Browsing Tag

samajalive

ପାକିସ୍ତାନରେ ଆଇଡି ବିସ୍ଫୋରଣ -୫ ସୁରକ୍ଷାକର୍ମୀ ମୃତ

ଇସଲାମାବାଦ - ପାକିସ୍ତାନର ବେଲୁଚିସ୍ତାନର କେଛ ଜିଲ୍ଲାରେ ଏକ ବିସ୍ଫୋରଣରେ ୫ ଜଣ ସୁରକ୍ଷାକର୍ମୀଙ୍କର ମୃତ୍ୟୁ ହୋଇଛି ।ବେଲୋଚିସ୍ତାନ ବିଚ୍ଛିନ୍ନତାବାଦୀଙ୍କ ଦ୍ୱାରା ଏହି ବିସ୍ଫୋରଣ କରାଯାଇଥିବା କୁହାଯାଉଛି ।…
Read More...

ପ୍ରସନ୍ନଙ୍କ ରୁଦ୍ରାଭିଷେକ ପରେ ରାଜନୀତି ଉଷ୍ମ

ନାକଟିଦେଉଳ : ସମ୍ବଲପୁର ଜିଲାର ଅନ୍ୟତମ ପାର୍ବତ୍ୟ ଓ ଘନ ଜଙ୍ଗଲ ପରିବେଷ୍ଟିତ ନାକଟିଦେଉଳ ବ୍ଲକର ଖୋଲାଗଡ଼ସ୍ଥିତ ଏକ ଶିବମନ୍ଦିରରେ ଶାସକ ବିଜେଡି ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ପ୍ରସନ୍ନ ଆଚାର୍ଯ୍ୟଙ୍କ…
Read More...

ଯୁବତୀଙ୍କୁ ପ୍ରେମ କରିବାରୁ ହତ୍ୟାକଲା କିନ୍ନର ବନ୍ଧୁ -ରଶ୍ମିରଞ୍ଜନ ହତ୍ୟା ରହସ୍ୟ ଉନ୍ମୋଚିତ

ଖୋର୍ଦ୍ଧା : ବେଗୁନିଆ ବ୍ଲକ ସିକୋ ଫାଣ୍ଡି ଅନ୍ତର୍ଗତ ଶଗଡ଼ଭଙ୍ଗା ଗ୍ରାମରେ ମଙ୍ଗଳବାର ସାଙ୍ଗକୁ ପିଟିପିଟି ହତ୍ୟା କରିଥିବା ଘଟଣାର ରହସ୍ୟ ଉନ୍ମୋଚିତ ହୋଇଛି। ପ୍ରେମ ସମ୍ପର୍କ ଯୋଗୁଁ ଅଭିଯୁକ୍ତ ଲୁହା ରଡରେ ପିଟିପିଟି…
Read More...

ଆଜି ଏହି ରାଶିର ବ୍ୟକ୍ତି ଭାଗ୍ୟଶାଳୀ ହୋଇ ପାରନ୍ତି- ଶୁକ୍ରବାର ରାଶିଫଳ

ମେଷ- ସେବା ପରାୟଣ ମନୋଭାବର ହୋଇପାରନ୍ତି। ବ୍ୟବସାୟ ଲାଭଦାୟକ ହେବ। ଶାନ୍ତ ଓ ଧୈର୍ଯ୍ୟବାନ୍‌ ହେବେ। ନିଜର କର୍ମକୁଶଳତା ପାଇଁ ମନରେ ଅହଂଭାବ ଉଦ୍ରେକ ହୋଇପାରେ। କର୍ମଚଞ୍ଚଳ ରହିବେ। ବୃଷ- ଚାକିରି କ୍ଷେତ୍ରରେ…
Read More...

ଘମାଘୋଟ ଯୁଦ୍ଧ , କେହି ରୋକିପାରିବେ ନାହିଁ’- ହମାସ ଆକ୍ରମଣରେ ଇସ୍ରାଏଲର ୯ ସୈନିକ ମୃତ

ତେଲ ଆବିଭ୍‌ : ପାଲେଷ୍ଟାଇନର ଗାଜାରେ ଚାଲିଥିବା ହମାସ ଆତଙ୍କବାଦୀ ବିରୋଧୀ ଯୁଦ୍ଧକୁ ବିଶ୍ବର କୌଣସି ଶକ୍ତି ଓ ସଂଗଠନ ରୋକିପାରିବ ନାହିଁ ବୋଲି କହିଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ। ଗାଜାରେ…
Read More...

ଜେଲ୍‌ର କାନ୍ଥ ଡେଇଁ ଫେରାର ହୋଇଥିଲା କଏଦୀ- ଏହି ସ୍ଥାନରୁ ଧରା ପଡିଲା

ସମ୍ବଲପୁର : ସମ୍ବଲପୁରର ମଣ୍ଡଳ କାରାଗାରରୁ ୩୦ ତାରିଖରେ ଫେରାର ହୋଇଥିବା ବିଚାରାଧୀନ କଏଦୀ ସଞ୍ଜୀବ କିଷାନ (୨୩)ଙ୍କୁ ଧରିବାରେ ପୁଲିସ ସକ୍ଷମ ହୋଇଛି। ଏ ସମ୍ପର୍କରେ ଧନୁପାଲି ଥାନାରେ ପୁଲିସ ପକ୍ଷରୁ ଆୟୋଜିତ…
Read More...

ଭରତପୁର ସୁରେଖା ପଲେଇ ହତ୍ୟା ମାମଲା – ପୁରୁଷ ବନ୍ଧୁ ଗିରଫ, କହିଲେ ଏମିତି କଥା

ଭୁବନେଶ୍ୱର - ରାଜଧାନୀ ଉପକଣ୍ଠ ଭରତପୁରରେ ସୁରେଖା ପଲେଇ ନାମକ ଜଣେ ଯୁବତୀଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିଲା । ଏହି ଅଭିଯୋଗରେ ପୋଲିସ ସୁରେଖାଙ୍କ ପୁରୁଷ ବନ୍ଧୁଙ୍କ ସହ ଅନ୍ୟ ଦୁଇ ଜଣ ମୋଟ୍‌ ତିନିଜଣଙ୍କୁ…
Read More...

କର୍ଣ୍ଣାଟକ ଓ ମହାରାଷ୍ଟ୍ର ବିଧାନପରିଷଦ ଉପନିର୍ବାଚନ ପାଇଁ ସଂଶୋଧିତ କାର୍ଯ୍ୟସୂଚୀ ଜାରି

ନୂଆଦିଲ୍ଲୀ . - କର୍ଣ୍ଣାଟକ ବିଧାନପରିଷଦର ତିନୋଟି ଓ ମହାରାଷ୍ଟ୍ର ବିଧାନପରିଷଦର ଗୋଟିଏ ଆସନ ପାଇଁ ବିଧାୟକମାନଙ୍କ ଦ୍ୱାରା ଉପନିର୍ବାଚନ ସକାଶେ ନିର୍ବାଚନ କମିଶନ ପୂର୍ବରୁ  କାର୍ଯ୍ୟସୂଚୀ ଘୋଷଣା କରିଥିଲେ ।…
Read More...