Browsing Tag

snake news

ବନ ବିଭାଗ ଦ୍ଵାରା ଅଜଗର ଉଦ୍ଧାର

ମ, ରାମପୁର : କଳାହାଣ୍ଡି ଜିଲ୍ଲା ମ, ରାମପୁର ରେଞ୍ଜ ଅନ୍ତର୍ଗତ ତଳସାଗର ପଡ଼ା ନିକଟ ବାପୁଜୀ ନଗର ଠାରେ ଗତ କାଲି ବିଳମ୍ବିତ ରାତିରେ ଏକ ଅଜଗର କାହ୍ନୁ ଚରଣ ନାଏକଙ୍କ ଘର ପାଖରେ ରହିଥିଲା। ରାତି ପ୍ରାୟ ଦଶଟାରେ ଘର…
Read More...

ଗୋଟିଏ ଗଛରେ ୩ଟି କଳାନାଗ

ମୁମ୍ବଇ : ସୋସିଆଲ ମିଡିଆରେ ଅନେକ ସମୟରେ ଏପରି ଭିଡିଓ ଓ ଫଟୋ ଭାଇରାଲ ହୋଇଥାଏ, ଯାହା ଲୋକେ ବେଶ ପସନ୍ଦ କରିବା ସହ ଆଶ୍ଚର୍ଯ୍ୟଚକିତ ହୋଇଥାଆନ୍ତି। ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏକ ଫଟୋରେ ଦେଖାଯାଉଛି, ୩ଟି…
Read More...

୫ ଫୁଟର ନାଗ ସାପ ଉଦ୍ଧାର

ସାରନଗରୀ : ରାଜଗାଙ୍ଗପୁରସ୍ଥିତ ବଗିଚାପଡ଼ା ଅଂଚଳରୁୁ ଆଜି ଏକ ନାଗ ସାପ ଉଦ୍ଧାର ହୋଇଛି । ସାପଟିର ଲମ୍ବ ପ୍ରାୟ ୫ ଫୁଟ ହେବ ବୋଲି ଅନୁମାନ କରାଯାଉଛି । ମିଳିଥିବା ସୂଚନା ଅନୁଯାୟୀ, ରାଗଗାଙ୍ଗପୁର ବଗିଚାପଡ଼ା ଅଂଚଳରେ ବାସ…
Read More...

କାରରେ ସାପ ; ଉଦ୍ଧାର କଲା ସ୍ନେକ ହେଲ୍ପ ଲାଇନ

ଭୁବନେଶ୍ୱର :  କାରରେ ସାପ ।  ଉଦ୍ଧାର କଲା ସ୍ନେକ ହେଲ୍ପ ଲାଇନ । ଇନଷ୍ଟିଚ୍ୟୁଟ ଅଫ ମିନେରାଲ ଆଣ୍ଡ ମ୍ୟାଟେରିଆଲ ଟେକ୍ନୋଲୋଜି ଗେଷ୍ଟ ହାଉସରେ ରଖା ଯାଇଥିଲା ଚିତ୍ତ ରଞ୍ଜନ ବରାଳଙ୍କ କାର । କାମ ସାରି କାରରେ ବସି…
Read More...

ଶୋଇଥିବା ଅବସ୍ଥାରେ ମଶାରୀ ଉପରୁ କାମୁଡ଼ିଲା ନାଗ

ପିପିଲି : କମଳାସାଗାର ପାଟଣା ଗାଁରେ ଜଣେ ବ୍ୟକ୍ତି ଶୋଇଥିବା ଅବସ୍ଥାରେ ତାଙ୍କୁ ନାଗ ସାପ ଦଂଶନ କରିଛି। ତାଙ୍କ ନାମ ରୁଷିଆ ବେହେରା (୫୫)। ତାଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇ ଚିକିତ୍ସା…
Read More...

ଉଦ୍ଧାର କଲା ବେଳେ ଗୋଟେ ସାପ ; କିଛି ସମୟ ପରେ ୧୪

ଭୁବନେଶ୍ୱର : ଆଜି ସକାଳେ ରଘୁନାଥପୁର ପ୍ଲଟ ନଂ- ୩୦୯ ରେ ରହୁଥିବା କାଳନ୍ଦୀ ଦାସଙ୍କ ଘରେ ଏକ ସାପ ପଶି ଯାଇଥିଲା । ଖବର ପାଇ ସ୍ନେକ ହେଲ୍ପ ଲାଇନ ସଦସ୍ୟ ପୂର୍ଣ ଚନ୍ଦ୍ର ଦାସ ଘଟଣାସ୍ଥଳରେ ପହଞ୍ଚି ସାପଟିକୁ ଉଦ୍ଧାର…
Read More...

ମହିଳା ଖୋଲିଲେ କବାଟ ; ସାପ କଲା ସ୍ୱାଗତ

ଏକ ଆଶ୍ଚର୍ଯ୍ୟଜନକ ଘଟଣା ଏବେ ସାମ୍ନାକୁ ଆସିଛି। ଘରୁ ବାହାରକୁ ଯାଇଥିବା  ଜଣେ ମହିଳା ନିଜ ଘରକୁ କବାଟ ଖୋଲି ପ୍ରବେଶ କରିବା ମାତ୍ରେ ଏକ ସାପ ତାଙ୍କ ମୁଣ୍ଡ ଉପରେ ପଡିଲା। ଏହି ଘଟଣା ଆମେରିକାର ମିସିସିପିର। ଉକ୍ତ…
Read More...

ହରିଣକୁ ଗିଳିଲା ଅଜଗର ; ଆଉ ତା’ପରେ….

ଉତ୍ତରପ୍ରଦେଶ : ଉତ୍ତରପ୍ରଦେଶର ଅମରୋହରେ ଏକ ଆଖୁ କ୍ଷେତରେ ଅଜଗର ସାପ ଏକ ହରିଣକୁ ଗିଳିବା ପରେ ତା’ର ମଧ୍ୟ ମୃତ୍ୟୁ ହୋଇଥିଲା। ଏହି ସମ୍ପୂର୍ଣ୍ଣ ଘଟଣା ଅମଦପୁର ଥାନା ଅନ୍ତର୍ଗତ ମାଲୀପୁରା ଗାଁର। ଏଠାରେ ରହୁଥିବା ଏକ…
Read More...

ଜିଅନ୍ତା ସାପକୁ ଖାଇଲା ଏକ ବର୍ଷର ଶିଶୁ ; ଆଉ ତା’ପରେ….

ଉତ୍ତରପ୍ରଦେଶ : ଉତ୍ତରପ୍ରଦେଶର ବରେଲୀ ଜିଲାରେ ଏପରି ଏକ ଘଟଣା ସାମ୍ନାକୁ ଆସିଛି ଯାହା ଶୁଣି ଆପଣ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ। ଏକ ଶିଶୁ ଖେଳୁଥିବା ସମୟରେ ଏକ ଜିଅନ୍ତା ସାପଟିକୁ ଗିଳି ଦେଲା। ମାତ୍ର ଠିକ ସମୟରେ…
Read More...

କମୁଛି ବନ୍ୟା ; ବଢୁଛି ସାପ ଭୟ

କଟକ : କଟକ ଜିଲାରେ ଗତ କିଛି ଦିନ ହେବ ମହାନଦୀର ବନ୍ୟା ଜଳ ପ୍ରବାହିତ ହେବାରୁ ବାଙ୍କୀ ର ବହୁ ଅଞ୍ଚଳ ଏବେ ବି ଜଳ ବନ୍ଦୀ ହୋଇ ରହିଛି। ଆଜିକୁ ୪ ଦିନ ଅର୍ଥାତ ରବିବାର ବାଙ୍କୀ ନଦୀ କୁଣ୍ଡା ନାଳରେ ମହାନଦୀର ପଛୁଆ ଜଳ…
Read More...