Browsing Tag

seized

ଜଗତପୁରରୁ ୫୬୦ କିଲୋ ଗଞ୍ଜେଇ ଜବତ

କଟକ: କଟକ ଉପକଣ୍ଠ ଜଗତପୁରରୁ ପୁଲିସ ମଙ୍ଗଳବାର ସକାଳେ ୫୬୦ କିଲୋଗ୍ରାମ ଗଞ୍ଜେଇ ଜବତ କରିଛି। ଏହାର ଆନୁମାନିକ ମୂଲ୍ୟ ପ୍ରାୟ ୫୦ ଲକ୍ଷ ଟଙ୍କା ହେବ। ଓଆର-୦୨-ଏପି-୫୬୪୧ ନମ୍ବର ବିଶିଷ୍ଟ ଟ୍ରକରୁ ଏହି ଗଞ୍ଜେଇ ଜବତ…
Read More...

ଜାମ୍ବିଆ ମହିଳାଙ୍କ ଠାରୁ ଜବତ ହେଲା ୨୧ କୋଟି ଟଙ୍କା ମୂଲ୍ୟର ହେରୋଇନ

ମୁମ୍ବଇ: ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟର ଅଧିକାରୀମାନେ ଗୁରୁବାର ଜାମ୍ବିଆର ଜଣେ ମହିଳାଙ୍କୁ ଗିରଫ କରିବା ସହିତ ତାଙ୍କ ନିକଟରୁ ୨୧ କୋଟି ଟଙ୍କା ମୂଲ୍ୟର ହେରୋଇନ ଜବତ କରିଛନ୍ତି। ଉକ୍ତ ମହିଳାଙ୍କ ନାମ ଜୁଲିଆନା…
Read More...

ବେସରକାରୀ ଗୋଦାମରୁ ଜବତ ହେଲା ଲକ୍ଷେ ବସ୍ତା ସରକାରୀ ଚାଉଳ

ରଙ୍ଗିଆ (ଆସାମ): ଦେଶର ଦରିଦ୍ର ଲୋକଙ୍କ ପାଇଁ ସରକାର ଯୋଗାଇ ଦେଉଥିବା ଖାଦ୍ୟଶସ୍ୟ କିଭଳି ବ୍ୟାପକ ଭାବରେ ହରିଲୁଟ ହେଉଛି ତାହା ଆସାମର ଏହି ଘଟଣାରୁ ସ୍ପଷ୍ଟ ଜଣାଯାଉଛି। ଆସାମର କାମରୂପ ଜିଲାରେ ଏକ ବେସରକାରୀ ଗୋଦାମରୁ…
Read More...

୪ ଶହ କଫ ସିରପ ଜବତ, ଦୁଇ କୋର୍ଟ ଚାଲାଣ

ଲାଠୋର : ବଲାଙ୍ଗିର ଜିଲା ଲାଠୋର ପୁଲିସ ବାହାରକୁ ଚାଲାଣ ହୋଇଥିବା ୪ ଶହ କଫ ସିରପ ବୋତଲ ଜବତ କରିବା ସହ ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି। ଏଥିରେ ବ୍ୟବହୃତ ବାଇକ ମଧ୍ୟ ଜବତ କରାଯାଇଛି।…
Read More...