Browsing Tag

Team India

ପକ୍ଷୀଙ୍କୁ ଖାଦ୍ୟ ଖୁଆଇ ବିବାଦରେ ଶିଖର ଧାୱନ

ପକ୍ଷୀଙ୍କୁ ଖାଦ୍ୟ ଖୁଆଇ ବିବାଦ ଘେରକୁ ଆସିଛନ୍ତି ଟିମ୍‌ ଇଣ୍ଡିଆ ଓପନର ଶିଖର ଧାୱନ। ଉତ୍ତରପ୍ରଦେଶର ବାରାଣସୀ ବୁଲିବାକୁ ଯାଇଥିବାବେଳେ ଧାୱନ ଗଙ୍ଗା ନଦୀରେ ବୋଟ୍‌ରେ ଯାତ୍ରା କରିଥିଲେ। ଏହି ସମୟରେ ସେ ପକ୍ଷୀଙ୍କୁ…
Read More...

ବିରାଟଙ୍କୁ ନେଇ ଏପରି ମନ୍ତବ୍ୟ ଦେଲେ ଇଂଲଣ୍ଡର ପୂର୍ବତନ ସ୍ପିନର ମଣ୍ଟି ପାନେସର

ନୂଆଦିଲ୍ଲୀ: ଇଂଲଣ୍ଡର ପୂର୍ବତନ ବୋଲର ମଣ୍ଟି ପାନେସର ଟିମ୍‌ ଇଣ୍ଡିଆ ଅଧିନାୟକ ବିରାଟ କୋହଲିକୁ କଡ଼ା ସମାଲୋଚନା କରିଛନ୍ତି। ଯଦି ଭାରତ ଟି-୨୦ କିମ୍ବା ଦିନିକିଆ ବିଶ୍ଵକପ୍‌ ଜିତିବାରେ ସଫଳ ନ ହୁଏ, ତେବେ ବିରାଟ…
Read More...

ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ ପାଇଁ ଭାରତୀୟ ଦଳ ଘୋଷଣା; ଫେବୃୟାରୀ ୫ରୁ ପ୍ରଥମ ମ୍ୟାଚ୍‌

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜକୁ ଟିମ୍‌ ଇଣ୍ଡିଆ କବ୍‌ଜା କରିବା ପରେ ବିସିସିଆଇ ବର୍ତ୍ତମାନ ଇଂଲଣ୍ଡ ସହିତ ଆଗାମୀ ଟେଷ୍ଟ ଶୃଙ୍ଖଳାର ପ୍ରସ୍ତୁତି ଆରମ୍ଭ କରିଛି। ଏହାକୁ ଦୃଷ୍ଟିରେ ରଖି ବିସିସିଆଇର ନୂଆ…
Read More...

ସିଡନୀରେ ଭାରତର ଜବରଦସ୍ତ ମୁକାବିଲା, ଅମିମାଂଶୀତ ରହିଲା ୩ୟ ଟେଷ୍ଟ

ସିଡନୀ: ସିଡନୀ ଟେଷ୍ଟର ଅନ୍ତିମ ଦିବସରେ ଭାରତ ୨ୟ ଇନିଂସରେ କଙ୍ଗାରୁ ଦଳର ଜବରଦସ୍ତ ମୁକାବିଲା କରିଛି। ବିଜୟଠୁ ଦୂରରେ ଥିଲେ ବି ଘରୋଇ ଦଳର ସିରିଜ ବିଜୟ ଆଶାକୁ ଟିମ୍‌ ଇଣ୍ଡିଆ ମଉଳାଇ ଦେଇଛି। ଫଳରେ ସିଡନୀରେ…
Read More...

ଅଷ୍ଟ୍ରେଲିଆ ବିପକ୍ଷ ୩ୟ ଟେଷ୍ଟ ପାଇଁ ଭାରତୀୟ ଦଳ ଘୋଷଣା; ମୟଙ୍କଙ୍କ ବଦଳରେ ରୋହିତ ସାମିଲ, ପଦାର୍ପଣ କରିବେ ସାଇନି

ସିଡ୍‌ନୀରେ ଖେଳାଯିବାକୁ ଥିବା ଅଷ୍ଟ୍ରେଲିଆ ବିପକ୍ଷ ୩ୟ ଟେଷ୍ଟ ମ୍ୟାଚ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି। ଚୂଡ଼ାନ୍ତ ଏକାଦଶରେ ଭାରତୀୟ ଦ୍ରୁତ ବୋଲର ନବଦୀପ ସାଇନିଙ୍କୁ ସାମିଲ କରାଯାଇଛି। ସେ ଟେଷ୍ଟରେ ତାଙ୍କର…
Read More...

କୋହଲି ବି ଭାଙ୍ଗିଥିଲେ କରୋନା ପ୍ରୋଟୋକଲ !

ନୂଆଦିଲ୍ଲୀ: ଦିନିକିଆ, ଟି-୨୦ ଏବଂ ଟେଷ୍ଟ ସିରିଜ ଲାଗି ଭାରତୀୟ ଟିମ୍‌ ଏବେ ଅଷ୍ଟ୍ରେଲିଆ ଗସ୍ତରେ ରହିଛି। ତେବେ ଏହି ସମୟରେ ଟିମ ଇଣ୍ଡିଆ ଏକାଧିକ ବିବାଦ ଘେରକୁ ଆସିଛି। ମେଲବୋର୍ଣ୍ଣର ଏକ ରେଷ୍ଟୁରାଣ୍ଟରେ ଟିମ ଇଣ୍ଡିଆ…
Read More...

ଟିମ୍‌ ଇଣ୍ଡିଆକୁ ଅଷ୍ଟ୍ରେଲିଆ ନେତାଙ୍କ ଚେତାବନୀ; ‘ନିୟମରେ ରହି ନ ପାରିଲେ ଆସନାହିଁ’

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆର କିଛି ଅଞ୍ଚଳରେ କରୋନା ଯୋଗୁ କ୍ବାରେଣ୍ଟାଇନ ନିୟମକୁ କଡ଼ାକଡ଼ି କରାଯାଇଛି। ସେଥିରୁ ଗୋଟିଏ ହେଉଛି କୁଇନ୍‌ସଲାଣ୍ଡର ବ୍ରିସବେନ୍‌, ଯେଉଁଠି ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ୪ର୍ଥ ଟେଷ୍ଟ…
Read More...

ଭାରତ ୨୪୪ରେ ଅଲଆଉଟ୍‌; ଅଷ୍ଟ୍ରେଲିଆର ଖସିଲା ପ୍ରଥମ ୱିକେଟ୍‌

ଆଡିଲେଡ୍‌: ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଏଠାରେ ଚାଲିଥିବା ପ୍ରଥମ ଟେଷ୍ଟ ମ୍ୟାଚରେ ଭାରତ ୨୪୪ ରନ୍‌ରେ ଅଲଆଉଟ୍‌ ହୋଇଯାଇଛି। ପ୍ରଥମ ଦିନରେ ଟିମ୍‌ ଇଣ୍ଡିଆ ୬ ୱିକେଟ୍‌ ବିନିମୟରେ ୨୩୩ ରନ୍‌ କରିଥିଲା। ୨ୟ ଦିନର ଖେଳ…
Read More...

ଅଷ୍ଟ୍ରେଲିଆକୁ ୩୦୩ ରନ୍‌ର ଟାର୍ଗେଟ ଦେଲା ଟିମ୍‌ ଇଣ୍ଡିଆ

କାନ୍‌ବେରା: ଅଷ୍ଟ୍ରେଲିଆରେ ଚାଲିଥିବା ୩ୟ ଦିନିକିଆରେ ଟିମ୍‌ ଇଣ୍ଡିଆର ଘରୋଇ ଦଳକୁ ୩୦୩ ରନ୍‌ର ଟାର୍ଗେଟ୍‌ ଦେଇଛି। ଭାରତ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବାବେଳେ ନିର୍ଦ୍ଧାରିତ ୫୦ ଓଭରରେ ୫ ୱିକେଟ୍‌ ବିନିମୟରେ…
Read More...

ବିଶ୍ବକପ୍ ଲାଗି ସଠିକ୍ ରାସ୍ତାରେ ଭାରତୀୟ ଦଳ

ନୂଆଦିଲ୍ଲୀ : ସୋମବାର ଘରୋଇ ନ୍ୟୁଜିଲାଣ୍ଡ ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ୍‌ରେ ଜିତି ୩-୦ରେ ଆଗୁଆ ରହି ସିରିଜ୍ ହାତେଇ ନେଇଛି ଭାରତୀୟ କ୍ରିକେଟ ଦଳ। ୨ଟି ମ୍ୟାଚ୍ ବାକିଥିବା ବେଳେ ସିରିଜ୍ ବିଜୟ ନିଶ୍ଚିତକରି ଭାରତ…
Read More...