MEllora 950×100
Browsing Tag

rengalicamp

ଦର ବୃଦ୍ଧିକୁ ନେଇ କେନ୍ଦ୍ର ସରକାରଙ୍କ ଉପରେ ବିଜେଡିର ରଣହୁଙ୍କାର

ରେଙ୍ଗାଲିକ୍ୟାମ୍ପ : ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସ ତଥା ଖାଉଟିମାନଙ୍କର ଅତ୍ୟାବଶ୍ୟକ ସାମଗ୍ରୀର ଆକାଶଛୁଆଁ ଦରବୃଦ୍ଧି ବିରୁଦ୍ଧରେ ଆଜି ବିଜୁ ଜନତା ଦଳ ମହିଳା ମାନଙ୍କ ଦ୍ଵାରା ହଜାର ହଜାର ସଂଖ୍ୟାରେ ବ୍ଲକ…
Read More...

ରେଙ୍ଗାଲିକେମ୍ପ ଟାଟା ପାୱାର ପଶ୍ଚିମ ଓଡ଼ିଶା ବଣ୍ଟନ ବିଭାଗରେ ବିଶ୍ଵକର୍ମା ପୂଜା

ରେଙ୍ଗାଲିକେମ୍ପ :  ଅତାବିରା ଏନ୍ଏସି ସ୍ଥିତ ରେଙ୍ଗାଲିକେମ୍ପରେ ଥିବା ସେକ୍ସନ-୩ ଟାଟା ପାୱାରର ପଶ୍ଚିମ ଓଡ଼ିଶା ବଣ୍ଟନ ବିଭାଗ ଲିମିଟେଡରେ ଆଜି କରୋନା କଟକଣା ନିୟମ ପାଳନ ପୂର୍ବକ ରୀତି ନୀତି ଅନୁସାରେ ଷୋଡ଼ଶ ତମ…
Read More...

ଅତାବିରାର ତିନି ଜଣ ଶିକ୍ଷକ ପାଇଲେ ନିଶିଗନ୍ଧା ଶ୍ରେଷ୍ଠ ଶିକ୍ଷକ ସମ୍ମାନ

ରେଙ୍ଗାଲିକେମ୍ପ : ଗୁରୁଦିବସ ଅବସରରେ ନିଶିଗନ୍ଧା ଭାଷା ପ୍ରତିଷ୍ଠାନ ଖୋର୍ଦ୍ଧା ଆନୁକୁଲ୍ୟରେ ରାଜ୍ୟସ୍ତରୀୟ ଗୁରୁଦିବସ ଓ ଶ୍ରେଷ୍ଠ ଶିକ୍ଷକ ସମ୍ବର୍ଦ୍ଧନା ମହୋତ୍ସବ ଆୟୋଜିତ ହୋଇଯାଇଛି । ଏଥିରେ ବରଗଡ଼ ଜିଲ୍ଲା ଅତାବିରା…
Read More...

ଗ୍ରାମାଞ୍ଚଳ ବିକାଶ ଯୋଜନାର ଅସଲ ଚିତ୍ର; ସାଢେ ୩ କିମି ଖଟରେ ବୁହାହେଲେ ରୋଗୀ

ରେଙ୍ଗାଲିକେମ୍ପ : ସ୍ଵାଧୀନତା ପ୍ରାପ୍ତିର ଦୀର୍ଘ ବର୍ଷ ପରେ ମଧ୍ୟ ଆଜି ରୋଗୀଙ୍କୁ ଖଟିଆରେ ବୁହାଯାଉଛି ଡାକ୍ତରଖାନାକୁ। ଗାଆଁକୁ ପହଞ୍ଚିପାରୁନି ଆମ୍ବୁଲାନ୍ସ । କଦର୍ଯ୍ୟ ରାସ୍ତା। ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ…
Read More...

ଓଡ଼ିଶା କର୍ମଜୀବୀ ସାମ୍ବାଦିକ ସଂଘ ତରଫରୁ ବରଗଡ ଏସପିଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

ରେଙ୍ଗାଲିକ୍ୟାମ୍ପ : ଓଡିଶା କର୍ମଜୀଵୀ ସାମ୍ବାଦିକ ସଂଘ ବରଗଡ ଜିଲ୍ଲା ଶାଖା ତରଫରୁ ନୂତନ ଭାବେ ଯୋଗଦାନ କରିଥିବା ଏସପି ରାହୁଲ ଜୈନଙ୍କୁ ଆଜି ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି ସଂଘର ସଭାପତି ତ୍ରିବିକ୍ରମ ତ୍ରିପାଠୀ,…
Read More...

ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ରେଙ୍ଗାଲିକେମ୍ପ : ଅତାବିରା ବ୍ଲକ ଜାଙ୍ଗେଦ ପଞ୍ଚାୟତ ଅନ୍ତର୍ଗତ ସୁଢାପାଲି ଗ୍ରାମରେ ଆଜି ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ଘଟଣା ସୂତ୍ରରୁ ପ୍ରକାଶ ଯେ, ଶିବାନନ୍ଦ ଛୁରିଆ (ଶିବୁ) କେନାଲକୁ…
Read More...

‘ସମାଜ’ ପ୍ରଭାବ: ଖବର ପ୍ରକାଶିତ ହେବା ପରେ ପ୍ରଶାସନର ତତ୍ପରତା

ରେଙ୍ଗାଲିକେମ୍ପ : ସରକାର ଦେଶରେ ଗରିବମାନଙ୍କ ମୂଳୋତ୍ପାଟନ ପାଇଁ ଅନେକ ଯୋଜନା କରୁଛନ୍ତି, କିନ୍ତୁ ବେଳେ ବେଳେ ଅନେକ କାରଣରୁ ପ୍ରକୃତ ହିତାଧିକାରୀ ସେହି ଯୋଜନାରୁ ବଞ୍ଚିତ ହେଉଛନ୍ତି । ହୁଏତ ପ୍ରଶାସନିକ କର୍ମଚାରୀଙ୍କ…
Read More...

କରୋନାର ଭୟ ମଣିଷକୁ କରିଛି ଧୈର୍ଯ୍ୟହରା, ଟିକା ଗ୍ରହଣ ପାଇଁ ଜୋତା ଚପଲର ଲମ୍ବା ଧାଡ଼ି

ରେଙ୍ଗାଲିକେମ୍ପ : ଅତାବିରା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଆଜି ସକାଳ ୪ ଟାରୁ ଲୋକଙ୍କ ଜୋତା ଚପଲର ଲମ୍ବା ଧାଡ଼ି ଦେଖିବାକୁ ମିଳିଥିଲା। ଯେତିକି ହଳ ଜୋତା ଥିଲା ତାର ଆଖପାଖରେ ସେତିକି ମଣିଷ ନଥିଲେ। ତେଣୁ ଯେକୌଣସି…
Read More...

ସର୍ଭିସ ରାସ୍ତାର ଅସଲ ଚିିତ୍ର, ଚାଲୁଛି ଟ୍ରକ୍ ପାର୍କିଂ ସହ ଗ୍ୟାରେଜ କାମ

ରେଙ୍ଗାଲିକେମ୍ପ : ପଦଚାରୀଙ୍କ ଗମନା ଗମନ ପାଇଁ ରହିଛି ସର୍ଭିସ ରାସ୍ତା। ଏହି ସର୍ଭିସ ରାସ୍ତାରେ ଭାରୀଯାନ ଯିବା ଆସିବା କରିବା ଆଇନତଃ ମନା। ବାଇକ ଚାଳକ ତଥା ପଦଚାରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସରକାର ଏହି ସର୍ଭିସ…
Read More...

ଟ୍ରାକ୍ଟର ଧକ୍କାରେ ଟେଲର ମାଷ୍ଟରଙ୍କ ମୃତ୍ୟୁ, ଚାଳକ ଫେରାର

ରେଙ୍ଗାଲିକ୍ୟାମ୍ପ : ଆଜି ସକାଳ ପ୍ରାୟ ୧୦ଟା ସମୟରେ ଅତାବିରା ବ୍ଲକ ସିଂହପାଲି  ଗ୍ରାମର ଜଣେ ବ୍ୟକ୍ତିଙ୍କର ଟ୍ରାକ୍ଟର ଧକ୍କାରେ ମୃତ୍ୟୁ ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଘଟଣା ସୂତ୍ରରୁ…
Read More...