Browsing Tag

phulbani

କରୋନାକୁ ମାତ୍ ଦେଲେ ୮୩ ବର୍ଷୀୟ ଶ୍ୟାମଘନ, ଟ୍ୱିଟ୍ କରି ଶୁଭେଚ୍ଛା ଜଣାଇଲେ ଜିଲାପାଳ

ଫୁଲବାଣୀ/ବାଲିଗୁଡା: କୋଭିଡର ଦ୍ୱିତୀୟ ଲହର ସମଗ୍ର ଦେଶରେ ଆତଙ୍କ ଖେଳାଇଥିବା ବେଳେ ଦୃଢ ମନୋବଳ ଯେ ଏହାକୁ ହରାଇପାରେ ଏଭଳି ଏକ ସନ୍ଦେଶ ଦେଇଛନ୍ତି କନ୍ଧମାଳ ଜିଲା ବାଲିଗୁଡାର ଜଣେ ୮୩ ବର୍ଷ ବୟସ୍କ ବ୍ୟକ୍ତି। ସ୍ଥାନୀୟ…
Read More...

ଖଜୁରିପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ୩ ଦିନ ପାଇଁ ବନ୍ଦ

ଫୁଲବାଣୀ: କନ୍ଧମାଳ ଜିଲାରେ ଦିନକୁ ଦିନ କରୋନା ପଜିଟିଭ୍ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଏଥିରେ ଦିନରେ ଦିନ ଆଗଧାଡ଼ିର ଯୋଦ୍ଧାମାନେ ମଧ୍ୟ ସଂକ୍ରମିତ ହେଉଥିବା ଦେଖାଯାଇଛି। ଏଭଳି ସ୍ଥଳେ ଖଜୁରିପଡ଼ା ଗୋଷ୍ଠୀ…
Read More...

ଲକ୍ଷାଧିକ ଟଙ୍କାର ମୂଲ୍ୟବାନ ଗଛ କାଟିଦେଲେ ଦୁର୍ବୃତ୍ତ, ଜବତ କଲା ବନ ବିଭାଗ

ଫୁଲବାଣୀ: ବନବିଭାଗର ବ୍ୟାପକ ସଚେତନତା ସତ୍ୱେ ଗ୍ରାମାଞ୍ଚଳରେ କୌଣସି ପ୍ରକାର ଫରକ୍ ପଡ଼ୁନଥିବାର ଦେଖାଯାଇଛି। ଦିନକୁ ଦିନ ବେଆଇନ ମୂଲ୍ୟବାନ ଶାଳ ଗଛ କାଟି ପକାଉଛନ୍ତି। ଫଳରେ ଫୁଲବାଣୀ ନିିକଟବର୍ତ୍ତି ଘଞ୍ଚ ଜଙ୍ଗଲ…
Read More...

କୋଭିଡ ସହାୟତା ପାଇଁ ଜିଲା ପ୍ରଶାସନର ହେଲପ ଲାଇନ ନମ୍ବର ଜାରି, ସାଧାରଣ ଅସୁସ୍ଥତା ପାଇଁ ଡାକ୍ତରଖାନା ନ ଯିବାକୁ…

ଫୁଲବାଣୀ: ଏବେ ସାରା ରାଜ୍ୟ ସମେତ କନ୍ଧମାଳ ଜିଲାରେ ମଧ୍ୟ ସଟଡାଉନ ଓ ଲକଡାଉନ ଲାଗୁ ହୋଇଛି। ଦୋକାନ ବଜାର ଖୋଲିବା ସହିତ ଜନସାଧାରଣଙ୍କ ଯାତାୟତ ଉପରେ କଟକଣା ଲାଗିଛି। ଏଭଳି ପରିସ୍ଥିିତିରେ ବିଭିନ୍ନ ଅସୁସ୍ଥତାର ଶୀକାର…
Read More...

ଭିଜିଲାନ୍ସ ଜାଲରେ ତହସିଲଦାର

ଫୁଲବାଣୀ: ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି କନ୍ଧମାଳ ଜିଲ୍ଲା ରାଇକିଆ ତହସିଲଦାର ଚକ୍ରଧର ପାଢୀ। ୪୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ବ୍ରହ୍ମପୁର ଭିଜିଲାନ୍ସ ତହସିଲଦାର ଚକ୍ରଧର ପାଢ଼ୀଙ୍କୁ ଗିରଫ…
Read More...

ପଛୁଆବର୍ଗରେ ସାମିଲ୍‍ ପାଇଁ ବିଧାୟକଙ୍କୁ ଦାବିପତ୍ର ପ୍ରଦାନ

ଫୁଲବାଣୀ: ନିଖିଳ ଉତ୍କଳ ଲିଆରୀ, ନିଆରୀ ଓ ଚୁଡ଼ୁତିଆ ଜାତି ତରଫରୁ ସେମାନଙ୍କୁ ପଛୁଆବର୍ଗରେ ସାମିଲ୍‍ ନେଇ ଆଜି ଜି.ଉଦୟଗିରି ବିଧାୟକ ସାଲୁଗା ପ୍ରଧାନଙ୍କୁ ଏକ ଲିଖିତ ଦାବିପତ୍ର ପ୍ରଦାନ କରାଯାଇଛି। ବହୁ ବର୍ଷଧରି ଏହି…
Read More...

ନାବାଳିକା ଦୁଷ୍କର୍ମ ଘଟଣା: ଦୋଷୀକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡ, ୧୨ ହଜାର ଜରିମାନା

ଫୁଲବାଣୀ: ଜଣେ ନାବାଳିକାଙ୍କୁ ଦୁଷ୍କର୍ମ କରିବା ମାମଲାର ବିଚାର କରି ଫୁଲବାଣୀ ସ୍ୱତନ୍ତ୍ର ପୋକ୍ସୋ କୋର୍ଟ ଆଜି ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରିବା ସହ ୧୦ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏଥିସହ…
Read More...

ସାମ୍ବାଦିକ ଓ ପୁଲିସ ପକ୍ଷରୁ ମିଳିତ କରୋନା ସଚେତନତା କାର୍ଯ୍ୟକ୍ରମ

ଫୁଲବାଣୀ: କରୋନାର ପ୍ରତ୍ୟାବର୍ତ୍ତନ ପରିପ୍ରେକ୍ଷୀରେ ଜିଲାର ବିଭିନ୍ନ ସ୍ଥାନରେ କରୋନା ସଚେତନତା କାର୍ଯ୍ୟକ୍ରମ ପୁଣି ଜୋର ଧରିଛି। ଏଥିରେ ସାମିଲ ହୋଇଛନ୍ତି ସରକାରୀ ସଂସ୍ଥାମାନଙ୍କ ସହ ବିଭିନ୍‍ ସ୍ୱେଚ୍ଛାସେବୀ…
Read More...

ଜଙ୍ଗଲରେ ନିଆଁ: ଦୁଇ ବନଖଣ୍ଡ ମଧ୍ୟରେ ସମନ୍ୱୟ ଅଭାବ ଯୋଗୁଁ ଆୟତ୍ତ ହୋଇପାରୁନି ନିଆଁ

ଜି. ଉଦୟଗିରି : ଫୁଲବାଣୀ ବନଖଣ୍ଡ ହେଉଛି କଳିଙ୍ଗାଠାରୁ ପାଖାପାଖି ୪ରୁ୫ କି.ମି । ଅପରପକ୍ଷେ ସେଠାରୁ ଆରମ୍ଭ ଗଞ୍ଜାମ ସୀମାନ୍ତ ଘୁମୁସର ଉତ୍ତର ବନଖଣ୍ଡ। କିଛି ଶିକାରୀ ଶିକାର କରିବା ଉଦ୍ଧେଶ୍ୟରେ ଜଙ୍ଗଲରେ ନିଆଁ ଲଗା…
Read More...

ପୁଅର ଭୁଲ ପାଇଁ ବାପାର ଆତ୍ମହତ୍ୟା, ସମଗ୍ର ଅଞ୍ଚଳରେ ଶୋକର ଛାୟା

ଫୁଲବାଣୀ : ପରଠାରୁ ଗାଡି ମାଗି ଆଣ ଦୁର୍ଘଟଣାର ଶୀକାର ହେଲା ପୁଅ। ଭାଙ୍ଗିରୁଜି ଗଲା ଦାମିକା ବାଇକ। ଗାଡି ମାଲିକ ମାଗିବା କ୍ଷତିପୁରଣ ଦେଇ ନ ପାରି ବାପା କିଛି ଉପାୟ ନ ପାଇ କୀଟନାଶକ ପିଇ ଆତ୍ମହତ୍ୟା କଲା। ଏଭଳି…
Read More...