Browsing Tag

Rajasthan

ପାଇଲଟଙ୍କ ସହ କଥା ହେଉ ନ ଥିଲେ ଗେହଲଟ; କିନ୍ତୁ ବସୁନ୍ଧରାଙ୍କ ସହ ନିୟମିତ ଯୋଗସୂତ୍ରରେ ରହିଥିଲେ

ଜୟପୁର: ରାଜସ୍ଥାନ ରାଜନୀତିର ଅଛିଣ୍ଡା ଗଣିତ ଛିଡ଼ୁ ନାହିଁ । ଗେହଲଟ୍ ସରକାର ପତନ ନିମନ୍ତେ ପାଇଲଟଙ୍କ ସୁପର ପ୍ଲାନ ଫେଲ୍ ମାରିଗଲା କେମିତି ? କେମିତି ପ୍ରଥମ ଦୁଇ ବାଜି ଜିତିଗଲେ ଗେହଲଟ ? ସତରେ ସେ କ’ଣ ରାଜନୀତିର…
Read More...

ମୋଦୀଙ୍କୁ ଚିଠି ଲେଖିଲେ ଗେହଲଟ; ସରକାର ଭାଙ୍ଗିବାକୁ ଚାଲିଛି ପ୍ରୟାସ

ରାଜସ୍ଥାନ ରାଜନୀତି ସରଗରମ। ସଚିନ ପାଇଲଟ-ଅଶୋକ ଗେହଲଟଙ୍କ ମଧ୍ୟରେ ଚାଲିଥିବା କ୍ଷମତା ଲଢ଼େଇ ଏବେ ରାଜସ୍ଥାନ ଡ଼େଇଁ ସୁପ୍ରିମକୋର୍ଟରେ ପହଞ୍ଚିଗଲାଣି । ଟଙ୍କା କିଣାବିକା ଅଡ଼ିଓ ଟେପ୍ ମାମଲାର ସିବିଆଇ ତଦନ୍ତ ନିମନ୍ତେ…
Read More...

ରାଜସ୍ଥାନ ରାଜନୀତି: ତତ୍କାଳ ଶୁଣାଣି ନିମନ୍ତେ ବାଚସ୍ପତିଙ୍କ ଅପିଲ ସୁପ୍ରିମକୋର୍ଟରେ ଖାରଜ

ନୂଆଦିଲ୍ଲୀ: ରାଜସ୍ଥାନ ଉଚ୍ଚ ନ୍ୟାୟାଳୟ ସଚିନ ପାଇଲଟ୍ ଓ ତାଙ୍କ ସମର୍ଥକ ବିଧାୟକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ମାମଲାରେ ଲଗାଇଥିବା ରହିତାଦେଶ ବିରୋଧରେ ସୁପ୍ରିମକୋର୍ଟରେ ପହଞ୍ଚିଛନ୍ତି ବିଧାନସଭା ବାଚସ୍ପତି । ଏହି…
Read More...

ସିବିଆଇ ବାଟ କିଳିଲେ ଗେହଲଟ; ରାଜ୍ୟ ସରକାରଙ୍କ ବିନା ଅନୁମତିରେ କରିପାରିବ ନାହିଁ ଯାଞ୍ଚ

ରାଜସ୍ଥାନ ରାଜନୀତିରେ ଘଡ଼ିକେ ଘୋଡ଼ା ଛୁଟୁଛି । ସଚିନ ପାଇଲଟ ରାଜ୍ୟ ସରକାରଙ୍କ ନାକରେ ଷଣ୍ଢୁଆସୀ ଭର୍ତି କରିଦେଇଛନ୍ତି । ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ନିଦ ହଜି ଯାଇଛି । ପାଇଲଟଙ୍କୁ ନିଜ ମନକୁ ଯାହା ଆସୁଛି ତାହା…
Read More...

ମୁଁ ବାଇଗଣ ବିକିବାକୁ ଆସିନାହିଁ : ପୁଣି ଗେହଲଟଙ୍କ ନିଶାଣରେ ପାଇଲଟ

ପୁଣିଥରେ କଂଗ୍ରେସର ବିଦ୍ରୋହୀ ନେତା ସଚିନ ପାଇଲଟଙ୍କ ଉପରେ କଠୋର ଟିପ୍ପଣୀ ଦେଇଛନ୍ତି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ । ତାଙ୍କର ଏକ ସାଢ଼େ ୩ ମିନିଟର ଭିଡ଼ିଓରେ ସେ ପାଇଲଟଙ୍କୁ ଜୋରଦାର ସମାଲୋଚନା କରିଛନ୍ତି…
Read More...

ଭେଣ୍ଟିଲେଟରରେ କଂଗ୍ରେସ; ବଞ୍ଚିବା ଅସମ୍ଭବ: ଆମ ଆଦମୀ ପାର୍ଟି

ନୂଆଦିଲ୍ଲୀ: ରାଜସ୍ଥାନରେ ଲାଗିରହିଛି ରାଜନୈତିକ ଅସ୍ଥିରତା । ଏହି ସ୍ଥିତିରେ ଆମ୍ ଆଦମୀ ପାର୍ଟି କଂଗ୍ରେସ ପ୍ରତି ଦେଇଛି କଟୁ ଟିପ୍ପଣୀ । ଆମ ଆଦମୀ ପାର୍ଟି ନେତା ରାଘବ ଚଧ୍ଧା କହିଛନ୍ତି ଯେ କଂଗ୍ରେସ ଏବେ…
Read More...

ରାଜସ୍ଥାନ ରାଜନୀତି ନାଟକ: ମଙ୍ଗଳବାର ପର୍ଯ୍ୟନ୍ତ ଅଦାଲତଙ୍କ ମହଲତ

ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ପୂର୍ବତନ ପିସିସି ସଭାପତି ସଚିନ ପାଇଲଟଙ୍କ ସମେତ ୧୯ ଜଣ ବିଧାୟକଙ୍କୁ ନୋଟିସ ବିରୋଧରେ ହାଇକୋର୍ଟରେ ରୁଜୁ ମାମଲାର ଶୁକ୍ରବାର ଶୁଣାଇ ହୋଇଛି । ମୁଖ୍ୟ ବିଚାରପତି ଇନ୍ଦ୍ରଜିତ୍ ମହାନ୍ତି ଓ…
Read More...

ଗେହଲଟଙ୍କ ସଂଖ୍ୟାଲଘୁ ସରକାରକୁ ବଞ୍ଚାଉଛନ୍ତି କି ବିଜେପି ନେତ୍ରୀ ବସୁନ୍ଧରା?

ରାଜସ୍ଥାନ ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ସିନ୍ଧିଆଙ୍କ ଉପରେ ବଡ଼ ଅଭିଯୋଗ ଆଣିଛନ୍ତି ବିଜେପିର ସହଯୋଗୀ ରାଷ୍ଟ୍ରୀୟ ଲୋକତାନ୍ତ୍ରିକ ପାର୍ଟିର ନେତା ତଥା ସାଂସଦ ହନୁମାନ ବେନିୱାଲ । ବସୁନ୍ଧରା ରାଜେ…
Read More...

ହୃଦୟ ବିଦାରକ: ରାସ୍ତାରେ ପଡ଼ିଥିବା ମଲା କୁକୁରକୁ ଖାଇଲେ ପ୍ରବାସୀ ଶ୍ରମିକ, ଭାଇରାଲ ହେଉଛି ଭିଡିଓ

ନୂଆଦିଲ୍ଲୀ: ଲକ୍‌ଡାଉନ ଗରିବ ପେଟକୁ ଲାତ ମାରିଛି। ଗରିବ, ଦିନ ମଜୁରିଆ ଭୋକ ଉପାସରେ ଛଟପଟ ହେଉଛନ୍ତି। କିଏ ଡଷ୍ଟବିନ୍‌ରେ ଫିଙ୍ଗାଯାଇଥିବା ବଳକା ଖାଦ୍ୟ ସଂଗ୍ରହ କରି ଖାଉଛି ତ କି ରାସ୍ତାରୁ ଅଇଁଠା ଗୋଟାଇ ଖାଉଛି।…
Read More...

ରାଜସ୍ଥାନ ଓ ତେଲଙ୍ଗନା ବିଧାନସଭା ନିର୍ବାଚନ : ପ୍ରଚାର ଶେଷ, ଶୁକ୍ରବାର ମତଦାନ

ନୂଆଦିଲ୍ଲୀ : ରାଜସ୍ଥାନ ଓ ତେଲଙ୍ଗନା ବିଧାନସଭା ନିର୍ବାଚନ ପାଇଁ ବୁଧବାର ସନ୍ଧ୍ୟାରେ ପ୍ରଚାର ଶେଷ ହୋଇଛି । ବିଭିନ୍ନ ରାଜନୈତିକ ଦଳର ଟାଣୁଆ ନେତାମାନେ ଶେଷ ପର୍ଯ୍ୟାୟରେ ଉଭୟ ରାଜ୍ୟକୁ ତୋଫାନୀ ଗସ୍ତ କରି ଜୋରସୋରରେ…
Read More...