Browsing Tag

sabarimala

ବିନ୍ଦୁ ଓ କନକଦୁର୍ଗାଙ୍କୁ ସୁରକ୍ଷା ଦେବାକୁ ସୁପ୍ରିମକୋର୍ଟଙ୍କ ନିର୍ଦେଶ

ନୂଆଦିଲ୍ଲୀ : କେରଳର ସୁପ୍ରସିଦ୍ଧ ଶାବରୀମାଳା ମନ୍ଦିରରେ ପ୍ରବେଶ କରିଥିବା ୨ ଜଣ ମହିଳାଙ୍କୁ ନିରନ୍ତର ସୁରକ୍ଷା ଯୋଗାଇଦେବା ଲାଗି ସୁପ୍ରିମକୋର୍ଟ ଶୁକ୍ରବାର ରାଜ୍ୟ ପୁଲିସକୁ ନିର୍ଦେଶ ଦେଇଛନ୍ତି। ମନ୍ଦିରରେ ୧୦ରୁ ୫୦…
Read More...

ଶାବରୀମାଳାରେ ଅଣହିନ୍ଦୁଙ୍କ ପ୍ରବେଶ ପାଇଁ ହାଇକୋର୍ଟରେ କେରଳ ସରକାରଙ୍କ ଆବେଦନ

ନୂଆଦିଲ୍ଲୀ : କେରଳ ସରକାର ମଙ୍ଗଳବାର ଶାବରୀମାଳା ମନ୍ଦିରରେ ଅଣହିନ୍ଦୁ ମାନଙ୍କ ପ୍ରବେଶକୁ ନେଇ ହାଇକୋର୍ଟରେ ଏକ ମାମଲା ଦାୟର କରିଛନ୍ତି। ଏହି ମାମଲାରେ କେରଳ ସରକାର କହିଛନ୍ତି, ଶାବରୀମାଳା ମନ୍ଦିର ଏକ ଐତିହାସିକ ଏବଂ…
Read More...