Browsing Tag

tiger news

ଜନବସତିରେ ପଶିଲା ବାଘ ; ଭୟଭୀତ ସ୍ଥାନୀୟ ଲୋକେ

ମେରଠ : ଘର ଭିତରେ ହଠା୍ତ ବାଘ ପଶିଲେ ପରିସ୍ଥିତ କିଭଳି ହେବ ଚିନ୍ତା କରନ୍ତୁ। ଭାବିଲେ ମଧ୍ୟ ଭୟରେ ଲୋମ ଟାଙ୍କୁରି ଉଠିଥାଏ। ଏଭଳି ଏକ ଘଟଣା ଘଟିଛି ଉତ୍ତର ପ୍ରଦେଶ ମେରଠର ମୋଦିପୁରମ ଗାଁରେ। ଶୁକ୍ରବାର ସକାଳେ ଏକ…
Read More...

ବାଘ ଲଢେଇ ; ଗର୍ଜନରେ କମ୍ପି ଉଠିଲା ଅଭୟାରଣ୍ୟ

ସିବନୀ : ମଧ୍ୟପ୍ରଦେଶ ଅନ୍ତର୍ଗତ ସିବନୀ ଜିଲାର ପେଞ୍ଚ ବ୍ୟାଘ୍ର ଅଭୟାରଣ୍ୟରେ ଦୁଇଟି ବାଘଙ୍କ ଲଢେଇର ଭିଡିଓ ସୋସିଆଲ ମିଡିଆରେ ବେଶ ଭାଇରାଲ ହେଉଛି। ମଙ୍ଗଳବାର ଦିନ ଏହି ଭିଡିଓଟି ଭାଇରାଲ ହୋଇଛି। ପ୍ରଥମ ଥର ଜଙ୍ଗଲ…
Read More...

ବାଘ ମୁହଁରୁ ନିଜ ଛୁଆକୁ ଛଡାଇ ଆଣିଲା ମାଆ

ବହରାଇଚ : ମାଆର ମମତାର କୌଣସି ସୀମା ନାହିଁ। ନିଜ ଛୁଆକୁ ସୁରକ୍ଷା ଦେବାକୁ, ବିପଦରୁ ରକ୍ଷା କରିବାକୁ ଯେକୌଣସି ପରିସ୍ଥିତିର ସାମ୍ନା କରିବାକୁ ପଛାଏ ନାହିଁ। ଏଭଳି ହିଁ ଏକ ଘଟଣା ଉତ୍ତରପ୍ରଦେଶରେ ଘଟିଥିବା ନେଇ ଖବର…
Read More...

ବାରାବଙ୍କୀବାସୀ ଆତଙ୍କିତ ; ବିଦ୍ୟାଳୟ,କ୍ଷେତରେ ବୁଲୁଛି ବାଘ

ବାରାବଙ୍କୀ : ସ୍କୁଲରେ ବୁଲୁଛି ବାଘ। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ସୃଷ୍ଟି ହୋଇଛି। ବାରାବଙ୍କୀ ଜିଲାରେ ପ୍ରାୟ ଏକ ମାସ ହେବ ଚିତାବାଘ ଆତଙ୍କ ସୃଷ୍ଟି କରିଛି। ଖ୍ୱାଜାପୁର ଗାଁ ନିକଟରେ ସ୍ଥିତ ଏକ ଘରୋଇ…
Read More...

କ୍ଷେତରେ କାମ କରୁଥିବା ସମୟରେ ଶ୍ରମିକଙ୍କୁ ଆକ୍ରମଣ କଲା ବାଘ

ଦମୋହ : ମଧ୍ୟପ୍ରଦେଶ ଅନ୍ତର୍ଗତ ଦମୋହ ଜିଲାର ପଥରିଆ ବିକାସଖଣ୍ଡ ଅନ୍ତର୍ଗତ ଦେବରାତ ଗ୍ରାମରେ ଚିତାବାଘ ଆତଙ୍କ ଦେଖାଦେଇଛି। ବାଘ ପାଇଁ ଉକ୍ତ ଅଞ୍ଚଳରେ ଭୟର ବାତାବରଣ ରହିଥିବା ବେଳେ ଲୋକେ ନିଜ କାମ ପାଇଁ ବାହାରକୁ…
Read More...

ପାର୍କ ନିକଟରେ ବୁଲୁଛି ବାଘ ; ଅଘଟଣ ଏଡାଇବାକୁ ବନ୍ଦ କରାଗଲା ପାର୍କ

ଭୋପାଳ : ବାଘ ପାଇଁ ବନ୍ଦ ହୋଇଛି ପାର୍କ। ସାଧାରଣ ଲୋକଙ୍କୁ କିଛିଦିନ ପାଇଁ ଏହି କଟକଣା ମାନିବାକୁ ପଡିବ। ଘଟଣାକ୍ରମେ ଏକ ଚିତାବାଘର ଗତିବିଧି ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ଜଣାପଡିଛି। ବାଘଟି ଶାହପୁରା ନିକଟରେ…
Read More...

ମହାବଳ ନିଖୋଜ ପରେ ନନ୍ଦନକାନରେ ଆତଙ୍କ

ଭୁବନେଶ୍ୱର : ଆଜି ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ସଫାରୀରୁ ମହାବଳ ବାଘ ସୁରଜ ଖସିଯିବା ପରେ କିଛି ସମୟ ପାଇଁ ଆତଙ୍କ ଖେଳିଯାଇଥିଲା। କିଛି ସମୟ ମଧ୍ୟରେ ନନ୍ଦନକାନନ କର୍ମଚାରୀ ଖୋଜା ଖୋଜି କରି ବାଘକୁ ପାଇଥିଲେ। ମାତ୍ର…
Read More...

ନିଃଶବ୍ଦ ରାତି, ନିଛାଟିଆ ରାସ୍ତା ; ସାମ୍ନାରେ ମହାବଳ

ନୂଆଦିଲ୍ଲୀ : ଚିନ୍ତା କରନ୍ତୁ ନିଃଶବ୍ଦ ରାତିରେ ଜଙ୍ଗଲି ରାସ୍ତାରେ ଯାଉଥିବା ସମୟରେ ହଠାତ ଆପଣଙ୍କ ସାମ୍ନାରେ ମହାବଳ ବାଘ ଆସିଲେ, ପରିସ୍ଥିତି କ’ଣ ହେବ । ଏଭଳି ହିଁ ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ…
Read More...

ଗାଁ ରାସ୍ତାରେ ବୁଲୁଛି ବାଘ ; ଲୋକେ ଭୟଭୀତ

ନୂଆପଡା : ନୂଆପଡା ଜିଲା ଖରିଆର ରୋଡ ରେଞ୍ଜ ହଳଦୀ ଗାଁ ନିକଟ ରାସ୍ତାରେ ବାଘ ବୁଲୁଥିବାର ଖବର ସୋମବାର ସାମ୍ନାକୁ ଆସିଛି। ଜଙ୍ଗଲ ରାସ୍ତାରେ ପାଟ୍ରୋଲିଂ ବେଳେ ବନ କର୍ମଚାରୀ କଲରାପତରିଆ ବାଘ ଦେଖିଛନ୍ତି। ଏହାସହ…
Read More...

ଚିତାବାଘ ଆକ୍ରମଣରେ ଛଅ ବର୍ଷର ଶିଶୁ ମୃତ

ଆସାମ : ଆସାମର ଗୌହାଟିରେ ଗୋଟିଏ ଚିତାବାଘ ଆକ୍ରମଣରେ ଏକ ୬ ବର୍ଷର ଛୁଆର ମୃତ୍ୟୁ ହୋଇଛି। ଗୌହାଟିର ମାଲୀଗାଁ ଅଂଚଳରେ ପିଲାଟି ନିଜ ସାଙ୍ଗମାନଙ୍କ ସହ ବାହାରେ ଖେଳୁଥିବା ସମୟରେ ହଠାତ ଚିତାବାଘଟି ଆକ୍ରମଣ କରିଦେଇଥିଲା।…
Read More...