Browsing Tag

patna

ପୁଣି ବିହାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ନୀତୀଶ କୁମାର

ପାଟନା: ପୁଣି ବିହାରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କଲେ ନୀତୀଶ କୁମାର। ୮ମ ଥର ପାଇଁ ସେ ବିହାରର ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ବୁଧବାର ରାଜ୍ୟପାଳ ଫଗୁ ଚୌହ୍ବାନ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି।…
Read More...

ଇସ୍ତଫା ଦେଲେ ବିହାର ମୁଖ୍ୟମନ୍ତ୍ରୀ

ପାଟନା: ବିଜେପି-ଜେଡିୟୁ ମେଣ୍ଟ ଭାଙ୍ଗିବା ପରେ ଏବେ ଇସ୍ତଫା ଦେଇଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର। ମୁଖ୍ୟମନ୍ତ୍ରୀ ପଦରୁ ସେ ଇସ୍ତଫା ଦେଇଛନ୍ତି। ମଙ୍ଗଳବାର ଅପରାହ୍ନରେ ରାଜଭବନରେ ପହଞ୍ଚି ରାଜ୍ୟପାଳ ଫଗୁ…
Read More...

ଲାଲୁଙ୍କ ଅବସ୍ଥା ଗୁରୁତର; ଏୟାର ଆମ୍ବୁଲାନ୍ସ ଯୋଗେ ଦିଲ୍ଲୀ ନେବାକୁ ପ୍ରସ୍ତୁତି

ପାଟନା: ପାଟନାର ପାରସ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ରହିଛି। ଏୟାର ଆମ୍ବୁଲାନ୍ସ ସାହାଯ୍ୟରେ ତାଙ୍କୁ ଦିଲ୍ଲୀ…
Read More...

ତୁରୁମୁଙ୍ଗା ବୈତରଣୀ ସେତୁ ନିକଟରେ ଦୁର୍ଘଟଣା ; ଅଳ୍ପକେ ବର୍ତ୍ତିଲେ ନବ ବର ବଧୂ

ପାଟଣା :  ଏକ ବଡ ଧରଣର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ବରବଧୂ । ପାଟଣା ବ୍ଲକ ଅନ୍ତର୍ଗତ ତୁରୁମୁଙ୍ଗା ବୈତରଣୀ ସେତୁ ପ୍ରବେଶ ପଥ ନିକଟରେ ଚାଳକର ଆଖି ଲାଗିଯିବାରୁ ବଡ଼ବିଲରୁ ନବ ବଧୂକୁ ଧରି କଲକାତା ଫେରୁଥିବା ଏକ…
Read More...

ହ୍ବାଟ୍ସଆପରେ ଫଟୋ- ପେଟିଏମରେ ପେମେଣ୍ଟ: ଇଞ୍ଜିନିୟର ଚଳାଉଥିଲେ ଦେହ ବ୍ୟବସାୟ ରାକେଟ

ପାଟନା: କରୋନା ସ୍ଥିତିକୁ ଦେଖି ଦଲାଲମାନେ ସୋସିଆଲ ମିଡ଼ିଆକୁ ଦେହ ବ୍ୟବସାୟର ମାଧ୍ୟମ ଭାବରେ ବାଛିଛନ୍ତି । ପାଟନାର ଜଣେ ମେକାନିକାଲ ଇଞ୍ଜିନିଅରଙ୍କ ସହ ୪ ଜଣ ଗିରଫ ହେବା ପରେ ଏ ସମ୍ପର୍କରେ ଗୁମର ଖୋଲିଛି । ଗିରଫ…
Read More...

ଦୁଇ ବାଇକ ଲୁଟେରା ଗିରଫ, ବାଇକ ଜବତ

ପାଟଣା: ପାଟଣା ଥାନା ଅଞ୍ଚଳରୁ କ୍ରମାଗତ ବାଇକ ଲୁଟରେ ସଂପୃକ୍ତ ଦୁଇ ବାଇକ ଲୁଟେରାଙ୍କୁ ଗିରଫ କରିଛି ପାଟଣା ପୁଲିସ । ଗିରଫ ଦ୍ବୟ ପଡୋଶୀ ଠାକୁରମୁଣ୍ଡା ଥାନା ଖୁଣ୍ଟାପଶିର ଶାନ୍ତି ଜ୍ୟୋତି ସିଂ(୨୮) ଓ ଭୀମସେନ ମାଝୀ…
Read More...

କେନାଲ ସଫା କରି ଚାଷଜମିକୁ ପାଣି ମଡାଇଲେ

ପାଟଣା: କେନାଲ ଭିତରେ ଗ୍ରାମର ଯାବତୀୟ ଆବର୍ଜ୍ଜନା ସାଙ୍ଗକୁ ଘାସ ଲଟା ହୋଇ ପାଣି ଆସିବା ବନ୍ଦ ହୋଇଯାଇଥିଲା । ସରକାରୀ ବ୍ୟବସ୍ଥାରେ କେନାଲ ପୁନଃରୁଦ୍ଧାର କରାଯାଇ ନ ପାରିବାରୁ ଗ୍ରାମର କିଛି ଯୁବକ ଓ ଚାଷୀ ଏକ…
Read More...

ଅଯୋଧ୍ୟା ରାମମନ୍ଦିର ଭୂମିପୂଜା: ଆଡଭାନୀଙ୍କ ରଥଯାତ୍ରା ସ୍ମୃତିକୁ ମନେପକାଇଲେ ପାଟଣା ଅଞ୍ଚଳବାସୀ

ପାଟଣା: ଅଗଷ୍ଟ ୫ ଅର୍ଥାତ୍ ଆସନ୍ତା କାଲି ଅଯୋଧ୍ୟାରେ ମର୍ଯ୍ୟାଦାପୁରୁଷ ଭଗବାନ ଶ୍ରୀ ରାମଚନ୍ଦ୍ରଙ୍କ ମନ୍ଦିରର ଭୂମିପୂଜନ ଉତ୍ସବର ପ୍ରସାରଣ ଦେଖିବାକୁ କେବଳ ଢେଙ୍କିକୋଟ, ପାଟଣା ଅଂଚଳବାସୀ ନୁହେଁ ସମଗ୍ର କେନ୍ଦୁଝର…
Read More...