Browsing Tag

Rajasthan Crisis

ଗିରିରାଜଙ୍କ ବିସ୍ଫୋରକ ମନ୍ତବ୍ୟ; ବିଜେପିରେ ଯୋଗଦେବାକୁ ୩୫ କୋଟି ଯାଚିଥିଲେ ପାଇଲଟ୍‌

ଜୟପୁର: ରାଜସ୍ଥାନରେ ସୃଷ୍ଟି ହୋଇଥିବା ରାଜନୈତିକ ସଙ୍କଟ ଦିନକୁ ଦିନ ନୂଆ ମୋଡ଼ ନେବାରେ ଲାଗିଛି। କଂଗ୍ରେସ ସରକାରରେ ବିଦ୍ରୋହ ସୃଷ୍ଟି କରିଥିବା ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ୍‌ ଏବଂ ତାଙ୍କର ୧୮ ସହଯୋଗୀ…
Read More...

କେନ୍ଦ୍ରମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତଙ୍କ ନାମରେ ମାମଲା

ଜୟପୁର: ରାଜସ୍ଥାନରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ସରକାର ଭାଙ୍ଗିବାକୁ ଷଡ଼ଯନ୍ତ୍ର କରିଥିବା ଅଭିଯୋଗରେ କେନ୍ଦ୍ରମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ ଏବଂ ବିଜେପି ନେତା ସଞ୍ଜୟ ଜୈନଙ୍କ ବିରୋଧରେ ଶୁକ୍ରବାର ମାମଲା…
Read More...

ସରକାର ଭାଙ୍ଗିବାକୁ ଷଡ଼ଯନ୍ତ୍ର କରୁଛି ବିଜେପି: ସୁରଜେୱାଲା

ନୂଆଦିଲ୍ଲୀ: ରାଜସ୍ଥାନରେ କଂଗ୍ରେସ ସରକାର ଭାଙ୍ଗିବାକୁ ବିଜେପି ଷଡ଼ଯନ୍ତ୍ର କରୁଛି। ଏହାର ପ୍ରମାଣ ମିଳିସାରିଛି ବୋଲି କଂଗ୍ରେସର ରାଷ୍ଟ୍ରୀୟ ମୁଖପାତ୍ର ରଣଦୀପ ସୁରଜେୱାଲା ଶୁକ୍ରବାର ଏକ ସାମ୍ବାଦିକ ସମ୍ମିଳନୀରେ…
Read More...

ରାଜସ୍ଥାନ ସଙ୍କଟ: ପାଇଲଟ୍‌ଙ୍କ ୨ ସମର୍ଥକ ବିଧାୟକ କଂଗ୍ରେସରୁ ନିଲମ୍ବିତ

ଜୟପୁର: ରାଜସ୍ଥାନରେ ସୃଷ୍ଟି ହୋଇଥିବା ରାଜନୈତିକ ସଙ୍କଟ ପରିପ୍ରେକ୍ଷୀରେ କଂଗ୍ରେସ ବିଦ୍ରୋହୀମାନଙ୍କ ବିରୋଧରେ କଠୋର ହୋଇଛି। ପୂର୍ବରୁ ସଚିନ ପାଇଲଟଙ୍କୁ ଉପମୁଖ୍ୟମନ୍ତ୍ରୀ ପଦରୁ ବିଦା କରାଯିବା ସହିତ ପିସିସି ସଭାପତି…
Read More...

ବାଚସ୍ପତିଙ୍କ ନୋଟିସ ବିରୋଧରେ ହାଇକୋର୍ଟ ଗଲେ ପାଇଲଟ୍‌

ଜୟପୁର: ରାଜସ୍ଥାନ ସରକାର ବିରୋଧରେ ବିଦ୍ରୋହ ଆରମ୍ଭ କରିଥିବା ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ୍‌ଙ୍କୁ ବାଚସ୍ପତି ନୋଟିସ ଜାରି କରିବା ପରେ ସେ ଏହାକୁ ଚ୍ୟାଲେଞ୍ଜ କରି ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି।…
Read More...

ପାଇଲଟ୍‌ଙ୍କୁ ମନାଇବାକୁ ଅହମ୍ମଦ ପଟେଲ ଓ ବେଣୁଗୋପାଳଙ୍କୁ ଦାୟିତ୍ଵ

ନୂଆଦିଲ୍ଲୀ: ରାଜସ୍ଥାନ କଂଗ୍ରେସ ସରକାରରେ ସୃଷ୍ଟି ହୋଇଥିବା ବିଦ୍ରୋହ ଦିନକୁ ଦିନ ନୂଆ ମୋଡ ନେଉଛି। ବିଦ୍ରୋହୀ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ୍‌ ଏବଂ ତାଙ୍କର ସାଥୀ ୧୯ ବିଧାୟକଙ୍କୁ ବାଚସ୍ପତି ନୋଟିସ…
Read More...

‘ପାଇଲଟ୍‌ଙ୍କ ପାଇଁ କଂଗ୍ରେସ ଦ୍ବାର ବନ୍ଦ ହୋଇନାହିଁ’

ଜୟପୁର: ରାଜସ୍ଥାନ ସରକାର ବିରୋଧରେ ବିଦ୍ରୋହ କରିଥିବା ବରିଷ୍ଠ କଂଗ୍ରେସ ନେତା ସଚିନ ପାଇଲଟଙ୍କ ବିରୋଧରେ ଦଳ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି। ତାଙ୍କୁ ଏବଂ ତାଙ୍କ ସମର୍ଥକମାନଙ୍କୁ ଅଯୋଗ୍ୟ ଘୋଷଣା କରିବା…
Read More...

ପାଇଲଟ୍‌ କହିଲେ ବିଜେପିରେ ଯୋଗଦେବିନି; ସେପଟେ ଅଯୋଗ୍ୟ ଘୋଷିତ କରିବାକୁ କଂଗ୍ରେସର ପ୍ରକ୍ରିୟା

ଜୟପୁର: ରାଜସ୍ଥାନ ଉପମୁଖ୍ୟମନ୍ତ୍ରୀ ପଦବୀରୁ ବିଦା ହେବା ପରେ ବରିଷ୍ଠ କଂଗ୍ରେସ ନେତା ସଚିନ ପାଇଲଟ୍‌ଙ୍କ ରାଜନୈତିକ କ୍ୟାରିୟର ଉପରେ ପ୍ରଶ୍ନଚିହ୍ନ ସୃଷ୍ଟି ହୋଇଛି। ଏହି ପରିପ୍ରେକ୍ଷୀରେ ସେ ବିଜେପିରେ ଯୋଗଦେବେନି…
Read More...