Browsing Tag

saranagari

ସାରନଗରୀର ପ୍ରକୃତିପ୍ରେମୀ ପଦ୍ମଲୋଚନ; ଗଛ ଓ ମଣିଷ ମଧ୍ୟରେ ବାନ୍ଧିଛନ୍ତି ଅଦୃଶ୍ୟ ଡୋରି

ସାରନଗରୀ : ଗଛ ପରିବେଶକୁ ସୁରକ୍ଷା କବଚ ପ୍ରଦାନ କରିଥାଏ । ଏକ ସ୍ୱଚ୍ଛ ପରିବେଶ ସୃଷ୍ଟି କରିବାକୁ ହେଲେ ବୃକ୍ଷ ରୋପଣ ହିଁ ଏକମାତ୍ର ବିକଳ୍ପ ଏଥିରେ ତିଳେ ମାତ୍ର ସନ୍ଦେହ ନାହିଁ । ଦକ୍ଷିଣ ରାଉରକେଲା ଅଞ୍ଚଳର ଜଣେ…
Read More...

କରୋନା କାୟା: ତାଲାବନ୍ଦରେ ବୃଦ୍ଧି ପାଇଛି ଶିଶୁ ଶ୍ରମିକ ସଂଖ୍ୟା 

ସାରନଗରୀ: କାଳରୂପୀ କରୋନାର କାୟାରେ ପୁରରୁ ପଲ୍ଲୀ ସମସ୍ତେ ଆତଙ୍କିତ ହୋଇ ପଡ଼ିଛନ୍ତି । ଗ୍ରାମାଞ୍ଚଳ ହେଉକି ସହରାଞ୍ଚଳ ସବୁଠି କରୋନା ତା’ର ପ୍ରଭାବ ବିସ୍ତାର କରିବାରେ ଲାଗିଛି । ଜୀବନ ଜୀବିକାକୁ ଉଜାଡ଼ି ଦେଇଛି କରୋନା…
Read More...

ତାଲାବନ୍ଦ ବିବାହରେ ବାନ୍ଧି ହେଉଛନ୍ତି ବରକନ୍ୟା

ସାରନଗରୀ: ମହାମାରୀ କରୋନା ପାଇଁ ଗତବର୍ଷ ବିବାହ ଉତ୍ସବରେ କଟକଣା ଲାଗିଥିଲ।। ପୁଣି ଆସିଗଲା ଦ୍ୱିତୀୟ ଲହର । ଦ୍ରୁତ ବେଗରେ ସଂକ୍ରମଣକୁ ଲକ୍ଷ୍ୟ ରଖି ପୁଣି ଥରେ ରାଜ୍ୟ ସରକାର ତାଲାବନ୍ଦ ଓ ବନ୍ଦ ଲଗାଇଲେ । ସମସ୍ତ…
Read More...

ରଜ ମଉଜ ଫିକା: ବଡ଼ ପରଦାରେ ତାଲା, ଛୋଟ ପରଦା ଭରସା

ସାରନଗରୀ : ଓଡ଼ିଶାର ଗଣପର୍ବ ରଜ ପର୍ବ ପ୍ରାୟ ନିକଟତର । ଦିନକପରେ ଧରାପୃଷ୍ଠ ଆଗମନ କରୁଛି ସଜବାଜ। ପୁରପଲୀଠାରୁ ଆରମ୍ଭ କରି ଗାଁଗଣ୍ଡା ଓ ସହରର କୋଣ ଅନୁକୋଣରେ ପାଳିତ ହୋଇଥାଏ ରଜ ପର୍ବ। ସଜବାଜଠାରୁ ଆରମ୍ଭ କରି ରଜ…
Read More...

ତାଲାବନ୍ଦରେ ସାବିତ୍ରୀ ବ୍ରତ : ଫଳ ବଜାର ସରଗରମ

ସାରନଗରୀ : ସ୍ୱାମୀଙ୍କ ଦୀର୍ଘ ଆୟୁର କାମନା କରି ପାଳିତ ହୋଇଥାଏ ସାବିତ୍ରୀ ବ୍ରତ । ସାବିତ୍ରୀ ବ୍ରତ ପରମ୍ପରା ପୁରାଣ କାଳରୁ ରହି ଆସିଛି । ଆଉ ଦୁଇ ଦିନ ପରେ ଅର୍ଥାତ ଆସନ୍ତା ଗୁରୁବାର ପାଳିତ ହେବ ସାବିତ୍ରୀ ବ୍ରତ ।…
Read More...

ତାଲାବନ୍ଦରେ ଜମୁନି ବେପାର, ବେପାରୀ ନିରାଶ

ସାରନଗରୀ : କରୋନାର ଦ୍ୱିତୀୟ ଲହର ଦ୍ରୁତ ବେଗରେ ବଢିବା ଯୋଗୁ ଗତ ମେ ମାସ ୫ ତାରିଖରୁ ତାଲାବନ୍ଦ ଓ ସପ୍ତାହନ୍ତ ବନ୍ଦ ଜାରି ରହିଛି । ତାଲାବନ୍ଦ ଯୋଗୁ କରୋନା ସଂକ୍ରମଣ ସାମାନ୍ୟ କମିଥିଲେ ହେଁ ସଂପୂର୍ଣ୍ଣ ଭାବେ ସୁଧାର…
Read More...

ନିଆରା ରବିବାର: ଶ୍ରେଣୀକକ୍ଷରେ ଖଡ଼ି ଧରିବେ ଶିକ୍ଷକ!

ସାରନଗରୀ : ସପ୍ତାହକ ୭ ଦିନ ମଧ୍ୟରେ ରବିବାର ଏକ ଛୁଟିଦିନ ବୋଲି ସମସ୍ତଙ୍କୁ ବେଶ ଭଲ ଭାବେ ଜଣା । ଏହି ଦିନରେ ସ୍କୁଲ, କଲେଜ ସମେତ ରାଜ୍ୟ ଓ କେନ୍ଦ୍ର ସରକାର ଅଧିନସ୍ଥ ସରକାରୀ କାର୍ୟ୍ୟାଳୟ ଗୁଡ଼ିକ ବନ୍ଦ ରହୁଥିବା ବେଳେ…
Read More...

ନବାଗତ ବିଜେପି ଯୁବ କର୍ମୀଙ୍କୁ ସ୍ୱାଗତ କଲେ ସାଂସଦ ଜୁଏଲ ଓରାମ

ସାରନଗରୀ : ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମ ଆଜି ପୂର୍ବାହ୍ନ ସମୟରେ ସାରନଗରୀ ଗସ୍ତରେ ଆସିଥିଲେ । ସ୍ଥାନୀୟ ଫ୍ରେଣ୍ଡସ୍ କ୍ଲବ ପରିସରରେ ବିଜେପିର ବରିଷ୍ଠ ନେତା ରାଜ କିଶୋର ଭଂଜଙ୍କ…
Read More...

ହଷ୍ଟେଲରେ ଛାଇଛି ନୀରବତା, ବିଦ୍ୟାର୍ଥୀ ମ୍ରିୟମାଣ!

ସାରନଗରୀ : ଶିକ୍ଷା ହେଉଛି ସମାଜର ଦର୍ପଣ । ମାତ୍ର ଚଳିତ ବର୍ଷ ଶିକ୍ଷା ବ୍ୟବସ୍ଥାକୁ ଦୋହଲାଇ ଦେଇଛି ବୈଶ୍ୱିକ ମହାମାରୀ କରୋନା । ବର୍ଷ ସରିବାକୁ ଆଉ କିଛି ଦିନ ବାକି ରହିଥିବା ବେଳେ, କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି…
Read More...

ସାରନଗରୀରେ ସାଇବାବାଙ୍କ ନିରାଡମ୍ବର ପାଲିଙ୍କି ଯାତ୍ରା

ସାରନଗରୀ : ଦକ୍ଷିଣ ରାଉରକେଲା ସ୍ଥିତ ସାରନଗରୀ ସାଇଧାମ ଟ୍ରଷ୍ଟ ପକ୍ଷରୁ ଆଜି ସାଇବାବାଙ୍କ ଭବ୍ୟ ପାଲିଙ୍କି ଯାତ୍ରା ସାଇବାବା ମନ୍ଦିର ପ୍ରାଙ୍ଗଣରେ ନିରାଡମ୍ବର ଭାବେ ପାଳିତ ହୋଇଯାଇଛି । ସାଇବାବାଙ୍କ ଭବ୍ୟ…
Read More...