Browsing Tag

supreem court

ସୁପ୍ରିମକୋର୍ଟ ଅବମାନନା ମାମଲାରେ ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ଭୂଷଣ ଦୋଷୀ ସାବ୍ୟସ୍ତ, ୨୦ରେ ଦଣ୍ଡ ଶୁଣାଣି

ନୂଆଦିଲ୍ଲୀ: ସୁପ୍ରିମକୋର୍ଟଙ୍କୁ ଅବମାନନା କରିବା ମାମଲାରେ ଦେଶର ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ଭୂଷଣ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଶୁକ୍ରବାର ସୁପ୍ରିମକୋର୍ଟରେ ଏହି ମାମଲାର ଶୁଣାଣି ହୋଇଥିଲା। ଆସନ୍ତା ୨୦ ତାରିଖରେ…
Read More...

ପୁଅ କେବଳ ବିବାହ ପର୍ଯ୍ୟନ୍ତ ମା’ବାପାଙ୍କ ପୁଅ ହୋଇ ରୁହେ, କିନ୍ତୁ ଝିଅ ସବୁବେଳେ ଝିଅ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ପୁଅମାନେ କେବଳ ବିବାହ ପର୍ଯ୍ୟନ୍ତ ମା’ବାପାଙ୍କର ପୁଅ ହୋଇ ରୁହନ୍ତି। କିନ୍ତୁ ଝିଅମାନେ ସବୁବେଳେ ଝିଅ ହୋଇ ରହିଥାନ୍ତି। ସଂଶୋଧିତ ଉତ୍ତରାଧିକାର ଆଇନ ସମ୍ପର୍କରେ ଏକ ଗୁରୁତ୍ଵପୂର୍ଣ୍ଣ ରାୟ ଦେବା ସମୟରେ…
Read More...

ଅଦାଲତ ଅବମାନନା ମାମଲା: ପ୍ରଶାନ୍ତଙ୍କ ସ୍ପଷ୍ଟୀକରଣ ସୁପ୍ରିମକୋର୍ଟରେ ଅଗ୍ରାହ୍ୟ

ନୂଆଦିଲ୍ଲୀ: ବରିଷ୍ଠ ଆଡ୍‌ଭୋକେଟ ପ୍ରଶାନ୍ତ ଭୂଷଣ ଏବଂ ସାମ୍ବାଦିକ ତରୁଣ ତେଜପାଲଙ୍କ ବିରୋଧରେ ସୁପ୍ରିମକୋର୍ଟ ଅବମାନନା ନେଇ ୧୧ ବର୍ଷ ପୁରୁଣା ଏକ ମାମଲାର ଶୁଣାଣି ସୋମବାର ସର୍ବୋଚ୍ଚ ନ୍ୟାୟାଳୟରେ ହୋଇଥିଲା। ଶୁଣାଣି…
Read More...

ବିକାଶ ଦୁବେର ୫ ସହଯୋଗୀଙ୍କୁ ଏନକାଉଣ୍ଟର ବିରୋଧରେ ସୁପ୍ରିମକୋର୍ଟରେ ପିଟିଶନ

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶ ପୁଲିସ ଦ୍ବାରା ଗ୍ୟାଙ୍ଗଷ୍ଟର ବିକାଶ ଦୁବେର ୫ ସହଯୋଗୀଙ୍କୁ ଏନକାଉଣ୍ଟରରେ ହତ୍ୟା କରାଯିବା ଘଟଣାର ସିବିଆଇ ତଦନ୍ତ ଦାବିରେ ସୁପ୍ରିମକୋର୍ଟରେ ଜନସ୍ବାର୍ଥ ପିଟିଶନ ଦାଖଲ କରାଯାଇଛି। ବିକାଶୁ…
Read More...

ଟିକ୍‌ଟକ୍‌ ପାଇଁ ସୁପ୍ରିମକୋର୍ଟରେ ଲଢ଼ିବାକୁ ମନାକଲେ ମୁକୁଲ ରୋହତଗୀ

ନୂଆଦିଲ୍ଲୀ: ବାସ୍ତବିକ ନିୟନ୍ତ୍ରଣ ରେଖା(ଏଲଏସି)ରେ ଚୀନର ଔଦ୍ଧତ୍ୟ ବିରୋଧରେ ଭାରତରେ ଲୋକଙ୍କ ମଧ୍ୟରେ ଆକ୍ରୋଶ ବଢ଼ିବାରେ ଲାଗିଛି। ଭାରତ ସରକାର ଗତ ସୋମବାର ଟିକ୍‌ଟକ୍‌ ସମେତ ୫୯ ଆପ୍‌ ଉପରେ ପ୍ରତିବନ୍ଧକ…
Read More...

ରଥଯାତ୍ରାକୁ ସୁପ୍ରିମକୋର୍ଟଙ୍କ ଅନୁମତି; ବଡ଼ଦାଣ୍ଡରେ ଗଡ଼ିବ ରଥ

ପୁରୀ/ନୂଆଦିଲ୍ଲୀ: ସବୁ କଳ୍ପନାଜଳ୍ପନାର ଅନ୍ତ ଘଟିଛି। ଶେଷରେ ପୁରୀ ରଥଯାତ୍ରା ଉପରେ ମୋହର ମାରିଛନ୍ତି ସୁପ୍ରିମକୋର୍ଟ। ଏଥର ରଥଯାତ୍ରା ହେବ। କିନ୍ତୁ ରଥଯାତ୍ରା ଯୋଗୁ ଯେପରି ସଂକ୍ରମଣ ନ ବ୍ୟାପିବ ତାହାକୁ ଦୃଷ୍ଟି…
Read More...

ରଥଯାତ୍ରା ମାମଲା: ସିଜେଆଇଙ୍କ ଅଧ୍ୟକ୍ଷତାରେ ୩ ଜଣିଆ ଖଣ୍ଡପୀଠ କରିବେ ଶୁଣାଣି

ପୁରୀ/ନୂଆଦିଲ୍ଲୀ: ପୁରୀ ରଥଯାତ୍ରା ନିଷ୍ପତ୍ତିର ପୁନର୍ବିଚାର ପାଇଁ ହୋଇଥିବା ରିଟ୍‌ ପିଟିଶନକୁ ଶୁଣାଣି ଲାଗି ଗ୍ରହଣ କରିଛନ୍ତି ସୁପ୍ରିମକୋର୍ଟ। ସୋମବାର ରଥଯାତ୍ରା ମାମଲାର ଶୁଣାଣି ସମୟରେ ରାଜ୍ୟ ସରକାର ଏବଂ କେନ୍ଦ୍ର…
Read More...

ରଥଯାତ୍ରା ବନ୍ଦ ପ୍ରସଙ୍ଗ: ରାୟକୁ ସ୍ବାଗତ ସହ ପୁନର୍ବିଚାର ପାଇଁ ସୁପ୍ରିମକୋର୍ଟଙ୍କୁ ଶଙ୍କରାଚାର୍ଯ୍ୟଙ୍କ ପ୍ରସ୍ତାବ

ପୁରୀ: ପୁରୀ ରଥଯାତ୍ରା ବନ୍ଦ କରିବା ନେଇ ସୁପ୍ରିମକୋର୍ଟଙ୍କ ରାୟ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ପୁରୀ ଗୋବର୍ଦ୍ଧନ ପୀଠର ଶଙ୍କରାଚାର୍ଯ୍ୟ ଜଗଦ୍‌ଗୁରୁ ସ୍ବାମୀ ନିଶ୍ଚଳାନନ୍ଦ ସରସ୍ବତୀ। ଶୁକ୍ରବାର ଶଙ୍କରାଚାର୍ଯ୍ୟ…
Read More...

ଏଥର ବଡ଼ଦାଣ୍ଡରେ ଗଡ଼ିବନି ରଥ; ସୁପ୍ରିମକୋର୍ଟ ଲଗାଇଲେ ଅଙ୍କୁଶ

ପୁରୀ/ନୂଆଦିଲ୍ଲୀ: ପୁରୀରେ ଏଥର ରଥଯାତ୍ରା ହେବନି। ସୁପ୍ରିମକୋର୍ଟ ଗୁରୁବାର ଏ ନେଇ ଗୁରୁତ୍ଵପୂର୍ଣ୍ଣ ରାୟ ଦେଇଛନ୍ତି। କେବଳ ପୁରୀ ନୁହେଁ, ଓଡ଼ିଶା ଏବଂ ଦେଶର କୌଣସି ସ୍ଥାନରେ ଚଳିତବର୍ଷ ରଥଯାତ୍ରା ଆୟୋଜନ ହୋଇପାରିବ…
Read More...

ରଥଯାତ୍ରାକୁ ନେଇ ସୁପ୍ରିମକୋର୍ଟରେ ମାମଲା

ଭୁବନେଶ୍ଵର: ରଥଯାତ୍ରାକୁ ନେଇ ସୁପ୍ରିମକୋର୍ଟରେ ମାମଲା ରୁଜୁ ହୋଇଛି। ରଥଯାତ୍ରା ପ୍ରସଙ୍ଗରେ ହାଇକୋର୍ଟଙ୍କ ଏକ ରାୟକୁ ଚ୍ୟାଲେଞ୍ଜ କରି ଭାରତ ବିକାଶ ପରିଷଦ ପକ୍ଷରୁ ଏହି ମାମଲା ଦାୟର କରାଯାଇଛି। ସୂଚନା ଅନୁସାରେ,…
Read More...