର ପରିବର୍ତ୍ତନ ଘଟିବ। ବୃଷ: ଜନ…
Read More...