Browsing Tag

Rajasthan Crisis

ଆଜି ଗେହଲଟଙ୍କ ଅଗ୍ନିପରୀକ୍ଷା, ବିଜେପି ଆଣିବ ଅନାସ୍ଥା ପ୍ରସ୍ତାବ

ଜୟପୁର: ରାଜସ୍ଥାନରେ କ୍ଷମତାଶୀନ ଅଶୋକ ଗେହଲଟଙ୍କ କଂଗ୍ରେସ ସରକାର ପାଇଁ ପୁଣି ଅଡୁଆ ବଢ଼ିଛି। ଆଜିଠାରୁ ରାଜ୍ୟ ବିଧାନସଭାର ଅଧିବେଶନ ବସିବ। ତେବେ ଅଧିବେଶନ ଆରମ୍ଭରୁ ବିଜେପି କଂଗ୍ରେସ ସରକାର ବିରୋଧରେ ପୁଣି ଥରେ…
Read More...

ଗେହଲଟଙ୍କ ଅଡୁଆ ବଢ଼ିଲା, କାଲି ବିଜେପି ଆଣିବ ଅନାସ୍ଥା ପ୍ରସ୍ତାବ

ଜୟପୁର: ରାଜସ୍ଥାନରେ କ୍ଷମତାଶୀନ ଅଶୋକ ଗେହଲଟଙ୍କ କଂଗ୍ରେସ ସରକାର ପାଇଁ ପୁଣି ଅଡୁଆ ବଢ଼ିଛି। ଆସନ୍ତା ଶୁକ୍ରବାର ବିଧାନସଭା ଅଧିବେଶନ ବସିବ। ଦଳକୁ ଫେରିଥିବା ସଚିନ ପାଇଲଟ୍‌ ଏବଂ ଗେହଲଟ ସାମ୍ନାସାମ୍ନି ହେବେ। ତେବେ…
Read More...

ଗେହଲଟଙ୍କୁ ଉଚିତ୍ ଶିକ୍ଷା ଦେବାକୁ ମାୟାବତୀଙ୍କ ଚେତାବନୀ

ନୂଆଦିଲ୍ଲୀ: ରାଜସ୍ଥାନରେ ଦେଖାଦେଇଥିବା ରାଜନୈତିକ ସଙ୍କଟରେ ଏଣ୍ଟ୍ରି କରିଛନ୍ତି ବିଏସପି ମୁଖ୍ୟ ମାୟାବତୀ। କଂଗ୍ରେସ ଚଞ୍ଚକତା କରି ବିଏସପିର ୬ ବିଧାୟକଙ୍କୁ ନିଜ ଦଳରେ ସାମିଲ କରିଦେଇଥିବା ଅଭିଯୋଗ କରି ମାୟାବତୀ…
Read More...

କଂଗ୍ରେସରେ ବିଏସପି ବିଧାୟକଙ୍କ ମିଶ୍ରଣ ବିରୋଧରେ ବିଜେପିର ପିଟିଶନ ଖାରଜ, ଗେହଲଟ ଆଶ୍ଵସ୍ତ

ଜୟପୁର: ରାଜସ୍ଥାନ କଂଗ୍ରେସ ସରକାରରେ ୬ ବିଏସପି ବିଧାୟକଙ୍କ ବିଲୟ ବିରୋଧରେ ବିଜେପି ଦାୟର କରିଥିବା ପିଟିଶନକୁ ହାଇକୋର୍ଟ ଖାରଜ କରିଦେଇଛନ୍ତି। ବିଜେପି ବିଧାୟକ ମଦଲ ଦିଲାୱର ଏହି ପିଟିଶନ ଦାଖଲ କରିଥିଲେ। ସେ ପ୍ରଥମେ…
Read More...

ରାଜସ୍ଥାନ ବାଚସ୍ପତିଙ୍କୁ ପୁଣି ଝଟ୍‌କା; ପାଇଲଟ୍‌ ଗୋଷ୍ଠୀଙ୍କୁ ନୋଟିସ ଉପରେ ହାଇକୋର୍ଟଙ୍କ ରହିତାଦେଶ

ଜୟପୁର: ରାଜସ୍ଥାନରେ ଦେଖାଦେଇଥିବା ରାଜନୈତିକ ସଙ୍କଟ ପ୍ରସଙ୍ଗରେ ଶୁକ୍ରବାର ହାଇକୋର୍ଟଙ୍କ ରାୟ ବାଚସ୍ପତିଙ୍କୁ ପୁଣି ଏକ ଝଟ୍‌କା ଦେଇଛି। ସୁପ୍ରିମକୋର୍ଟ ଗତକାଲି ବାଚସ୍ପତିଙ୍କ ସ୍ପେଶାଲ ଲିଭ୍‌ ପିଟିଶନ ଉପରେ ଶୁଣାଣି…
Read More...

କଂଗ୍ରେସ କେବଳ ଗେହଲଟଙ୍କର ନୁହେଁ: ପାଇଲଟ୍‌

ଜୟପୁର: ରାଜସ୍ଥାନରେ ଜାରି ରହିଥିବା ରାଜନୈତିକ ଯୁଦ୍ଧ ମଧ୍ୟରେ ସଚିନ ପାଇଲଟ୍‌ ପ୍ରଥମ ଥର ପାଇଁ ନୀରବତା ଭାଙ୍ଗିଛନ୍ତି। ସେ ବିଜେପିରେ ଯୋଗଦେବେ ନାହିଁ ବୋଲି ପୂର୍ବରୁ କହିଥିବାବେଳେ ପୁଣି ଥରେ ଏ ନେଇ ସ୍ପଷ୍ଟୋକ୍ତି…
Read More...

ରାଜସ୍ଥାନ ବାଚସ୍ପତିଙ୍କୁ ଝଟ୍‌କା; ହାଇକୋର୍ଟଙ୍କ ରାୟ ଉପରେ ରହିତାଦେଶ ଦେବାକୁ ମନାକଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ରାଜସ୍ଥାନରେ ସୃଷ୍ଟି ହୋଇଥିବା ରାଜନୈତିକ ସଙ୍କଟ ପ୍ରସଙ୍ଗରେ ସୁପ୍ରିମକୋର୍ଟ ଗୁରୁବାର ହାଇକୋର୍ଟଙ୍କ ରାୟ ଉପରେ ରହିତାଦେଶ ଦେବାକୁ ମନା କରିଦେଇଛନ୍ତି। ଫଳରେ ବାଚସ୍ପତିଙ୍କୁ ଏକ ବଡ଼ ଝଟ୍‌କା ଲାଗିଛି।…
Read More...

ରାଜସ୍ଥାନ ସଙ୍କଟରେ ନୂଆ ମୋଡ଼, ଗେହଲଟଙ୍କ ଘରେ ଇଡିର ଚଢ଼ାଉ

ନୂଆଦିଲ୍ଲୀ: ରାଜସ୍ଥାନରେ ଦେଖାଦେଇଥିବା ରାଜନୈତିକ ସଙ୍କଟ ପୁଣି ଏକ ନୂଆ ମୋଡ଼ ନେଇଛି। ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଏବଂ ବିଦ୍ରୋହୀ ବିଧାୟକ ସଚିନ ପାଇଲଟଙ୍କ ମଧ୍ୟରେ ଛକାପଞ୍ଛା ଚାଲିଥିବାବେଳେ ବାଚସ୍ପତି ସି.ପି.…
Read More...

ରାଜସ୍ଥାନ ସଙ୍କଟ: ସୁପ୍ରିମକୋର୍ଟ ଗଲେ ବାଚସ୍ପତି

ଜୟପୁର: ରାଜସ୍ଥାନରେ ରାଜନୈତିକ ସଙ୍କଟ ଜାରି ରହିଥିବାବେଳେ ବାଚସ୍ପତି ସି.ପି. ଯୋଶୀ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। ଯେକୌଣସି ବିଧାୟକଙ୍କୁ ନୋଟିସ ପଠାଇବା ଏବଂ ତାଙ୍କୁ ଅଯୋଗ୍ୟ ଘୋଷଣା କରିବାର ସମ୍ପୂର୍ଣ୍ଣ…
Read More...

ରାଜସ୍ଥାନ ସଙ୍କଟ: ରାୟ ସଂରକ୍ଷିତ ରଖିଲେ ହାଇକୋର୍ଟ, ପାଇଲଟ ଗୋଷ୍ଠୀଙ୍କୁ ୨୪ ପର୍ଯ୍ୟନ୍ତ ଅଶ୍ଵସ୍ତି

ନୂଆଦିଲ୍ଲୀ: ରାଜସ୍ଥାନରେ ଜାରି ରହିଥିବା ରାଜନୖତିକ ଅସ୍ଥିରତା ମଧ୍ୟରେ ରାଜସ୍ଥାନ ହାଇକୋର୍ଟ ମଙ୍ଗଳବାର ସଚିନ ପାଇଲଟ୍‌ ଏବଂ ତାଙ୍କ ସମର୍ଥକ ୧୮ ବିଧାୟକଙ୍କୁ ଆସନ୍ତା ୨୪ ତାରିଖ ପର୍ଯ୍ୟନ୍ତ ଅଶ୍ଵସ୍ତି ଦେଇଛନ୍ତି। ଏହି…
Read More...