Browsing Tag

supreem court

କୋକା-କୋଲା, ଥମ୍ପ୍‌ସ ଅପ୍‌ ବିକ୍ରି ନିଷେଧ ପାଇଁ ପିଟିଶନ ସୁପ୍ରିମକୋର୍ଟରେ ଖାରଜ, ଆବେଦନକାରୀଙ୍କୁ ୫ ଲକ୍ଷ ଟଙ୍କା…

ନୂଆଦିଲ୍ଲୀ: ମୃଦୁ ପାନୀୟ କୋକା-କୋଲା ଓ ଥମ୍ପ୍‌ସ ଅପ୍‌ ବିକ୍ରି ଏବଂ ବ୍ୟବହାର ନିଷେଧ କରିବା ଲାଗି ନିର୍ଦେଶ ଦେବାକୁ ଦାଖଲ ହୋଇଥିବା ଏକ ପିଟିଶନକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି। ଏହି ଦୁଇଟି ମୃଦୁ ପାନୀୟ…
Read More...

କର୍ମଚାରୀଙ୍କୁ ସମ୍ପୂର୍ଣ୍ଣ ଦରମା ଦେବାକୁ ନିଯୁକ୍ତିଦାତାଙ୍କୁ ବାଧ୍ୟ କରିପାରିବନି କେନ୍ଦ୍ର: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଲକଡାଉନ ସମୟରେ କର୍ମଚାରୀମାନଙ୍କୁ ନିଯୁକ୍ତିଦାତା ସମ୍ପୂର୍ଣ୍ଣ ଦରମା ଦେବାକୁ କେନ୍ଦ୍ର ସରକାର ବାଧ୍ୟ କରିପାରିବେ ନାହିଁ। ଶୁକ୍ରବାର ସୁପ୍ରିମକୋର୍ଟ ଏହି ନିର୍ଦେଶ ଜାରି କରିଛନ୍ତି। ଫଳରେ…
Read More...

ସଂରକ୍ଷଣ ଅଧିକାର ମୌଳିକ ଅଧିକାର ନୁହେଁ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ସଂରକ୍ଷଣ ଅଧିକାର ମୌଳିକ ଅଧିକାର ନୁହେଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ଗୁରୁବାର ତାମିଲନାଡୁର ମେଡିକାଲ କଲେଜଗୁଡ଼ିକରେ ଅନ୍ୟାନ୍ୟ ପଛୁଆ ବର୍ଗ(ଓବିସି)ର ଆଶାୟୀମାନଙ୍କ ଲାଗି କୋଟାକୁ ନେଇ ଦାଖଲ ହୋଇଥିବା…
Read More...

ସମସ୍ତ ପ୍ରବାସୀଙ୍କୁ ୧୫ ଦିନ ଭିତରେ ଘରେ ପହଞ୍ଚାଅ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଆଗାମୀ ୧୫ ଦିନ ମଧ୍ୟରେ ସମସ୍ତ ପ୍ରବାସୀଙ୍କୁ ସେମାନଙ୍କ ଘରେ ପହଞ୍ଚାଇବାକୁ ସୁପ୍ରିମକୋର୍ଟ ନିର୍ଦେଶ ଦେଇଛନ୍ତି। କେନ୍ଦ୍ର ଏବଂ ରାଜ୍ୟ ସରକାରମାନେ ପ୍ରବାସୀଙ୍କ ତାଲିକା ପ୍ରସ୍ତୁତ କରି ଏ ଦିଗରେ ପଦକ୍ଷେପ…
Read More...

ମଦ ହୋମ୍‌ ଡେଲିଭରି ପାଇଁ ସୁପ୍ରିମକୋର୍ଟଙ୍କ ସଙ୍କେତ

ନୂଆଦିଲ୍ଲୀ: କୌଣସି ରାଜ୍ୟରେ ମଦ ବିକ୍ରି ହେବ କି ନାହିଁ ସେନେଇ ସମ୍ପୃକ୍ତ ରାଜ୍ୟ ସରକାର ନିଷ୍ପତ୍ତି ନେବେ। ଏ ବିଷୟରେ ସୁପ୍ରିମକୋର୍ଟ କୌଣସି ନିର୍ଦେଶ ଦେବେ ନାହିଁ ବୋଲି ସର୍ବୋଚ୍ଚ ନ୍ୟାୟାଳୟ ଶୁକ୍ରବାର ଏକ…
Read More...

ବୃହତ୍‌ ଖଣ୍ଡପୀଠକୁ ଯିବନି ଧାରା ୩୭୦ ଉଚ୍ଛେଦ ମାମଲା: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଜାମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହଟାଯିବା ମାମଲାରେ ସୁପ୍ରିମକୋର୍ଟ ସୋମବାର ଗୁରୁତ୍ଵପୂର୍ଣ୍ଣ ରାୟ ଦେଇଛନ୍ତି। ଏହି ମାମଲା ବୃହତ୍‌ ଖଣ୍ଡପୀଠକୁ ଯିବନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି।…
Read More...

ନିର୍ଭୟା ଦୋଷୀଙ୍କୁ କାଲି ହେବ ତ ଫାଶୀ ? ପବନର କ୍ୟୁରେଟିଭ୍‌ ପିଟିଶନ ଉପରେ ଶୁଣାଣି ଆଜି

ନୂଆଦିଲ୍ଲୀ: ନିର୍ଭୟା ଗଣବଳାତ୍କାର ଏବଂ ହତ୍ୟା ମାମଲାର ୪ ଦୋଷୀଙ୍କୁ ଆସନ୍ତା କାଲି ଅର୍ଥାତ ମାର୍ଚ୍ଚ ୩ରେ ଫାଶୀ ଦେବାକୁ କୋର୍ଟ ଡେଥ ୱାରେଣ୍ଟ ଜାରି କରିଛନ୍ତି। କିନ୍ତୁ ଦୋଷୀମାନେ ଫାଶୀରୁ ବର୍ତ୍ତିବା ଲାଗି ନୂଆ ନୂଆ…
Read More...

ସୁପ୍ରିମକୋର୍ଟର ୬ ବିଚାରପତିଙ୍କୁ ସ୍ବାଇନ୍‌ ଫ୍ଲୁ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟଙ୍କ ୬ ବିଚାରପତି ସ୍ବାଇନ୍‌ ଫ୍ଲୁ ଅର୍ଥାତ ଏଚ-୧ଏନ-୧ ଭୂତାଣୁ ଦ୍ବାରା ସଂକ୍ରମିତ ହୋଇଛନ୍ତି। ବିଚାରପତି ଡି.ୱାଇ. ଚନ୍ଦ୍ରଚୂଡ଼ ମଙ୍ଗଳବାର ଏହି ସୂଚନା ଦେଇଛନ୍ତି। ଏହା ସହିତ ଜଷ୍ଟିସ…
Read More...

ବିଦ୍ୟୁତ ଚାଳିତ ଯାନ ଚଳାଚଳ ନୀତି ଲାଗୁ କରିବାରେ କେନ୍ଦ୍ରର ଅବହେଳା: ଗଡ଼କରୀଙ୍କ ସହ ଆଲୋଚନା କରିବେ ସିଜେଆଇ

ନୂଆଦିଲ୍ଲୀ: ବାୟୁ ପ୍ରଦୂଷଣ ଉପରେ ଅଙ୍କୁଶ ଲଗାଇବା ପାଇଁ ପ୍ରଧାନ ବିଚାରପତି(ସିଜେଆଇ) ଏସ.ଏ. ବୋବଡେ କେନ୍ଦ୍ର ପରିବହନ ମନ୍ତ୍ରୀ ନିତିନ ଗଡ଼କରୀଙ୍କ ସହିତ ଆଲୋଚନା କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ସମସ୍ତ ସାଧାରଣ…
Read More...

ନିର୍ଭୟା ମାମଲା: ବିନୟ ରାଜକ୍ଷମା ଖାରଜ ସମୀକ୍ଷା ଆବେଦନର ଶୁଣାଣି କାଲି

ନୂଆଦିଲ୍ଲୀ: ନିର୍ଭୟା ଗଣବଳାତ୍କାର ଓ ହତ୍ୟା ମାମଲାର ଦୋଷୀ ବିନୟର ରାଜକ୍ଷମା ଖାରଜର ସମୀକ୍ଷା ନେଇ ସୁପ୍ରିମକୋର୍ଟରେ ହୋଇଥିବା ପିଟିଶନର ଶୁଣାଣି ଶୁକ୍ରବାର ହେବ।  ଗୁରୁବାର ପିଟିଶନର ଶୁଣାଣି କରି ବିଚାରପତି ଆର.…
Read More...